ବ୍ୟାଙ୍କ କର୍ମଚାରୀଙ୍କ ବ୍ୟାଙ୍କ ଜାତୀୟକରଣ ଦିବସରେ ସଂକଳ୍ପ
ବ୍ୟାଙ୍କ କର୍ମଚାରୀଙ୍କ ବ୍ୟାଙ୍କ ଜାତୀୟକରଣ ଦିବସରେ ସଂକଳ୍ପ #କଟକ(ଏନ୍.ଏମ୍.): ବ୍ୟାଙ୍କ ଜାତୀୟକରଣର ୫୫ତମ ବାର୍ଷିକୀ ଉପଲକ୍ଷେ ବାରବାଟି ଷ୍ଟାଡିୟମସ୍ଥିତ ଇସ୍କଫ ପରିସରରେ ବ୍ୟାଙ୍କ କର୍ମଚାରୀଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । କଟକ ବ୍ୟାଙ୍କ କର୍ମଚାରୀ ସମନ୍ୱୟ ସମିତି ଆନୁକୂଲ୍ୟରେ ସୁଭାଷ ଚନ୍ଦ୍ର ବୋଷଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଓ ଅର୍ଥନୀତିଜ୍ଞ ଡକ୍ଟର ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ, ଭାରତ ବର୍ଷରେ ବର୍ତ୍ତମାନ ଚାଲିଥିବା ଘରୋଇକରଣ ପ୍ରକ୍ରିୟାର ଏକ ଅଙ୍ଗ ରୂପେ ରାଷ୍ଟ୍ରାୟତ୍ତ…
