ରୋଡ଼ ପାଲଟିଛି ମରଣଯନ୍ତା
ରୋଡ଼ ପାଲଟିଛି ମରଣଯନ୍ତା #ବାରଙ୍ଗ(ଏନ୍.ଏମ୍.): ଯୋଗାଯୋଗ ତଥା ଗମନାଗମନର ସୁବିଧା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବେଶ ତତ୍ପରତା ପ୍ରକାଶ କରୁଛନ୍ତି । ବିଭିନ୍ନ ଅଞ୍ଚଳକୁ ପକ୍କା ସଡ଼କ କରାଇବା ସହ ଜିଲ୍ଲା ମୁଖ୍ୟାଳୟକୁ ଗମନାଗମନ ସୁବିଧା ପାଇଁ ମୋ’ବସ ବ୍ୟବସ୍ଥା କରୁଛନ୍ତି । କିନ୍ତୁ କଟକ ଜିଲ୍ଲାର ଏମିତି ଅଞ୍ଚଳ ଅଛି ଯେଉଁଠାରେ ଭଲ ରାସ୍ତାଟିଏ ହୋଇ ପାରିନାହିଁ; ଯେଉଁ ରାସ୍ତା ରହିଛି ତାହା ମରଣଯନ୍ତା ପାଲଟିଛି । ଏହା କୌଣସି ଉପାନ୍ତ ଅଞ୍ଚଳ…
