ମୃତ ଡ୍ରାଇଭରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ
ମୃତ ଡ୍ରାଇଭରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ ଚୌଦ୍ୱାର(ଏନ୍. ଏମ୍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତର ଜଣେ ମୃତ ଡ୍ରାଇଭରଙ୍କ ପରିବାରକୁ ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସୁଖ ଦୁଃଖର ସାଥୀ ହେବା ପାଇଁ ଶପଥ ନେଇଥିବା ମହାସଂଘର କର୍ମକର୍ତ୍ତାମାନେ ମୃତ ସାଥୀଙ୍କ ପରିବାରକୁ ନିଜସ୍ୱ ରୋଜଗାରରୁ ସହାୟତା ପ୍ରଦାନ କରି ସଂଘୀୟ ବ୍ୟବସ୍ଥାର ଗାରିମାକୁ ବୃଦ୍ଧି କରିଛନ୍ତି । ସୂଚନା ଅନୁଯାୟୀ…
