କଂଗ୍ରେସ ଆହ୍ୱାନରେ ଏକତ୍ରିତ ହେଲେ ରାଜ୍ୟର ସମସ୍ତ ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳର ନେତୃବୃନ୍ଦ

କଂଗ୍ରେସ ଆହ୍ୱାନରେ ଏକତ୍ରିତ ହେଲେ ରାଜ୍ୟର ସମସ୍ତ ଅଣ ବିଜେପି ଓ ବିଜେଡି ରାଜନୈତିକ ଦଳର ନେତୃବୃନ୍ଦ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଓଡ଼ିଶାର ସମସ୍ତ ଅଣବିଜେପି ଓ ବିଜେଡି ରାଜନୈତିକ ଦଳର ଶୀର୍ଷ ନେତୃବୃନ୍ଦ ଭୁବନେଶ୍ୱର ସ୍ଥିତ ହୋଟେଲ କେଶରୀର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ବୈଠକରେ ଯୋଗଦାନ କରିଥିଲେ । ସାଂପ୍ରତିକ ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ପରିସ୍ଥିତିର ଘୋର ଅବକ୍ଷୟ, ଏପରିକି ରାଜ୍ୟର ୨୪ ବର୍ଷର ବିଜେଡି…

Read More

ଦି ଲିଙ୍କ ପକ୍ଷରୁ ଆନ୍ତର୍ଜାତୀୟ ଚେସ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ଦି ଲିଙ୍କ ପକ୍ଷରୁ ଆନ୍ତର୍ଜାତୀୟ ଚେସ ଖେଳାଳୀଙ୍କୁ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ମଧୁପାଟଣା ଲିଙ୍କରୋଡ ସ୍ଥିତ ଦି ଲିଙ୍କ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଆର୍ନ୍ତଜାତୀୟ ଚେସ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଖେଳାଳୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଯୁବପୀଢ଼ିମାନଙ୍କୁ ପ୍ରେରଣା ଦେଇଥିବା ଓଡ଼ିଶା ମାଟି ପାଇଁ ଗୌରବର ବିଷୟ ବୋଲି ସମ୍ବର୍ଦ୍ଧନା ଅବସରରେ ଅତିଥିମାନେ ମତପୋଷଣ କରିଥିଲେ । ଆଇ ଚେସ ସେଣ୍ଟର ସମ୍ପାଦକ ଆଇନଜୀବୀ ମାନସ ପାଣିଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ…

Read More

ବ୍ୟାଙ୍କ କର୍ମଚାରୀଙ୍କ ବ୍ୟାଙ୍କ ଜାତୀୟକରଣ ଦିବସରେ ସଂକଳ୍ପ

ବ୍ୟାଙ୍କ କର୍ମଚାରୀଙ୍କ ବ୍ୟାଙ୍କ ଜାତୀୟକରଣ ଦିବସରେ ସଂକଳ୍ପ #କଟକ(ଏନ୍‌.ଏମ୍‌.): ବ୍ୟାଙ୍କ ଜାତୀୟକରଣର ୫୫ତମ ବାର୍ଷିକୀ ଉପଲକ୍ଷେ ବାରବାଟି ଷ୍ଟାଡିୟମସ୍ଥିତ ଇସ୍‌କଫ ପରିସରରେ ବ୍ୟାଙ୍କ କର୍ମଚାରୀଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । କଟକ ବ୍ୟାଙ୍କ କର୍ମଚାରୀ ସମନ୍ୱୟ ସମିତି ଆନୁକୂଲ୍ୟରେ ସୁଭାଷ ଚନ୍ଦ୍ର ବୋଷଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଓ ଅର୍ଥନୀତିଜ୍ଞ ଡକ୍ଟର ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ, ଭାରତ ବର୍ଷରେ ବର୍ତ୍ତମାନ ଚାଲିଥିବା ଘରୋଇକରଣ ପ୍ରକ୍ରିୟାର ଏକ ଅଙ୍ଗ ରୂପେ ରାଷ୍ଟ୍ରାୟତ୍ତ…

Read More

କଟକରେ ଡ୍ରେନ ପାଲଟିଛି ମରଣ ଫାନ୍ଦ: ୧୦ ଲକ୍ଷ ଟଙ୍କା ଦାବିରେ ମୃତଦେହ ରଖି ସିଏମସି ଘେରିଲେ ପରିବାର ଲୋକେ

କଟକରେ ଡ୍ରେନ ପାଲଟିଛି ମରଣ ଫାନ୍ଦ: ୧୦ ଲକ୍ଷ ଟଙ୍କା ଦାବିରେ ମୃତଦେହ ରଖି ସିଏମସି ଘେରିଲେ ପରିବାର ଲୋକେ #କଟକ(ଏନ୍‌.ଏମ୍‌.): କଟକ ସହରର ବିକାଶ ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ଏବେ ତାହା ବିନାଶର କାରଣ ହୋଇଛି । ବିଶେଷ କରି କଟକ ସହରରୁ ବର୍ଜ୍ୟଜଳ ନିଷ୍କାସନ ପାଇଁ ଜାଇକା ପ୍ରକଳ୍ପ ସହିତ ବକ୍ସ ଡ୍ରେନ ନିର୍ମାଣ ଚାଲିଛି । ମାତ୍ର ପ୍ରକଳ୍ପ କାର୍ଯ୍ୟ କରୁଥିବା ସଂସ୍ଥାର ଖାମଖିଆଲି କାର୍ଯ୍ୟ ଯୋଗୁଁ ଦୁର୍ଘଟଣାରେ ଏକାଧିକ…

Read More

୨୩ରେ ହୀରାକୁଦ ଡ୍ୟାମରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

୨୩ରେ ହୀରାକୁଦ ଡ୍ୟାମରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ ସମ୍ବଲପୁର(ଏନ୍‌.ଏମ୍‌.): ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାବେଳେ ହୀରାକୁଦ ଜଳଭଣ୍ଡାରରୁ ଖୁବ ଶିଘ୍ର ଜଳ ନିଷ୍କାସନ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳପତ୍ତନ ୬୧୧. ୫୨ ଫୁଟରେ ପହଞ୍ଚିଲାଣି । ଆସନ୍ତା ୨୩ ତାରିଖ (ରବିବାର) ସକାଳ ୯ଟାରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ ବୋଲି ସୂଚନା…

Read More

ଅଖଣ୍ଡ ବାରଙ୍ଗ ବିକାଶ ମଞ୍ଚ ତରଫରୁ ଚାରାରୋପଣ

ଅଖଣ୍ଡ ବାରଙ୍ଗ ବିକାଶ ମଞ୍ଚ ତରଫରୁ ଚାରାରୋପଣ #ବାରଙ୍ଗ(ଏନ୍‌.ଏମ୍‌.): କଟକ ଜିଲ୍ଲା ବାରଙ୍ଗ ବ୍ଲକର ବିଭିନ୍ନ ସ୍ଥାନର ରାସ୍ତାକଡ଼ରେ ଅଖଣ୍ଡ ବାରଙ୍ଗ ବିକାଶ ମଞ୍ଚ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ସ୍ଥାନୀୟ ଗଣ୍ଡରପୁର ଧରମାନନ୍ଦ ସାସମଲ ଗଡା଼ଠାରୁ ପୁରୁଣା ଏ.ପି.ସ୍କୁଲ ମଧ୍ୟରେ ପଟିଆବନ୍ଧ ଗଡ଼ରେ ଶତାଧିକ ନିମ୍ବ ଗଛ, ଜାମୁକୋଳି, କରଞ୍ଜ ଆଦି ଚାରାରୋପଣ କରା ଯାଇଥିଲା । କାର୍ଯ୍ୟକମିଟି ବିକାଶ ମଞ୍ଚ ପଟିଆ ପାଞ୍ଚ ପଞ୍ଚାୟତ ସଭାପତ ଯୋଗୀ ନାଥ ଦାଶ ଉଦ୍‌ଘାଟନ କରିଥିବାବେଳେ ବିକାଶ…

Read More

ଗୋଚର ଜମିରେ ବେଆଇନ ନିର୍ମାଣାଧୀନ ଗୃହକୁ ଉଛେଦ କଲା କିଶନନଗର ତହସିଲ

ଗୋଚର ଜମିରେ ବେଆଇନ ନିର୍ମାଣାଧୀନ ଗୃହକୁ ଉଛେଦ କଲା କିଶନନଗର ତହସିଲ #କିଶନନଗର(ଏନ୍‌.ଏମ୍‌.): ବହୁ ବାଦ୍ ବିବାଦ ପରେ ଗୋଚର ଜମିରେ ବେଆଇନ ଘରକୁ ଭାଙ୍ଗିଦେଲା କିଶନନଗର ତହସିଲ ପ୍ରଶାସନ । ଏଭଳି ଘଟଣା ଘଟିଛି ବୋଧପୂର ଗ୍ରାମରେ । ଜନୈକ ହରିଜନ ମହିଳା ତରଙ୍ଗ ବାଳା ଦାସ୍ ଶ୍ୱଶୁର ଘର ଛାଡି ବାପ ଘର ବୋଧ ପୂର ଗ୍ରାମରେ ଥିବା ଏକ ଗୋଚର ଜମିରେ ଜୋର ଜବରଦସ୍ତ ଘର କରି ରହିଥିଲେ । ଯାହାକୁ ନେଇ…

Read More

ଅବକାରୀ ବିଭାଗର ଚଢ଼ାଉ ୬୦ କେଜି ଗଞ୍ଜେଇ ଜବତ ଜଣେ ଗିରଫ

ଅବକାରୀ ବିଭାଗର ଚଢ଼ାଉ ୬୦ କେଜି ଗଞ୍ଜେଇ ଜବତ ଜଣେ ଗିରଫ #ନରସିଂହପୁର(ଏନ୍‌.ଏମ୍‌.): ଅବକାରୀ ବିଭାଗ ଚଢ଼ାଉ କରି ୬୦ କେଜି ଗଞ୍ଜେଉ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ କଟକ ଜିଲ୍ଲା ନରସିଂହପୁର ବାଘ ଧରିଆ ଛକ ଠାରେ ଅବକାରୀ ବିଭାଗ ଆଠଗଡ଼ ଓ ନରସିଂହପୁର ପକ୍ଷରୁ ମିଳିତ ପେଟ୍ରୋଲିଙ୍ଗ ବେଳେ ଗଞ୍ଜେଇ ଚୋରା ଚାଲଣକାରୀକୁ ମାଡ଼ିବସିଥିଲେ । ଓଡି୦୨ ଏଜେ ୪୯୧୭ ନମ୍ବର ବିଶିଷ୍ଟ ମାରୁତି ସୁଇପ୍ଟ…

Read More