ମାର୍ଶାଘାଇରେ ପୁଣି ଫୁଟିଲା ଗୁଳି : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ଆହତ

ମାର୍ଶାଘାଇରେ ପୁଣି ଫୁଟିଲା ଗୁଳି : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ଆହତ #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କିଛିଦିନ ବ୍ୟବଧାନ ପରେ ମାର୍ଶାଘାଇ ଥାନା ଅଞ୍ଚଳରେ ପୁଣି ଗୁଳି ଫୁଟିଛି । ଦୁର୍ବୃତ୍ତଙ୍କ ଗୁଳିରେ ଜଗତସିଂପୁର ଜିଲ୍ଲା ତଥା ଏହି ଥାନା ଅଧୀନ ମାହିରା ଗ୍ରାମର ଶକ୍ତି ଚନ୍ଦନ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ଶକ୍ତିଙ୍କ ପେଟରେ ବାଜିଛି । ତାଙ୍କୁ ମାର୍ଶାଘାଇ ଡାକ୍ତରଖାନା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ…

Read More

ରୁଚିକା ସାମାଜିକ ସେବା ସଂଗଠନ ପକ୍ଷରୁ ବିଶ୍ୱ ମାନବ ଚାଲଣ ବିରୋଧ ଦିବସ

ରୁଚିକା ସାମାଜିକ ସେବା ସଂଗଠନ ପକ୍ଷରୁ ବିଶ୍ୱ ମାନବ ଚାଲଣ ବିରୋଧ ଦିବସ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀସ୍ଥିତ କ୍ୟାପିଟାଲ ଥାନା ପରିସରରେ ରୁଚିକା ସାମାଜିକ ସେବା ସଂଗଠନ ତରଫରୁ ବିଶ୍ୱ ମାନବ ଚାଲାଣ ବିରୋଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୋନ ଏସିପିଙ୍କ ସହିତ କ୍ୟାପିଟାଲ ଥାନାର ଇନ୍ସପେକ୍ଟର ତଥା ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମକର୍ତ୍ତା, କମିଶନରେଟ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହିତ କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦେଇଥିଲେ । ସୂଚନା…

Read More

ତନ୍ତ୍ର ପାଇଁ ସାଧୁ ସାଜିଲେ ହତ୍ୟାକାରୀ !

ତନ୍ତ୍ର ପାଇଁ ସାଧୁ ସାଜିଲେ ହତ୍ୟାକାରୀ ! ପୁରୀ(ଏନ୍‌.ଏମ୍‌.): ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ । ଜଣେ ବାବାଙ୍କ କାଠଫାଳିଆ ମାଡ଼ରେ ଜଣେ ବାବାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ପୁରୀ ବାସେଲିସାହି ଲୋକନାଥ ରୋଡ ଗୁରୁକୃପା ଆଶ୍ରମରେ । ମୃତ ବାବା ଜଣଙ୍କ ହେଲେ ପଶ୍ଚିମବଙ୍ଗର ଅର୍ଜୁନ…

Read More

ଘୋଷଣା ହେଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନୂଆ ଟିମ

ଘୋଷଣା ହେଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନୂଆ ଟିମ ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଟିମ୍ ଘୋଷଣା କରାଯାଇଛି । ଏହି ନୂଆ ଟିମକୁ ନେଇ ବିଜେପି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଯୋଜନା କରିଛି । ତେବେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଏହି ନୂଆ ଟିମକୁ ଘୋଷଣା କରିଛନ୍ତି । ଏହି ୩୮ଜଣିଆ ସର୍ବ ଭାରତୀୟ ଟିମରେ ୧୩ଜଣ ରାଷ୍ଟ୍ରୀୟ…

Read More