ଶ୍ରୀମନ୍ଦିର ପ୍ରକଳ୍ପ ଅନୁଧ୍ୟାନ କଲା ଆଇନଜୀବୀ କମିଟି ସଦସ୍ୟ
ଶ୍ରୀମନ୍ଦିର ପ୍ରକଳ୍ପ ଅନୁଧ୍ୟାନ କଲା ଆଇନଜୀବୀ କମିଟି ସଦସ୍ୟ #ପୁରୀ(ଏନ୍.ଏମ୍.): ଶ୍ରୀ ଜଗନ୍ନାଥ ମନ୍ଦିର ଚାରିଦୁଆର ଖୋଲିବାକୁ ଘୁଞ୍ଚାଇ ଦିଆଯାଇଥିବା ଘଟଣାକୁ ନେଇ ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ଅକ୍ଟୋବର ୩ ତାରିଖ ଦିନ ଆଇନଜୀବୀ କମିଟି ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କରିଛି । କାର୍ଯ୍ୟ ସମାପନ ନିମନ୍ତେ ସରକାରଙ୍କୁ ୨ ମାସ ଓ ୧ମାସ ଭକ୍ତମାନଙ୍କ ପାଇଁ ଭିତ୍ତିଭୂମି ତିଆରି କରିବା ଯଥା ଟେଣ୍ଟ୍ ବାନ୍ଧିବା, ପାଣି ଯୋଗାଣ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ…
