ରାଜ୍ୟସରକାରଙ୍କ ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କୁ ବଦଳି : କଟକ ଜିଲ୍ଲାପାଳ ଭାବେ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ସ୍ଥାନରେ ନରହରି ସେଠୀ

ରାଜ୍ୟସରକାରଙ୍କ ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କୁ ବଦଳି : କଟକ ଜିଲ୍ଲାପାଳ ଭାବେ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ସ୍ଥାନରେ ନରହରି ସେଠୀ #କଟକ(ଏନ୍‌.ଏମ୍‌.): ରାଜ୍ୟସରକାର ପକ୍ଷରୁ ବରିଷ୍ଠ ଓଏଏସ ତଥା ପଦୋନ୍ନତି ଆଇଏଏସସ୍ତରରେ କିଛି ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଥିବା ଜଣାପଡ଼ିଛି । ଏ ନେଇ ରାଜ୍ୟସରକାରଙ୍କ ଜି.ଏ. ଆଣ୍ଡ ପି.ଜି. ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କର ବଦଳି ହୋଇଯାଇଛି । ତାଙ୍କୁ ଉଚ୍ଚଶିକ୍ଷା ବିଭାଗର…

Read More

ପୂଜା ଛୁଟି ହେଲା ଜୀବନ ଛୁଟି: ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଟାଣିନେଲା ଲହଡ଼ି

ପୂଜା ଛୁଟି ହେଲା ଜୀବନ ଛୁଟି: ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଟାଣିନେଲା ଲହଡ଼ି ପୁରୀ (ଏନ୍‍.ଏମ୍‍.): ପୂଜା ଛୁଟିରେ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ହେଲେ କିଏ ଜାଣିଥିଲା ପୂଜା ଛୁଟି ହିଁ ତାଙ୍କ ଜୀବନର ଛୁଟି କରିଦେବ । ତେବେ ଜଣେ ପର୍ଯ୍ୟଟକ ପୂଜାଛୁଟିରେ ପୁରୀ ଆସି ସମୁଦ୍ରରେ ଗାଧୋଇଲା ବେଳେ ଟାଣିନେଲା ଲହଡ଼ି, ଆଉ ଚାଲିଗଲା ଜୀବନ । ପୁରୀ ଲାଇଟ ହାଉସ ନିକଟ ସମୁଦ୍ରରେ ଗାଧୋଇବାବେଳେ ବୁଡି ଯାଇ…

Read More

ଆଗକୁ ବିପର୍ଯୟ ସମୟରେ ସମସ୍ତଙ୍କ ମୋବାଇଲକୁ ମିଳିବ ସୂଚନା

ଆଗକୁ ବିପର୍ଯୟ ସମୟରେ ସମସ୍ତଙ୍କ ମୋବାଇଲକୁ ମିଳିବ ସୂଚନା ପରୀକ୍ଷାତ୍ମକ ଭାବେ ଆସୁଛି ଏମରଜେନ୍ସି ଆଲଟ କଟକ(ଏନ୍‍.ଏମ୍‍.): ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ । ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି । ହଠାତ୍‍ ଏହି ମେସେଜ ଆସିବା ପରେ ଲୋକଙ୍କ ପଢ଼ିବା ପାଇଁ ଧର୍ଯ୍ୟ ଧରୁନାହାନ୍ତି । ଅଯଥାରେ ଛାନିଆ ହୋଇ ପଡ଼ୁଛନ୍ତି । କିନ୍ତୁ ଏହି ମେସେଜ ମୋବାଇଲ ଧାରୀଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ । ବରଂ…

Read More

ବରିଷ୍ଠ ଆଇଏଏସ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବଙ୍କ ସ୍ୱେଚ୍ଛାକୃତ ଅବସରକୁ ସ୍ୱୀକୃତି

ବରିଷ୍ଠ ଆଇଏଏସ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବଙ୍କ ସ୍ୱେଚ୍ଛାକୃତ ଅବସରକୁ ସ୍ୱୀକୃତି ବିରୋଧୀଙ୍କ ମହଲରେ ଭାଳେଣୀ ଆରମ୍ଭ #ଭୁବନେଶ୍ୱର(ଏନ୍‍.ଏମ୍‍.): ସ୍ୱେଚ୍ଛାକୃତ ଅବସର ନେବା ପାଇଁ ବରିଷ୍ଠ ଆଇଏଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇପ-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଅନୁମତି ମିଳିଛି । ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଭି .କେ. ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବେ । ସେ ଗତ ୨୦ତାରିଖରେ ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର କାର୍ମିକ…

Read More

କଳକୀ ସେନା ପକ୍ଷରୁ ଶାରଦୀୟ ସନାତନ ବନ୍ଧୁମିଳନ

କଳକୀ ସେନା ପକ୍ଷରୁ ଶାରଦୀୟ ସନାତନ ବନ୍ଧୁମିଳନ #କଟକ(ଏନ୍‌.ଏମ୍‌.): ବିଶ୍ୱ ସତ୍ୟ -ସନାତନ-ଧର୍ମ ପ୍ରଚାରିଣୀ ମହାସଂଘ କଳକୀ ସେନା ପକ୍ଷରୁ ଶାରଦୀୟ ସନାତନ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସିଡିଏ ସେକ୍ଟର -୬ ସ୍ଥିତ ସିଦ୍ଧ ମହାବୀର ମନ୍ଦିର ପରିସରରେ ସେନାର କଟକ ମହାନଗର ସଭାପତି କଳକୀରତ୍ନ ଲଷ୍ମୀଧର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବନ୍ଧୁମିଳନକୁ ସଦଗୁରୁ କଳକୀବାବା ଉଦଘାଟନ କରିଥିଲେ । ଶାରଦୀୟ ପୂଜାପାର୍ବଣର ପାଳନର ମହତ୍ତ୍ୱ ଉପରେ ଆଲୋଚନା କରି ସଦଗୁରୁ କହିଲେ…

Read More

ଚୌଦ୍ୱାର ଅଞ୍ଚଳରେ ଶାରଦୀୟ ଦୂର୍ଗାପୂଜା: ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ଅଞ୍ଚଳ

ଚୌଦ୍ୱାର ଅଞ୍ଚଳରେ ଶାରଦୀୟ ଦୂର୍ଗାପୂଜା: ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ଅଞ୍ଚଳ #ଚୌଦ୍ୱାର(ଏନ୍.ଏମ.): ପବିତ୍ର ଷଷ୍ଠୀତିଥିରୁ ଚୌଦ୍ୱାରରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା ଉତ୍ସବ । ଅଞ୍ଚଳର ବିଭିନ୍ନ ମଣ୍ଡପରେ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାକୁ ଯଥା ବିଧି ପୂଜାର୍ଚ୍ଚନା କରାଯାଉଥିବାବେଳେ ଅଞ୍ଚଳର ବିଭିନ୍ନ ପୀଠ ମାନଙ୍କରେ ମଧ୍ୟ ମା’ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି । ପଣ୍ଡିତଙ୍କ ମନ୍ତ୍ର ଧ୍ୱନୀରେ ଗଗନ ପବନ ମୁଖରିତ ହେବା ସହିତ ଭକ୍ତି ଓ ଭାବମୟ ପରିବେଶରେ ମା’ଙ୍କୁ ସ୍ୱାଗତ କରିଛନ୍ତି ଅଞ୍ଚଳବାସୀ…

Read More

କଟକରେ ଦଶହରା ବୁଲିଲେ ସଂସ୍କୃତି ମନ୍ତ୍ରୀ: ସ୍ୱାଗତ କଲେ ସିଏମସି ମେୟର ଓ ନିରାମୟ ଉପଦେଷ୍ଟା

କଟକରେ ଦଶହରା ବୁଲିଲେ ସଂସ୍କୃତି ମନ୍ତ୍ରୀ: ସ୍ୱାଗତ କଲେ ସିଏମସି ମେୟର ଓ ନିରାମୟ ଉପଦେଷ୍ଟା #କଟକ(ଏନ୍‌.ଏମ୍‌.): କଳା ସଂସ୍କୃତିର ସହର କଟକ ଆଜି ଉତ୍ସବ ମୁଖର । ଶକ୍ତି ଆରଧନାର ପ୍ରମୁଖସ୍ଥଳ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଟକ କେବଳ ରାଜ୍ୟ କାହିଁକି ରାଜ୍ୟ ବାହାରୁ ମଧ୍ୟ ଲୋକଙ୍କୁ ଆକୃଷ୍ଟ କରିଥାଏ । ସୁନା ଚାନ୍ଦିର ଅଳଙ୍କାରରେ ମା’ ଝଟକୁଥିବାବେଳେ ସୁଉଚ୍ଚ ତୋରଣ ବେଶ ମନମୁଗ୍ଧକର ହୋଇଥାଏ । ଚଳିତ ବର୍ଷ ମା’ଙ୍କ ଶାରଦୀୟ…

Read More

ଇତିହାସ ପୃଷ୍ଠାରେ ଆଉଏକ ଫର୍ଦ୍ଧ ଯୋଡ଼ିଲା ଇସ୍ରୋ; ଗଗନଯାନ ପରୀକ୍ଷଣ ସଫଳ

ଇତିହାସ ପୃଷ୍ଠାରେ ଆଉଏକ ଫର୍ଦ୍ଧ ଯୋଡ଼ିଲା ଇସ୍ରୋ; ଗଗନଯାନ ପରୀକ୍ଷଣ ସଫଳ #ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ବର୍ଷ ଇସ୍ରୋ ଗୋଟିଏ ପଟେ ଗୋଟିଏ ଫଳତାର ପାହାଚ ଚଢ଼ିବା ସହ ଇତିହାସ ସୃଷ୍ଟି କରିବାରେ ଲାଗିଛି । ବିଭିନ୍ନ ବାଧା, ବିଘ୍ନକୁ ଅତିକ୍ରମ କରି ଇସ୍ରୋ ଆଜି ପୁଣି ଥରେ ଇତିହାସ ସୃଷ୍ଟି କରିଛି । ପ୍ରତିକୂଳ ପାଗ ସହ ବୈଷୟିକ ତ୍ରୁଟି ଯୋଗୁ ସ୍ଥଗିତ ରଖାଯାଇଥିବା ଗଗନଯାନକୁ ଆଜି ସଫଳତା ପୂର୍ବକ ପରୀକ୍ଷଣ କରାଯାଇଛି । ଆଜି ପୂର୍ବାହ୍ନ…

Read More

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ନୂଆଦିଲ୍ଲୀ(ଏଜେନ୍ସି): ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମିଳିଛି ନୂଆ ଦାୟିତ୍ୱ । ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତ କରିଛନ୍ତି । ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟ କରୁଥିଲେ । ତାଙ୍କ ସ୍ଥାନ ଏବେ ରଘୁବର ନେଇଛନ୍ତି । ପ୍ରଫେସର ଶ୍ରୀ ଲାଲ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ୨୦୨୩ ମେ’ ମାସରେ ଶେଷ ହୋଇଥିଲା…

Read More

ଚୌଦ୍ୱାର କୁମାରୋତ୍ସବ ଓ ରୂପଯାତ୍ରା ନେଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ

ଚୌଦ୍ୱାର କୁମାରୋତ୍ସବ ଓ ରୂପଯାତ୍ରା ନେଇ ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ #ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାରର ପ୍ରସିଦ୍ଧ କୁମାରୋତ୍ସବ ଓ ରୂପଯାତ୍ରା ଆୟୋଜନ ପାଇଁ ପୌରପାଳିକା, ରୂପଯାତ୍ରା କମିଟି, କମିଶନରେଟ ପୁଲିସଙ୍କ ସମେତ ବିଭିନ୍ନ ସେବା ଯୋଗାଉଥିବା ସମସ୍ତ ସରକାରୀ ବିଭାଗ ଅଧିକାରୀଙ୍କୁ ନେଇ ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଚୌଦ୍ୱାର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ବୈଠକରେ ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ପୌରହିତ୍ୟ କରିଥିବାବେଳେ ମୂଖ୍ୟଅତିଥି ଭାବେ…

Read More

ଗାଁସାଥୀ (ମେଟ୍‌)ଙ୍କ ପ୍ରତିଶ୍ରୁତି ପୂରଣରେ ଟାଳଟୁଳ ନୀତି: ଧାରଣାସ୍ଥଳରେ ଅଭିନବ ଶୈଳୀରେ ପ୍ରତିବାଦ

ଗାଁସାଥୀ (ମେଟ୍‌)ଙ୍କ ପ୍ରତିଶ୍ରୁତି ପୂରଣରେ ଟାଳଟୁଳ ନୀତି: ଧାରଣାସ୍ଥଳରେ ଅଭିନବ ଶୈଳୀରେ ପ୍ରତିବାଦ #ଭୁବନେଶ୍ୱର(ଏନ୍‌.ଏମ୍‌.): ଗାଁସାଥୀ (ମେଟ୍‌)ଙ୍କ ଦାବି ପୂରଣ ପ୍ରସଙ୍ଗରେ କଥା ଦେଇ କଥା ରଖୁ ନାହାଁନ୍ତି ସରକାର । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଗାଁସାଥୀଙ୍କୁ ବିଧିବଦ୍ଧ ସରକାରୀ ମିଳିତ ବୈଠକରେ ମାସିକ ୮ ହଜାର ଟଙ୍କାର ପ୍ରତିଶ୍ରୁତି ଦେଇ ଶେଷଯାଏ କଥା ରଖିପାରି ନଥିଲେ । ଠିକ୍ ସେହିପରି ଏବେକାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଚଳିତ ସେପ୍ଟେମ୍ବରରେ ଗାଁସାଥୀଙ୍କ ଆନ୍ଦୋଳନକୁ…

Read More

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ ଲୋକମାନଙ୍କ ଜମି ସମସ୍ୟାର ହେବ ସମାଧାନ, ହାଇଟେକ୍ ସର୍ଭେ ପାଇଁ ନିର୍ଦ୍ଦେଶ ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ହୋଇଥିଲା ନୀତିଗତ ନିଷ୍ପତ୍ତି #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ…

Read More