ତ୍ରୟୋଦଶ ସେକ୍ରେଟେରିଏଟ ଓପନ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଉଦଯାପିତ
ତ୍ରୟୋଦଶ ସେକ୍ରେଟେରିଏଟ ଓପନ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଉଦଯାପିତ #ଭୁବନେଶ୍ୱର(ଏନ୍.ଏମ୍.): ଓଡିଶା ରାଜ୍ୟ ସଚିବାଳୟ ବ୍ୟାଡମିଣ୍ଟନ ସଂଘ (ଓସସବା) ଆନୁକୂଲ୍ୟରେ ସଚିବାଳୟ ପରିସରରେ ଗତ ତିନିଦିନ ଧରି ଚାଲିଥିବା ଏସ୍ବିଆଇ କପ୍ ତ୍ରୟୋଦଶ ସେକ୍ରେଟେରିଏଟ୍ ଓପନ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଶତାଧିକ ଖେଳାଳି ଅଂଶଗ୍ରହଣ କରିଥିଲେ । ମହିଳା ସିଙ୍ଗିଲ୍ସ ଫାଇନାଲରେ ଅଶ୍ୱସ୍ତି ପ୍ରଧାନ ବିଜେତା ଏବଂ ମୋନାଲି ପ୍ରଧାନ ଉପବିଜେତା ହୋଇଛନ୍ତି । ସିନିଅର ପୁରୁଷ ସିଙ୍ଗିଲ୍ସ ଫାଇନାଲରେ…
