ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ସମାରୋହ

ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ସମାରୋହ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜ୍ଞାନ ଓ କାରିଗରୀ ବିଭାଗ ଉଦ୍‌ଭାବନ, ଷ୍ଟାର୍ଟ ଅପ୍‌, ବାୟୋ-ଟେକ୍‌ନୋଲୋଜି ଇକୋ-ସିଷ୍ଟମର ବିକାଶ କ୍ଷେତ୍ରରେ ବିଜ୍ଞାନ ଓ କାରିଗରୀ ବିଭାଗ ସଫଳ ପଦକ୍ଷେପ ନେଇଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଜୟଦେବ ଭବନଠାରେ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ…

Read More

ଓଡିଶା ସାଂସଦଙ୍କ ସହାୟତା ଲୋଡିଲା ଇପିଏଫ ପେନସନର୍ସ ସଂଘ

ଓଡିଶା ସାଂସଦଙ୍କ ସହାୟତା ଲୋଡିଲା ଇପିଏଫ ପେନସନର୍ସ ସଂଘ #କଟକ(ଏନ୍‌.ଏମ୍‌.): ରାଜ୍ୟର ୨ଲକ୍ଷ ଇପିଏଫ ପେନସନେଭାଗୀ ପରିବାରର ସମସ୍ୟାକୁ ନେଇ ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ରାଜ୍ୟର ସମସ୍ତ ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ସର୍ବ ଭାରତୀୟ ସଂଘର ଉପସଭାପତି ତଥା ରାଜ୍ୟ ଆସୋସିଏସନର ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା କହିଛନ୍ତି ଯେ, ସବର୍ନିମ୍ନ ମାସିକ ପେନସନ ୯ ହଜାର ଟଙ୍କା, ଦରଦାମ ବୃଦ୍ଧିର ଭରଣା ଲାଗି ମହଙ୍ଗା ଭତ୍ତା,…

Read More

୨୦୨୪ ପାଇଁ ନିର୍ବାଚନୀ ରଣନୀତି : ରାଜ୍ୟ ବିଜେପିର ଦ୍ୱିତୀୟ ରୁଦ୍ଧଦ୍ୱାର ବୈଠକ, ଫୋକସରେ ୧୩ ଲୋକସଭା ନିର୍ବାଚନ ମଣ୍ଡଳୀ

୨୦୨୪ ପାଇଁ ନିର୍ବାଚନୀ ରଣନୀତି ରାଜ୍ୟ ବିଜେପିର ଦ୍ୱିତୀୟ ରୁଦ୍ଧଦ୍ୱାର ବୈଠକ: ଫୋକସରେ ୧୩ ଲୋକସଭା ନିର୍ବାଚନ ମଣ୍ଡଳୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ୨୦୨୪ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଏବେ ତତ୍ପର ହୋଇ ଉଠିଛନ୍ତି । କିଭଳି ନିର୍ବାଚନ ବୈତରଣୀ ପାର ହେବେ ଏ ନେଇ ଚାଲିଛି ଅଙ୍କକଷା । ଏହା ମଧ୍ୟରେ ବିଜେପି ମଧ୍ୟ ଆସନ୍ତା ନିର୍ବାଚନରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡିଛି । ଓଡ଼ିଶାରେ ନୂତନ ଦଳୀୟ କର୍ମକର୍ତ୍ତା…

Read More

ଏଏସ୍‌ଓ ମେଧା ତାଲିକା ବିରୋଧରେ ମାମଲା: ହାଇକୋର୍ଟଙ୍କ ଶୁଣାଣି ଶେଷ, ରାୟ ସଂରକ୍ଷିତ

ଏଏସ୍‌ଓ ମେଧା ତାଲିକା ବିରୋଧରେ ମାମଲା: ହାଇକୋର୍ଟଙ୍କ ଶୁଣାଣି ଶେଷ, ରାୟ ସଂରକ୍ଷିତ #କଟକ(ଏନ୍‌.ଏମ୍‌.): ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ସମ୍ପର୍କରେ ପ୍ରକାଶିତ ମେଧା ତାଲିକା ବିରୋଧରେ ଆଗତ ଆବେଦନର ଶୁଣାଣି ଶେଷ କରି ହାଇକୋର୍ଟ ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି । ମେଧା ତାଲିକାରେ ପ୍ରକାଶ ପାଇଥିବା ଆବେଦନକାରୀମାନଙ୍କ ପକ୍ଷରୁ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ କରାଯାଇଥିଲା । ଏହି ପ୍ରସଙ୍ଗରେ ହାଇକୋର୍ଟରେ ଏକ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିବାବେଳେ ଅନ୍ୟଟି ଏକ ରିଟ୍…

Read More

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହିଦ ନଗର ଥାନା ଏଏସଆଇ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହିଦ ନଗର ଥାନା ଏଏସଆଇ #ଭୁବନେଶ୍ୱର(ଏନ୍‌.ଏମ୍‌.): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପୁଲିସ କର୍ମଚାରୀ । ଗୋଟିଏ ପଟେ କମିଶନରେଟ ପୁଲିସ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଅଣ୍ଟାଭିଡିଥିବାବେଳେ କେତେକ ଲାଞ୍ଚଖୋର ଅଧିକାରୀଙ୍କ ଯୋଗୁଁ ସମ୍ପୂର୍ଣ୍ଣ ପୁଲିସ ୧୫ ହଜାର ଲାଞ୍ଚ ନେଲାବେଳେ ସହିଦ ନଗର ଥାନା ଇଝଓ ମମତା ବସ୍ତିଆଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ମମତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ…

Read More

ଅନୁଭବ ବର୍ଷା ମାମଲାର ତ୍ୱରିତ ଶୁଣାଣି ଆବେଦନ

ଅନୁଭବ ବର୍ଷା ମାମଲାର ତ୍ୱରିତ ଶୁଣାଣି ଆବେଦନ ଜୁଲାଇ ୩୧ ସୁଦ୍ଧା ସାକ୍ଷ୍ୟଗ୍ରହଣ ଶେଷ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ #କଟକ(ଏନ୍‌.ଏମ୍‌.): କଟକର ପରିବାର ଅଦାଲତରେ ଅନୁଭବ-ବର୍ଷା ଛାଡପତ୍ର ମାମଲାର ଶୁଣାଣି ବିଳମ୍ବ ହେଉଥିବା ଦର୍ଶାଇ ଏ ସଂକ୍ରାନ୍ତୀୟ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଯାଇଛି । ଅନୁଭବଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର୍‌ଙ୍କ ଖଣ୍ଡପୀଠ ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ଶୋଷ କରିବାକୁ କଟକର ପାରିବାରିକ ଅଦାଲତକୁ…

Read More

ବିଭିନ୍ନ ଦାବି ନେଇ ଆଗକୁ ବଢ଼ିଲା ଓଡ଼ିଶା ରାଜ୍ୟ ପାଇକ ଆଖଡା ମହାସଂଘ: ଡାକରା ଦେଲା ଦିଲ୍ଲୀଚଲୋ

ବିଭିନ୍ନ ଦାବି ନେଇ ଆଗକୁ ବଢ଼ିଲା ଓଡ଼ିଶା ରାଜ୍ୟ ପାଇକ ଆଖଡା ମହାସଂଘ: ଡାକରା ଦେଲା ଦିଲ୍ଲୀଚଲୋ #ଖୋର୍ଦ୍ଧା (ଏନ୍‌.ଏମ୍‌.): ରାଜ୍ୟରେ ପାଇକ ମାନଙ୍କ ପ୍ରତି ସରକାର ଓ ପ୍ରଶାସନ ପକ୍ଷରୁ ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି । ଏଥି ସହିତ ଐତିହାସିକ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ସହ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଏବଂ ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ପାଇଁ ଓଡ଼ିଶା ରାଜ୍ୟ ପାଇକ…

Read More

କେନ୍ଦୁଝରରେ ପୁଲିସ ଇନିସ୍ପେକ୍ଟରସ୍ତରରେ ଅଦଳବଦଳ

କେନ୍ଦୁଝରରେ ପୁଲିସ ଇନିସ୍ପେକ୍ଟରସ୍ତରରେ ଅଦଳବଦଳ #କେନ୍ଦୁଝର(ଏନ୍‌.ଏମ୍‌.): କେନ୍ଦୁଝର ଜିଲ୍ଲାର ନୂତନ ଏସପି ଭାବେ ନିତିନ କୁଶଲକର ଦାୟିତ୍ୱ ନେବା ପରେ ଇନିସ୍ପେକ୍ଟର ସ୍ତରରେ ଅଦଳବଦଳ କରିଛନ୍ତି । ବିଭିନ୍ନ ଥାନାରେ ଖାଲିପିଡ଼ିଥିବା ପଦବୀ ପୂରଣ ନିମନ୍ତେ ଜିଲ୍ଲା ପୁଲିସ ଏଷ୍ଟବ୍ଳସମେଣ୍ଟ ବୋର୍ଡ ନିଷ୍ପତ୍ତି କ୍ରମେ ଏହି ବଦଳି କରାଯାଇଥିବା ନିର୍ଦ୍ଦେଶରେ ଉଲ୍ଲେଖ ଅଛି । ପ୍ରାପ୍ତ ସୂଚନା ଅନୁସାରେ ପୁଲିସ ମୁଖ୍ୟାଳୟରେ ଥିବା ଇନିସ୍ପେକ୍ଟର ଅଞ୍ଜନ କୁମାର ପାତ୍ରଙ୍କୁ ଘଟଗାଁ ଥାନାକୁ ବଦଳି ହୋଇଛି । ସେହିପରି…

Read More

୨୬ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : କଟକ ଓ ଭଦ୍ରକରେ ରହିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ

୨୬ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : କଟକ ଓ ଭଦ୍ରକରେ ରହିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ୨୬ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କଟକ ଓ ଭଦ୍ରକ ଜିଲ୍ଲାକୁ ଗସ୍ତକରିବାର କାର୍ଯ୍ୟକ୍ରମ ରହିଛି । କଟକରେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତିର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ । ଏଥିସହିତ କଟକର ୬ଟି ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ପ୍ରଶାସନିକ…

Read More

ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ #କଟକ ସଦର(ଏନ୍‍.ଏମ୍‍.): ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟ, ଇଶାଣୀବ୍ରହ୍ମପୁରରେ, ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସେଠୀଙ୍କ ସଭାପତିତ୍ୱରେ, ଅବସରପ୍ରାପ୍ତ ଶିକ୍ଷକ ଗଦାଧର ସେନାପତି ଙ୍କ ନିମନ୍ତେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତମ ଚରଣ ପ୍ରଧାନ ଓ ମୁଖ୍ୟବକ୍ତା ଭାବେ ପ୍ରାକ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ଯୋଗଦେଇ ଶ୍ରୀ ସେନାପତିଙ୍କ କର୍ମମୟ…

Read More

ଦରଦାମ ବୃଦ୍ଧି ଓ ଆଦିବାସୀଙ୍କୁ ନିର୍ଯ୍ୟାତନା ବିରୋଧରେ ସିପିଆଇ(ଏମ୍‍)ର ବିକ୍ଷୋଭ

ଦରଦାମ ବୃଦ୍ଧି ଓ ଆଦିବାସୀଙ୍କୁ ନିର୍ଯ୍ୟାତନା ବିରୋଧରେ ସିପିଆଇ(ଏମ୍‍)ର ବିକ୍ଷୋଭ #ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.): ସିପିଆଇ(ଏମ୍‍) ଓ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଅତ୍ୟାବଶ୍ୟକ ଦ୍ରବ୍ୟ ସମେତ ପନିପରିବାର ‘ମଣିଷ ମରା ଦରବୃଦ୍ଧି’କୁ ପ୍ରତିବାଦ ଏବଂ ଆଦିବାସୀଙ୍କୁ ନିର୍ଯ୍ୟାତନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ମଧ୍ୟପ୍ରଦେଶରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ବିଜେପି…

Read More

ରାଜଭବନରେ ଲୋକଉତ୍ସବ ଓ ଜନଜାତି କଳା ପ୍ରଦର୍ଶନ

ରାଜଭବନରେ ଲୋକଉତ୍ସବ ଓ ଜନଜାତି କଳା ପ୍ରଦର୍ଶନ ପ୍ରକୃତି ଓ ସଂସ୍କୃତି ସହିତ ଯୋଡ଼ି ହେବାର ମଞ୍ଚ ଲୋକଉତ୍ସବ-ରାଜ୍ୟପାଳ #ଭୁବନେଶ୍ୱର(ଏନ୍‍.ଏମ୍‍.): ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ ଯାହାକି ବର୍ତ୍ତମାନର ଓଡ଼ିଶା । ସେ ଲୋକକଳା ହେଉ କି ପାରମ୍ପରିକ ସାମରିକ କଳାକୌଶଳ ଅଥବା ଜନଜାତିଙ୍କ କଳା ପ୍ରତ୍ୟେକଟିର ପରିଚୟ ସ୍ୱତନ୍ତ୍ର । ଏହିସବୁ କଳାର ପ୍ରଦର୍ଶନ ରାଜଭବନର ନ୍ୟୁ ଅଭିଷେକ ହଲ୍‌ରେ ଦେଖିବାକୁ ମିଳିଥିଲା । କାଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳାକାରଙ୍କୁ…

Read More