ହକି ବିଶ୍ୱକପ୍ ଉଦ୍ଘାଟନୀ ପର୍ବ ପାଇଁ ବାରବାଟୀ ପ୍ରସ୍ତୁତ: ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ
ହକି ବିଶ୍ୱକପ୍ ଉଦ୍ଘାଟନୀ ପର୍ବ ପାଇଁ ବାରବାଟୀ ପ୍ରସ୍ତୁତ: ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ କଟକ(ଏନ୍.ଏମ୍.): କଟକ ସହରରେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ବାରବାଟୀ ଷ୍ଟାଡିୟମ ଭିତର ପ୍ରସ୍ତୁତିକୁ ଆଜି ୫-ଟି ସଚିବ ଭିକେ ପାଣ୍ଡିୟାନ୍ ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଉଦଘାଟନ…
