ସର୍ପ ପ୍ରେମୀ ବିଭୁଦତ୍ତ ଜେନାଙ୍କ ଏକାଦଶାହରେ ରେଭେନ୍ସାଭିୟାନଙ୍କ ପକ୍ଷରୁ ସ୍ମୃତିସଭା

ସର୍ପପ୍ରେମୀ ବିଭୁଦତ୍ତ ଜେନାଙ୍କ ଏକାଦଶାହରେ ରେଭେନ୍ସାଭିୟାନଙ୍କ ପକ୍ଷରୁ ସ୍ମୃତିସଭା #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବକ୍ସିବଜାର ସ୍ଥିତ ପାନ୍ଥନିବାସରେ ପ୍ରକୃତିବନ୍ଧୁ, ସମାଜସେବୀ, ପରିବେଶ ପ୍ରେମୀ, ଆଇନଜୀବୀ, ରେଭେନ୍ସାଭିଆନ୍ ତଥା ନବେ ଦଶକର ଛାତ୍ରନେତା ବିଭୁଦତ୍ତ ଜେନାଙ୍କ ଏକାଦଶାହ ତିଥିରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ୧୯୯୦ ରେଭେନ୍ସା ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ତଥା ସମାଜସେବୀ ପ୍ରଭାତ ନନ୍ଦଙ୍କ ପୌରହିତ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ନିରଞ୍ଜନ ବାରିକ…

Read More

ଖୁଚୁରା ବିକ୍ରେତାଙ୍କ ସମସ୍ୟା ନେଇ କଟକ ମେୟରଙ୍କୁ ଭେଟିଲା ଡିଲର୍ସ ଆସୋସିଏସନ

ଖୁଚୁରା ବିକ୍ରେତାଙ୍କ ସମସ୍ୟା ନେଇ କଟକ ମେୟରଙ୍କୁ ଭେଟିଲା ଡିଲର୍ସ ଆସୋସିଏସନ #କଟକ(ଏନ୍‌.ଏମ୍‌.): କଟକ ରିଟେଲ ଡିଲର୍ସ ଆସୋସିଏସନ ପକ୍ଷରୁ ସିଏମସି ଅଞ୍ଚଳର ସମସ୍ତ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ନେଇ ସିଏମସି ମେୟର ସୁବାସ ଚନ୍ଦ୍ର ସିଂହଙ୍କ ଆଲୋଚନା ହୋଇଛି । ଆସୋସିଏସନର କାର୍ଯ୍ୟକାରୀ ସଭାପତି ସୈୟଦ୍ ଏକ୍ରାମ ହୁସେନ୍‌ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ସାକ୍ଷାତ କରି ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ପ୍ରସଙ୍ଗରେ ଖୁଚୁରା…

Read More

ରୋଡ଼ ପାଲଟିଛି ମରଣଯନ୍ତା

ରୋଡ଼ ପାଲଟିଛି ମରଣଯନ୍ତା #ବାରଙ୍ଗ(ଏନ୍‌.ଏମ୍‌.): ଯୋଗାଯୋଗ ତଥା ଗମନାଗମନର ସୁବିଧା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବେଶ ତତ୍ପରତା ପ୍ରକାଶ କରୁଛନ୍ତି । ବିଭିନ୍ନ ଅଞ୍ଚଳକୁ ପକ୍କା ସଡ଼କ କରାଇବା ସହ ଜିଲ୍ଲା ମୁଖ୍ୟାଳୟକୁ ଗମନାଗମନ ସୁବିଧା ପାଇଁ ମୋ’ବସ ବ୍ୟବସ୍ଥା କରୁଛନ୍ତି । କିନ୍ତୁ କଟକ ଜିଲ୍ଲାର ଏମିତି ଅଞ୍ଚଳ ଅଛି ଯେଉଁଠାରେ ଭଲ ରାସ୍ତାଟିଏ ହୋଇ ପାରିନାହିଁ; ଯେଉଁ ରାସ୍ତା ରହିଛି ତାହା ମରଣଯନ୍ତା ପାଲଟିଛି । ଏହା କୌଣସି ଉପାନ୍ତ ଅଞ୍ଚଳ…

Read More

ନିଆରା ମଣିଷ ଟିକା ଭାଇ: ଅଭାବ ଅସୁବିଧା ସତ୍ତ୍ୱେ ସମାଜସେବାରେ ବିତୁଛି ଜୀବନ

ନିଆରା ମଣିଷ ଟିକା ଭାଇ: ଅଭାବ ଅସୁବିଧା ସତ୍ତ୍ୱେ ସମାଜସେବାରେ ବିତୁଛି ଜୀବନ #ଭଦ୍ରକ(ଏନ୍‌.ଏମ୍‌.): କଥାରେ ଅଛି ଇଚ୍ଛା ତଥା ନିରନ୍ତର ଉଦ୍ୟମ ଥିଲେ ସଫଳତା ହିଁ ପଦ ଚୁମ୍ବନ କରିଥାଏ । ଅର୍ଥାତ ନିଜର ଦୃଢ଼ ମନ ପାଖରେ ଅଭାବ ଅସୁବିଧା ସବୁ କିଛି ହାର ମାନିଥାଏ । ଏଭଳି ପ୍ରମାଣ କରି ଦେଖାଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘର ପୋଖରୀ ପଞ୍ଚାୟତର ରାମଚନ୍ଦ୍ର ଜେନା । ଯାହାଙ୍କୁ ଟିକା ଭାଇ ବୋଲି ସବୁଠାରେ…

Read More

ଶ୍ରାବଣର ଦ୍ୱିତୀୟ ସୋମବାର: ଧବଳେଶ୍ୱରରେ କାଉଡ଼ିଆଙ୍କ ଭିଡ଼

ଶ୍ରାବଣର ଦ୍ୱିତୀୟ ସୋମବାର: ଧବଳେଶ୍ୱରରେ କାଉଡ଼ିଆଙ୍କ ଭିଡ଼ #ଆଠଗଡ(ଏନ୍‌.ଏମ୍‌.): ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଚଳଚଞ୍ଚଳ ହୋଇ ଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ । ବାବା ଧବଳେଶ୍ୱରଙ୍କର ରାତ୍ର ୨ ଟାରୁ ପହଡ ଖୋଲାଜାଇ ୧୦୮ସୁବାସିତ ଜଳରେ ବାବା ଧବଳେଶ୍ୱରଙ୍କୁ ସ୍ନାନ ପରେ ସ୍ୱତନ୍ତ୍ର ନିତିକାନ୍ତି କରାଯାଇ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରା ଫିଟା ଯାଇଥିଲା । ବାବା ଧବଳେଶ୍ୱରଙ୍କ ପିଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁ ଦେଇ ଜଳଲାଗି…

Read More

ପ୍ରତିକୂଳ ପାଗ ପାଇଁ ପାଇକମାନଙ୍କର ଜନଗର୍ଜନ ଆନ୍ଦୋଳନ ସାମୟିକ ସ୍ଥଗିତ

ପ୍ରତିକୂଳ ପାଗ ପାଇଁ ପାଇକମାନଙ୍କର ଜନଗର୍ଜନ ଆନ୍ଦୋଳନ ସାମୟିକ ସ୍ଥଗିତ #ଖୋର୍ଦ୍ଧା (ଏନ୍‌.ଏମ୍‌.): ଆସନ୍ତା ୧୮ ତାରିଖରେ ବରୁଣେଇ ଠାରେ ହେବାକୁ ଥିବା ପାଇକ ଜନଗର୍ଜନ ଆନ୍ଦୋଳନ ପ୍ରତିକୂଳ ପାଗ ଯୋଗୁଁ ସାମୟିକ ଭାବେ ସୁଗିତ ରଖାଗଲା । ପ୍ରକାଶ ଥାଉକି, ଗତ ୧୩ ତାରିଖରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଖୋରଧାରେ ପାଇକ ସ୍ମାରକୀ ପ୍ରତିଷ୍ଠା, ଖୋରଧା ଗଡ଼ର ପୂନଃରୁଦ୍ଧାର, ପାଇକ ରେଜିମେଟ ଗଠନ ଓ ପାଇକ…

Read More

ସ୍ୱାଧୀନତା ସଂଗ୍ରାମୀ ଚକ୍ରଧର ବେହେରାଙ୍କ ଜୟନ୍ତୀରେ ବୃକ୍ଷରୋପଣ

ସ୍ୱାଧୀନତା ସଂଗ୍ରାମୀ ଚକ୍ରଧର ବେହେରାଙ୍କ ଜୟନ୍ତୀରେ ବୃକ୍ଷରୋପଣ #କଟକ(ଏନ୍‌.ଏମ୍‌.): ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଭଦ୍ରକ ବିଧାୟକ ସ୍ୱର୍ଗତ ଚକ୍ରଧର ବେହେରାଙ୍କ ୧୨୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସିଏମସି ୫୮ନମ୍ବର ୱାର୍ଡ଼ ଓ ୫୯ ନମ୍ବର ୱାର୍ଡ଼ର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦାନ ପରିଡ଼ା, ମମତା ମହାନ୍ତି, ସ୍ୱାଧୀନଚେତା ମହାନ୍ତି, ବିଚିତ୍ରାନନ୍ଦ ଦଳେଇ, ପ୍ରତାପ ନଗରୀ ସମ୍ପାଦକ ପ୍ରମୋଦ କୁମାର ବେହେରା, ପାର୍ଥସାରଥୀ ସାହୁ, ସୁହାନା…

Read More

ଏନଆଇଇଏମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟ: ସମ୍ଭାବନାର ନୂଆ ଠିକଣା

ଏନଆଇଇଏମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟ: ସମ୍ଭାବନାର ନୂଆ ଠିକଣା #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ଯୁବପିଢୀଙ୍କୁ ଏଣ୍ଟରଟେନମେଣ୍ଟ ଇଣ୍ଡ୍ରୀଜ ପ୍ରତି ଆକୃଷ୍ଟ କରି ସେମାନଙ୍କ ପାଇଁ ସମ୍ଭାବନାର ସୁଯୋଗ ଆଣି ଦେଉଛି ଭୁବନେଶ୍ୱର ସ୍ଥିତ ଏନଆଇଇଏମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟ । ନିଯୁକ୍ତିର ନୂଆ ସମ୍ଭାବନା ସାଙ୍ଗକୁ କିଛି ଭିନ୍ନ କରି ନିଜ କ୍ୟାରିଅରକୁ ନୂଆ ଦିଶା ଦେଉଛନ୍ତି ଆଶାୟୀ ଛାତ୍ରଛାତ୍ରୀ । ଆଉ ସେହି ଉଦୀୟମାନ ଯୁବବର୍ଗଙ୍କ ମଧ୍ୟରେ ଏହି ଚ୍ୟାଲେଞ୍ଜ ପୂର୍ଣ୍ଣ ପ୍ରଫେସନକୁ ଲୋକପ୍ରିୟ…

Read More

ବଡମ୍ବା ଗମେଇରୁ ବଜ୍ରକାପ୍ତା ଉଦ୍ଧାର

ବଡମ୍ବା ଗମେଇରୁ ବଜ୍ରକାପ୍ତା ଉଦ୍ଧାର #ଆଠଗଡ଼(ଏନ୍‌.ଏମ୍‌.): ବନ୍ୟଜନ୍ତୁ ଶିକାର କରିବା ଏକ ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯାଉଥିଲେ ମଧ୍ୟ ଶିକାରୀମାନଙ୍କୁ ନିୟନ୍ତ୍ରଣ କରିବା ବନ ବିଭାଗ ପ୍ରତି ଚାଲେଞ୍ଜ ହୋଇଛି । ବିଭିନ୍ନ ସମୟରେ ବିଭିନ୍ନ ଉପାୟରେ ଶିକାରୀମାନେ ଜଙ୍ଗଲ ଜନ୍ତୁଙ୍କୁ ହତ୍ୟା କରିବା, ସେମାନଙ୍କ ସିଙ୍ଗ, ଚମଡ଼ା, ମାଂସ ଆଦି ବିକ୍ରି କରିବା, ବିଭିନ୍ନ ଜୀବଜନ୍ତୁଙ୍କୁ ଚୋରା ଚାଲଣ କରିବା ଭଳି ଅପରାଧ ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି । ଶିକାରୀମାନେ ବେଆଇନ ଭାବେ…

Read More

ଆସନ୍ତା ଦଶହରାରେ ସୁପରଷ୍ଟାର ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍‌

ଆସନ୍ତା ଦଶହରାରେ ସୁପରଷ୍ଟାର ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍‌ କଟକ(ଏନ୍‌.ଏମ୍‌.): ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ସୁପରଷ୍ଟାର ଅରିନ୍ଦମ ରୟଙ୍କ ପ୍ରଯୋଜନାରେ ଆସନ୍ତା ଦଶହରାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି । ଏଥି ପାଇଁ ନୂଆ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ସହିତ କ୍ଳାପ୍ କଟକ ପ୍ରେସ୍ ଛକ ନିକଟସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସୁପରଷ୍ଟାର ଅରିନ୍ଦମ ଦୀର୍ଘ ବର୍ଷ ର ନୀରବତା ପରେ ଏକ ନୂଆ…

Read More

ଆଖିଧରା ରୋଗ ଓ ଚିକିତ୍ସା ନେଇ ସଚେତନତା ଶିବିର

ଆଖିଧରା ରୋଗ ଓ ଚିକିତ୍ସା ନେଇ ସଚେତନତା ଶିବିର #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ଆଖିଧରା ରୋଗ ବୃଦ୍ଧି ପାଇବାରେ ଲାଗିଛି । ଆବାଳ ବୃଦ୍ଧ ବନିତା ଏବେ ଆଖିଧରା ରୋଗରେ ଆକ୍ରାନ୍ତ ହେଉଥିବାବେଳେ ଏଥିରୁ କିଭଳି ସୁରକ୍ଷା ମିଳିବ ସେ ନେଇ ବସୁଧୈବ କୁଟୁମ୍ବକମ ମିଶନ ଏବଂ ଦି ଲିଙ୍କ ଆଇ ହସ୍ପିଟାଲ ଚକ୍ଷୁ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଲିଙ୍କରୋଡସ୍ଥିତ ଏହି ଚକ୍ଷୁଚିକିତ୍ସା ଶିବିରରେ ଅଭିଜ୍ଞ…

Read More

କଂଗ୍ରେସରୁ ବିଧାୟକ ଇଂ. ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ନିଲମ୍ବିତ

କଂଗ୍ରେସରୁ ବିଧାୟକ ଇଂ. ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ନିଲମ୍ବିତ ମୋକିମ ହେବେ କି ବିଜେପି ମୁହାଁ ! #ଭୁବନେଶ୍ୱର(ଏନ୍‌.ଏମ୍‌.): ଦୀର୍ଘ ବର୍ଷ ଧରି ରାଜନୈତିକ ପଶାପାଲିରେ ବିଫଳ ହେଉଥିବା କଂଗ୍ରେସ ଆଜି ନିଜ ଦଳର ବଳିଷ୍ଟ ନେତାଙ୍କୁ ନିଲମ୍ବନ କରିଥିବା ନେଇ କଂଗ୍ରେସ ସହିତ ଅନ୍ୟ ରାଜନୈତିକ ଦଳରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷ କରି ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ନେଇ…

Read More