ଆରପାରିରେ ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ପ୍ରବୋଧ କୁମାର ରାଉତ

ଅଟକିଗଲା ହୃଦୟ ମାଗୁଥିବା ଝିଅ କାହାଣୀକାରଙ୍କ କଲମ ଆରପାରିରେ ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ପ୍ରବୋଧ କୁମାର ରାଉତ #କଟକ(ଏନ୍‌.ଏମ୍‌.): ଆରପାରିରେ ଓଡିଶା ସାହିତ୍ୟ ଏକାଡେମି ସଚିବ ତଥା ବିଶିଷ୍ଟ ସାରସ୍ୱତ ସାଧକ ପ୍ରବୋଧ କୁମାର ରାଉତ(୫୨) । ତାଙ୍କର ଆଜି ସଂଧ୍ୟାରେ କଟକର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି । ତେବେ ୧୬ ତାରିଖ ସକାଳେ କନିକାଛକରେ ଏକ ଦୁର୍ଘଟଣା ହୋଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି ।…

Read More

ଭାଗ୍ୟଲକ୍ଷ୍ମୀ ରାଉତ ହେଲେ କଟକ ସଦର ବ୍ଲକର ନୂତନ ଅଧ୍ୟକ୍ଷା

ଭାଗ୍ୟଲକ୍ଷ୍ମୀ ରାଉତ ହେଲେ କଟକ ସଦର ବ୍ଲକର ନୂତନ ଅଧ୍ୟକ୍ଷା କଟକ(ଏନ୍‌.ଏମ୍‌.): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି;ଶେଷରେ ଖାଲି ପଡିଥିବା କଟକ ସଦର ବ୍ଲକ୍ ଅଧ୍ୟକ୍ଷା ପଦବୀକୁ ରାଜ୍ୟ ସରକାର ଆଜି ପୂରଣ କରିଛନ୍ତି । ଗତିରାଉତପାଟଣା ପଞ୍ଚାୟତର ସମିତିସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତଙ୍କୁ କଟକ ସଦର ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ମନୋନୀତ କରାଯାଇଛି । ଏନେଇ ରାଜ୍ୟ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୨ ମସିହା ଏପ୍ରିଲ ୨୦ ତାରିଖରେ ତତ୍‌କାଳୀନ…

Read More

ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ୍‌, ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ

ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ୍‌, ବଞ୍ଚିଗଲା ଶତାଧିକ ଯାତ୍ରୀଙ୍କ ଜୀବନ ବାଲେଶ୍ୱର (ଏନ୍‌.ଏମ୍‌.): ସମ୍ପ୍ରତି ଦେଶରେ ଏବେ ରେଳ ଦୁର୍ଘଟଣା ବଢ଼ିବାରେ ଲାଗିଛି । କେଉଁଟି ବଗିରେ ନିଆଁ ଲାଗି ଯାଉଛି ତ ଆଉ କେଉଁଠି ଲାଇନଚ୍ୟୁତ । ଏସବୁ ସମସ୍ୟା ଯୋଗୁଁ ଏବେ ଯାତ୍ରୀମାନେ ରେଳଯାତ୍ରା କରିବାକୁ ଭୟ କରୁଛନ୍ତି । ତେବେ ଆଜି ପୁଣି ରେଳ ବିଭାଗର ଦାୟିତ୍ୱ ହୀନତା ପଦାରେ ପଡ଼ିଛି । ଗତ ଜୁନ୍ ୨ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା…

Read More

ରାଇରଙ୍ଗପୁର ଠାରେ ୭୭ତମ ସ୍ୱାଧୀନତା ଦିବସ -୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର ଠାରେ ୭୭ତମ ସ୍ୱାଧୀନତା ଦିବସ -୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ସଭାପତିତ୍ୱରେ ଆଗାମୀ ୭୭ତମ ସ୍ୱାଧୀନତା ଦିବସ -୨୦୨୩ ପାଳନ ନିମନ୍ତେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପଜିଲ୍ଲାପାଳ ସଭାରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରତିପାଦନ କରିଥିଲେ । ଏହା ପରେ…

Read More

ଠିକା ବିଦ୍ୟୁତ୍ ଶ୍ରମିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କର୍ମଚାରୀଙ୍କ ଧାରଣା

ଠିକା ବିଦ୍ୟୁତ୍ ଶ୍ରମିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କର୍ମଚାରୀଙ୍କ ଧାରଣା #କଟକ(ଏନ୍‌.ଏମ୍‌.): ଟିପିସିଓଡିଏଲରେ ଠିକାଦାରୀ କରୁଥିବା ବୁଦ୍ଧମ ବିଲ୍ଡର୍ସ ପ୍ରାଇଭେଟ୍ ଲିମିଟେଡ୍‌ର କର୍ତ୍ତୁପକ୍ଷ ଜଣେ ଠିକା କର୍ମଚାରୀଙ୍କୁ ଡାକି ଦୁର୍ବ୍ୟବହାର କରିବା ପ୍ରତିବାଦରେ ଆଜି କଟକ ବାଦାମବାଡି ସ୍ଥିତ ସିଡିଡି-୧ରେ କାର୍ଯ୍ୟରତ ତଥା ଠିକା ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଠିକା ଶ୍ରମିକଙ୍କ ନେତୃତ୍ୱ ନେଉଥିବା ସତ୍ୟବ୍ରତ ସ୍ୱାଇଁଙ୍କୁ ଜଗତପୁର ସ୍ଥିତ କାର୍ଯ୍ୟାଳୟକୁ ଡାକି ତାଙ୍କ ମୋବାଇଲ ଛଡାଇନେବା ସହ ଦୁର୍ବ୍ୟବହାର କରିବାକୁ କର୍ତ୍ତୃପକ୍ଷ ପଛାଇନଥିଲେ ।…

Read More

ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘର ସାମ୍ବାଦିକ ସମ୍ମିଳନୀ

ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘର ସାମ୍ବାଦିକ ସମ୍ମିଳନୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ଥାନୀୟ ବୁଲନ୍ ଭାଇ ସେବା ସଭାଗୃହରେ ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ରାଜ୍ୟସଭାପତି ବିଷ୍ଣୁଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ଆଧ୍ୟାତ୍ମିକ ଯୋଗଗୁରୁ ବାବା ପଞ୍ଚ ଦେବ ଓ କଟକ ଜିଲ୍ଲା ସଂକୀର୍ତ୍ତନ ସଂଘର ସମ୍ପାଦକ ସଞ୍ଜୟ ଦାସ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର…

Read More

ସର୍ପ ପ୍ରେମୀ ବିଭୁଦତ୍ତ ଜେନାଙ୍କ ଏକାଦଶାହରେ ରେଭେନ୍ସାଭିୟାନଙ୍କ ପକ୍ଷରୁ ସ୍ମୃତିସଭା

ସର୍ପପ୍ରେମୀ ବିଭୁଦତ୍ତ ଜେନାଙ୍କ ଏକାଦଶାହରେ ରେଭେନ୍ସାଭିୟାନଙ୍କ ପକ୍ଷରୁ ସ୍ମୃତିସଭା #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବକ୍ସିବଜାର ସ୍ଥିତ ପାନ୍ଥନିବାସରେ ପ୍ରକୃତିବନ୍ଧୁ, ସମାଜସେବୀ, ପରିବେଶ ପ୍ରେମୀ, ଆଇନଜୀବୀ, ରେଭେନ୍ସାଭିଆନ୍ ତଥା ନବେ ଦଶକର ଛାତ୍ରନେତା ବିଭୁଦତ୍ତ ଜେନାଙ୍କ ଏକାଦଶାହ ତିଥିରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ୧୯୯୦ ରେଭେନ୍ସା ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ତଥା ସମାଜସେବୀ ପ୍ରଭାତ ନନ୍ଦଙ୍କ ପୌରହିତ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ନିରଞ୍ଜନ ବାରିକ…

Read More

ଖୁଚୁରା ବିକ୍ରେତାଙ୍କ ସମସ୍ୟା ନେଇ କଟକ ମେୟରଙ୍କୁ ଭେଟିଲା ଡିଲର୍ସ ଆସୋସିଏସନ

ଖୁଚୁରା ବିକ୍ରେତାଙ୍କ ସମସ୍ୟା ନେଇ କଟକ ମେୟରଙ୍କୁ ଭେଟିଲା ଡିଲର୍ସ ଆସୋସିଏସନ #କଟକ(ଏନ୍‌.ଏମ୍‌.): କଟକ ରିଟେଲ ଡିଲର୍ସ ଆସୋସିଏସନ ପକ୍ଷରୁ ସିଏମସି ଅଞ୍ଚଳର ସମସ୍ତ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ନେଇ ସିଏମସି ମେୟର ସୁବାସ ଚନ୍ଦ୍ର ସିଂହଙ୍କ ଆଲୋଚନା ହୋଇଛି । ଆସୋସିଏସନର କାର୍ଯ୍ୟକାରୀ ସଭାପତି ସୈୟଦ୍ ଏକ୍ରାମ ହୁସେନ୍‌ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ସାକ୍ଷାତ କରି ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ପ୍ରସଙ୍ଗରେ ଖୁଚୁରା…

Read More