ହାଣ୍ଡିଶାଳରୁ ଯାଇ ଦୁବାଇରୁ ଫେରିଲେ ମିଶନ ଶକ୍ତି ସଭାନେତ୍ରୀ: ରାଇରଙ୍ଗପୁରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା
ହାଣ୍ଡିଶାଳରୁ ଯାଇ ଦୁବାଇରୁ ଫେରିଲେ ମିଶନ ଶକ୍ତି ସଭାନେତ୍ରୀ: ରାଇରଙ୍ଗପୁରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା #ରାଇରଙ୍ଗପୁର(ଏନ୍.ଏମ୍.): ରାଇରଙ୍ଗପୁର ବ୍ଳକର ୯ଟି ପଞ୍ଚାୟତରେ ମହିଳାମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ କରିବା ସହ ମହିଳା ମାନଙ୍କୁ ବାଣିଜ୍ୟ କାରବାରରେ ବିକଶିତ କରାଇବା ଭୂମିକା ନିଭାଇଥିବା ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ଫେଡେରେସନ ସଭାନେତ୍ରୀ ଲୀଳାବତୀ ମହାନ୍ତ ଦୁବାଇରୁ ଫେରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏବଂ ମିଶନ ଶକ୍ତି…
