ଏନ୍‌ଏଲ୍‌ୟୁ କୁଟୁମ୍ବ ପ୍ରକଳ୍ପ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

ଏନ୍‌ଏଲ୍‌ୟୁ କୁଟୁମ୍ବ ପ୍ରକଳ୍ପ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ #କଟକ(ଏନ୍‌.ଏମ୍‌.): ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଟୁମ୍ବ ପ୍ରକଳ୍ପ ପକ୍ଷରୁ ପୋଷ୍ୟଗ୍ରହଣ କମ୍ୟୁନିଟି ବାଲ୍ମିକୀନଗର ମୁଣ୍ଡାସାହିଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପ୍ରୋ ବୋନୋ କ୍ଲବ୍ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକାମାନେ ମୁଣ୍ଡାସାହି ବାସିନ୍ଦାମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ବାବଦରେ ବୁଝାଇଥିଲେ । ବିଶେଷକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସୁଦକ୍ଷା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଆଦି ସମ୍ପର୍କରେ…

Read More

ଫ୍ଲିପ୍ କାର୍ଟ କମ୍ପାନୀର ଦାଦାଗିରି: ମନଇଚ୍ଛା କରୁଛି କର୍ମଚାରୀ ଛଟେଇ

ଫ୍ଲିପ୍ କାର୍ଟ କମ୍ପାନୀର ଦାଦାଗିରି: ମନଇଚ୍ଛା କରୁଛି କର୍ମଚାରୀ ଛଟେଇ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ସ୍ଥିତ ଇନ୍ଦ୍ରାଣୀପାଟଣାରେ ଥିବା ଆନ୍ତଃଜାତୀୟ କମ୍ପାନୀ ପ୍ଲିପକାର୍ଟର ମଦର୍ କମ୍ପାନୀ ମନମୁଖୀ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ କର୍ମଚାରୀ । ଅଧିକାଂଶ କର୍ମଚାରୀ ମାନେ ହେଲେ ଯୁବକ ଯୁବତୀ । କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ସଠିକ୍ ସମୟରେ ଦରମା ପ୍ରଦାନ ନକରିବା, ଅଧିକ ସମୟ କାମରେ ନିୟୋଜିତ କରିବା ଓ କର୍ମଚାରୀଙ୍କ ଇପିଏଫ୍ ଓ ପିଏଫ୍ ସଠିକ୍ ସମୟରେ…

Read More

ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଘରକୁ ଘର ବୁଲି ସର୍ବେକ୍ଷଣ

ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଘରକୁ ଘର ବୁଲି ସର୍ବେକ୍ଷଣ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତାବର୍ଷ ହେବାକୁ ଥିବା ‘ସାଧାରଣ ନିର୍ବାଚନ-୨୦୨୪’କୁ ଆଖି ଆଗରେ ରଖି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ୩୭୬୦୬ ଜଣ ବୁଥ୍‌ସ୍ତରୀୟ ଅଧିକାରୀମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଘରକୁ ଘର ବୁଲି ନିର୍ଭୁଲ ତଥ୍ୟ ସଂଗ୍ରହ କରିବେ ବୋଲି…

Read More

୩ ବାଘ ଓ ୩ହରିଣ ଛାଲ ଜବତ, ଜଣେ ଗିରଫ

୩ ବାଘ ଓ ୩ହରିଣ ଛାଲ ଜବତ, ଜଣେ ଗିରଫ ଭବାନୀପାଟଣା(ଏନ୍‌.ଏମ୍‌.): ୩ଟି ବାଘ ଛାଲ ସହିତ ୩ଟି ହରିଣ ଛାଲ ଜବତ କରିଛି ଏସ୍ଟିଏଫ୍ । କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନା ଶ୍ରୀପଲ୍ଲୀ ଛକ ନିକଟରୁ ଏସ୍ଟିଏଫ୍ ଜଣେ ବାଘଛାଲ ବେପାରୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୩ଟି କଲରାପତରିଆ ବାଘର ଛାଲ ଓ ୩ଟି ହରିଣ ଛାଲ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁ ଖଗେଶ୍ୱର ପୁଟେଲ (୫୬) ।…

Read More

କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ଅଭିଯୁକ୍ତଙ୍କ ମୃତଦେହ ମହାନଦୀରୁ ଉଦ୍ଧାର: ପୁଲିସ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର

କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ଅଭିଯୁକ୍ତଙ୍କ ମୃତଦେହ ମହାନଦୀରୁ ଉଦ୍ଧାର: ପୁଲିସ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର #କଟକ(ଏନ୍‌.ଏମ୍‌.): ପୁଲିସ ହେପାଜତରେ ଥିବା ଅଭିଯୁକ୍ତ ଥାନାରୁ ଫେରାର ହୋଇଯିବା ପରେ ମହାନଦୀରୁ ମୃତ ଦେହ ଉଦ୍ଧାର ହେବା ଘଟଣାକୁ ନେଇ କଟକରେ ବିଭିନ୍ନ ଚର୍ଚ୍ଚା ହେଉଛି । କେହି କେହି ପୁଲିସର ଅତ୍ୟାଚାରକୁ ସହିନପାରି ଆତ୍ମହତ୍ୟା କରୁଥିବା କହୁଥିବାବେଳେ ଆଉ କେହି କେହି ପୁଲିସ ଚୋରି ଅଭିଯୋଗ ଲଗାଇବା ପରେ ସେ ଲଜ୍ଜାରେ ଆତ୍ମହତ୍ୟା କରୁଥିବା ଶୁଣିବାକୁ…

Read More

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ନିୟତି

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ନିୟତି #ଭୁବନେଶ୍ୱର(ଏନ୍‌.ଏମ୍‌.): ଏସ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସର ପ୍ରଯୋଜନା ଏବଂ ସମରେଶ ରାଉତରାୟଙ୍କ ପ୍ରସ୍ତୁତି ରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ନିୟତି ସାରା ଓଡିଶାର କୋଡିଏ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିଛି । ଚଳଚ୍ଚିତ୍ର ନିୟତି ର ପ୍ରିମିଅର ଶୋ ସ୍ୱାତି ସିନେପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ସିନେମା ଜଗତର ଅନେକ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଅଭିନେତ୍ରୀ ମାନେ ଚଳଚ୍ଚିତ୍ର ଦେଖିବା…

Read More

ଜଳ ସମ୍ପଦ ମନ୍ତ୍ରୀଙ୍କ ୱାଲମି ପରିଦର୍ଶନ: ଯୁବ କୃଷକମାନଙ୍କୁ ଜଳ ସେଚନର ସୁଯୋଗ ନେଇ ସ୍ୱାବଲମ୍ବୀ ହେବାକୁ ପରାମର୍ଶ

ଜଳ ସମ୍ପଦ ମନ୍ତ୍ରୀଙ୍କ ୱାଲମି ପରିଦର୍ଶନ: ଯୁବ କୃଷକମାନଙ୍କୁ ଜଳ ସେଚନର ସୁଯୋଗ ନେଇ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ଅଚାନକ କଟକ ପ୍ରତାପନଗରୀ ସ୍ଥିତ ଜଳ ଓ ଭୂ-ପରିଚାଳନା ପ୍ରତିଷ୍ଠାନ (ୱାଲମି) ପରିଦର୍ଶନ କରିଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ୱାଲମିର ବିଭିନ୍ନ ପ୍ରଶିକ୍ଷଣ ଶ୍ରେଣୀଗୃହ, ସମ୍ମିଳନୀ କକ୍ଷ ଓ ପ୍ରଶାସନିକ କୋଠା ପରିଦର୍ଶନ କରି କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।…

Read More

କଲିକତା ବ୍ରିଗେଡ଼ ପଡିଆରେ ଏସୟୁସିଆଇ(ସି) ଜନ ସମାବେଶ ଅଗଷ୍ଟ ୫ରେ

କଲିକତା ବ୍ରିଗେଡ଼ ପଡିଆରେ ଏସୟୁସିଆଇ(ସି) ଜନ ସମାବେଶ ଅଗଷ୍ଟ ୫ରେ #କଟକ (ଏନ୍‌.ଏମ୍‌.): ଏ ଯୁଗର ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ, ସର୍ବହରା ଶ୍ରେଣୀର ମହାନ ନେତା ତଥା ଏସ୍‌.ୟୁ.ସି.ଆଇ(ସି)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଶିବଦାସ ଘୋଷଙ୍କର ଜନ୍ମ ଶତବର୍ଷ ଦେଶ ବ୍ୟାପୀ ଏକ ବର୍ଷ ଧରି ପାଳନ କରାଯାଉଛି । କମ୍ରେଡ ଶିବଦାସ ଘୋଷଙ୍କ ଶିକ୍ଷା ଓ ସଂଗ୍ରାମକୁ ଜନଗଣଙ୍କ ମଧ୍ୟକୁ ନେଇଯିବା ପାଇଁ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ତାଙ୍କର ଜନ୍ମ ଶତବର୍ଷ…

Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିମୁଣ୍ଡା ଗ୍ରୀଡ ସବଷ୍ଟେସନର ଲୋକାର୍ପଣ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିମୁଣ୍ଡା ଗ୍ରୀଡ ସବଷ୍ଟେସନର ଲୋକାର୍ପଣ #ଭଦ୍ରକ (ଏନ୍‌.ଏମ୍‌.): ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଂଗରଣ ନିଗମ ଲିମିଟେଡ଼ ଦ୍ୱାରା ନିର୍ମିତ ୨୨୦/୧୩୨/ ୩୩ କେଭି ଗ୍ରିଡ ବାଲିମୁଣ୍ଡା ଠାରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାକୁ ଲୋକାର୍ପଣ କରିଛନ୍ତି । ଏଥିପାଇଁ ଚାଲିମୁଣ୍ଡା ଗ୍ରୀଡ଼ ନିକଟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ଯୋଜନାବୋର୍ଡ଼ ଅଧକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ…

Read More

ଛାତ୍ରୀଙ୍କୁ ଅସଦାଚରଣ କରି ଥିବା ଅଭିଯୋଗରେ ସହକାରୀ ଶିକ୍ଷକ ଗିରଫ

ଛାତ୍ରୀଙ୍କୁ ଅସଦାଚରଣ କରି ଥିବା ଅଭିଯୋଗରେ ସହକାରୀ ଶିକ୍ଷକ ଗିରଫ #ଭଦ୍ରକ (ଏନ୍‌.ଏମ୍‌.): ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କ ମଧ୍ୟରେ ଏବେ ସୃଷ୍ଟି ହୋଇଛି ଅବିଶ୍ୱାସ । ଯାହାକୁ ନେଇ ଏବେ ଶିକ୍ଷକ ସମାଜ କଳଙ୍କିତ ହେବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ଅଞ୍ଚଳରେ । ଗୋଟିଏ ପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରେଣୀର ଛାତ୍ରୀଙ୍କୁ ଉକ୍ତ ସ୍କୁଲର ଜଣେ ଶିକ୍ଷକ ଅସଦାଚରଣ କରିଥିବା ଭଳି ସଙ୍ଗୀନ ଅଭିଯୋଗ…

Read More

କଂଗ୍ରେସ ଆହ୍ୱାନରେ ଏକତ୍ରିତ ହେଲେ ରାଜ୍ୟର ସମସ୍ତ ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳର ନେତୃବୃନ୍ଦ

କଂଗ୍ରେସ ଆହ୍ୱାନରେ ଏକତ୍ରିତ ହେଲେ ରାଜ୍ୟର ସମସ୍ତ ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳର ନେତୃବୃନ୍ଦ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଓଡ଼ିଶାର ସମସ୍ତ ଅଣବିଜେପି ଓ ବିଜେଡି ରାଜନୈତିକ ଦଳର ଶୀର୍ଷ ନେତୃବୃନ୍ଦ ଭୁବନେଶ୍ୱର ସ୍ଥିତ ହୋଟେଲ କେଶରୀର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ବୈଠକରେ ଯୋଗଦାନ କରିଥିଲେ । ସାଂପ୍ରତିକ ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ପରିସ୍ଥିତିର ଘୋର ଅବକ୍ଷୟ, ଏପରିକି ରାଜ୍ୟର ୨୪ ବର୍ଷର ବିଜେଡି…

Read More

ଦି ଲିଙ୍କ ପକ୍ଷରୁ ଆନ୍ତର୍ଜାତୀୟ ଚେସ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ଦି ଲିଙ୍କ ପକ୍ଷରୁ ଆନ୍ତର୍ଜାତୀୟ ଚେସ ଖେଳାଳୀଙ୍କୁ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ମଧୁପାଟଣା ଲିଙ୍କରୋଡ ସ୍ଥିତ ଦି ଲିଙ୍କ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଆର୍ନ୍ତଜାତୀୟ ଚେସ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଖେଳାଳୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଯୁବପୀଢ଼ିମାନଙ୍କୁ ପ୍ରେରଣା ଦେଇଥିବା ଓଡ଼ିଶା ମାଟି ପାଇଁ ଗୌରବର ବିଷୟ ବୋଲି ସମ୍ବର୍ଦ୍ଧନା ଅବସରରେ ଅତିଥିମାନେ ମତପୋଷଣ କରିଥିଲେ । ଆଇ ଚେସ ସେଣ୍ଟର ସମ୍ପାଦକ ଆଇନଜୀବୀ ମାନସ ପାଣିଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ…

Read More