ଏନ୍‌ଏଲ୍‌ୟୁ କୁଟୁମ୍ବ ପ୍ରକଳ୍ପ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

ଏନ୍‌ଏଲ୍‌ୟୁ କୁଟୁମ୍ବ ପ୍ରକଳ୍ପ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ #କଟକ(ଏନ୍‌.ଏମ୍‌.): ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଟୁମ୍ବ ପ୍ରକଳ୍ପ ପକ୍ଷରୁ ପୋଷ୍ୟଗ୍ରହଣ କମ୍ୟୁନିଟି ବାଲ୍ମିକୀନଗର ମୁଣ୍ଡାସାହିଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପ୍ରୋ ବୋନୋ କ୍ଲବ୍ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକାମାନେ ମୁଣ୍ଡାସାହି ବାସିନ୍ଦାମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ବାବଦରେ ବୁଝାଇଥିଲେ । ବିଶେଷକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସୁଦକ୍ଷା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଆଦି ସମ୍ପର୍କରେ…

Read More

ଫ୍ଲିପ୍ କାର୍ଟ କମ୍ପାନୀର ଦାଦାଗିରି: ମନଇଚ୍ଛା କରୁଛି କର୍ମଚାରୀ ଛଟେଇ

ଫ୍ଲିପ୍ କାର୍ଟ କମ୍ପାନୀର ଦାଦାଗିରି: ମନଇଚ୍ଛା କରୁଛି କର୍ମଚାରୀ ଛଟେଇ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ସ୍ଥିତ ଇନ୍ଦ୍ରାଣୀପାଟଣାରେ ଥିବା ଆନ୍ତଃଜାତୀୟ କମ୍ପାନୀ ପ୍ଲିପକାର୍ଟର ମଦର୍ କମ୍ପାନୀ ମନମୁଖୀ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ କର୍ମଚାରୀ । ଅଧିକାଂଶ କର୍ମଚାରୀ ମାନେ ହେଲେ ଯୁବକ ଯୁବତୀ । କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ସଠିକ୍ ସମୟରେ ଦରମା ପ୍ରଦାନ ନକରିବା, ଅଧିକ ସମୟ କାମରେ ନିୟୋଜିତ କରିବା ଓ କର୍ମଚାରୀଙ୍କ ଇପିଏଫ୍ ଓ ପିଏଫ୍ ସଠିକ୍ ସମୟରେ…

Read More

ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଘରକୁ ଘର ବୁଲି ସର୍ବେକ୍ଷଣ

ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଘରକୁ ଘର ବୁଲି ସର୍ବେକ୍ଷଣ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତାବର୍ଷ ହେବାକୁ ଥିବା ‘ସାଧାରଣ ନିର୍ବାଚନ-୨୦୨୪’କୁ ଆଖି ଆଗରେ ରଖି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ୩୭୬୦୬ ଜଣ ବୁଥ୍‌ସ୍ତରୀୟ ଅଧିକାରୀମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଘରକୁ ଘର ବୁଲି ନିର୍ଭୁଲ ତଥ୍ୟ ସଂଗ୍ରହ କରିବେ ବୋଲି…

Read More

୩ ବାଘ ଓ ୩ହରିଣ ଛାଲ ଜବତ, ଜଣେ ଗିରଫ

୩ ବାଘ ଓ ୩ହରିଣ ଛାଲ ଜବତ, ଜଣେ ଗିରଫ ଭବାନୀପାଟଣା(ଏନ୍‌.ଏମ୍‌.): ୩ଟି ବାଘ ଛାଲ ସହିତ ୩ଟି ହରିଣ ଛାଲ ଜବତ କରିଛି ଏସ୍ଟିଏଫ୍ । କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନା ଶ୍ରୀପଲ୍ଲୀ ଛକ ନିକଟରୁ ଏସ୍ଟିଏଫ୍ ଜଣେ ବାଘଛାଲ ବେପାରୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୩ଟି କଲରାପତରିଆ ବାଘର ଛାଲ ଓ ୩ଟି ହରିଣ ଛାଲ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁ ଖଗେଶ୍ୱର ପୁଟେଲ (୫୬) ।…

Read More

କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ଅଭିଯୁକ୍ତଙ୍କ ମୃତଦେହ ମହାନଦୀରୁ ଉଦ୍ଧାର: ପୁଲିସ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର

କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ଅଭିଯୁକ୍ତଙ୍କ ମୃତଦେହ ମହାନଦୀରୁ ଉଦ୍ଧାର: ପୁଲିସ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର #କଟକ(ଏନ୍‌.ଏମ୍‌.): ପୁଲିସ ହେପାଜତରେ ଥିବା ଅଭିଯୁକ୍ତ ଥାନାରୁ ଫେରାର ହୋଇଯିବା ପରେ ମହାନଦୀରୁ ମୃତ ଦେହ ଉଦ୍ଧାର ହେବା ଘଟଣାକୁ ନେଇ କଟକରେ ବିଭିନ୍ନ ଚର୍ଚ୍ଚା ହେଉଛି । କେହି କେହି ପୁଲିସର ଅତ୍ୟାଚାରକୁ ସହିନପାରି ଆତ୍ମହତ୍ୟା କରୁଥିବା କହୁଥିବାବେଳେ ଆଉ କେହି କେହି ପୁଲିସ ଚୋରି ଅଭିଯୋଗ ଲଗାଇବା ପରେ ସେ ଲଜ୍ଜାରେ ଆତ୍ମହତ୍ୟା କରୁଥିବା ଶୁଣିବାକୁ…

Read More