ବାରଙ୍ଗରେଗୋ ମାଂସ ବୋଝେଇ ଆଇଚର ଗାଡି ଜବତ, ପୁଲିସର ତଦନ୍ତ ଜାରି

ବାରଙ୍ଗରେଗୋ ମାଂସ ବୋଝେଇ ଆଇଚର ଗାଡି ଜବତ, ପୁଲିସର ତଦନ୍ତ ଜାରି #ବାରଙ୍ଗ(ଏନ୍‌.ଏମ୍‌.): ରାଜ୍ୟରେ ବେଆଇନ ଗୋମାଂସ ଚାଲଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଥିଲେ ମଧ୍ୟ ବେଆଇନ ଗୋମାଂସ ଚାଲଣକାରୀଙ୍କ ଉପରେ ଲଗାମ ନାହିଁ । ସ୍ଥାନୀୟ ବାରଙ୍ଗ, ବାଲିକୁଦା ମୁଖ୍ୟ ରାସ୍ତାରେ ନରଣପୁର ନିକଟ ଡିଅନ ଆପାର୍ଟମେଣ୍ଟ ଠାରେ ଏକ ଗୋମାଂସ ବୋଝଇ ହୋଇଥିବା ଏମଏଚ ୧୩ ସିୟୁ ୩୩୩୩ ନମ୍ବର ବିଶିଷ୍ଟ ଆଇଚର ଗାଡି ଧରା ହୋଇଥିବା…

Read More

କଟକ ଜିଲ୍ଲା ଗୋଡ଼ି ଝରିଆ ଗ୍ରାମରୁ ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ

କଟକ ଜିଲ୍ଲା ଗୋଡ଼ି ଝରିଆ ଗ୍ରାମରୁ ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡି ଝରିଆ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ହେଉଥିବାର ଖବର ପାଇ ଅବକାରୀ ବିଭାଗ ଆଠଗଡ଼ ଓ କଟକ ଅବକାରୀ ସ୍କୋୟାର୍ଡର ମିଳିତ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଜଣେ ମହିଳା ଗଞ୍ଜେଇ ବ୍ୟବସାୟୀ ଗିରଫ ହୋଇଛି…

Read More

ମଣିପୁରରେ ଗଣଧର୍ଷଣ ଓ ଉଲଗ୍ନ ପ୍ୟାରେଡ଼ ପ୍ରତିବାଦରେ ଏଆଇଏମଏସଏସ ଓ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ

ମଣିପୁରରେ ଗଣଧର୍ଷଣ ଓ ଉଲଗ୍ନ ପ୍ୟାରେଡ଼ ପ୍ରତିବାଦରେ ଏଆଇଏମଏସଏସ ଓ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ #ବାରଙ୍ଗ(ଏନ୍‌.ଏମ୍‌.): ମଣିପୁର ଗଣଧର୍ଷଣ ଓ ଉଲଗ୍ନ ପ୍ୟାରେଡ଼ ପ୍ରତିବାଦରେ ଏଆଇଏମଏସଏସ ଓ ଏଆଇଡିଏସଓ ପକ୍ଷରୁ ବାରଙ୍ଗର ଦାଢା ପାଟଣା ଠାରେ ଏକ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମଣିପୁରରେ ହିଂସା କମିବା ପରିବର୍ତ୍ତେ ଚରମ ବର୍ବରତା, ନରସଂହାର, ଅସହାୟ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଳାଇ ଚଳାଇ ଚାଷ ଜମିରେ ଧର୍ଷଣ କରିବା ଭଳି ଅତି ଅସାମାଜିକ ନୃଶଂସ ଘଟଣାର…

Read More

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଖଣ୍ଡାରେ ହାଣିଲା ସ୍ୱାମୀ

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଖଣ୍ଡାରେ ହାଣିଲା ସ୍ୱାମୀ ନୟାଗଡ଼(ଏନ୍‌.ଏମ୍‌.): ଚରିତ୍ରକୁ ସନ୍ଦେହ କରି ଖଣ୍ଡାରେ ପତ୍ନୀକୁ ଆକ୍ରମଣ କରିବା ଘଟଣା ସମଗ୍ର ନୟାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଆକ୍ରମଣରେ ବୋହୁ ଓ ଶାଶୁ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି । ତେବେ ପୁଲିସ ସ୍ୱାମୀ ଶତ୍ରୁଘ୍ନ ପ୍ରଧାନକୁ ଅଟକ ରଖି ପଚରାଉଚରା ଚଳାଇଛି । ଅଭିଯୋଗ ଅନୁଯାୟୀ, ଚରିତ୍ରକୁ ସନ୍ଦେହ କରି ଜଣେ…

Read More

କାଲି ଓଡ଼ିଶା ଆସୁଛନ୍ତି ମହାମହିମ, ୨୬ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି

କାଲି ଓଡ଼ିଶା ଆସୁଛନ୍ତି ମହାମହିମ, ୨୬ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ବ୍ଲୁ ବୁକ୍ ଏସଓପି ଅନୁସାରେ ଦିଆଯିବ ସୁରକ୍ଷା #ଭୁବନେଶ୍ୱର/କଟକ(ଏନ୍‌.ଏମ୍‌.): ମହାମହିମ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗ୍ରସ୍ତ ନେଇ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ରାଷ୍ଟ୍ରପତି ଭବନରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ସେ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ପରେ ସେଠାରୁ ରାଜଭବନ ଯିବେ…

Read More