ପ୍ରତିକୂଳ ପାଗ ପାଇଁ ପାଇକମାନଙ୍କର ଜନଗର୍ଜନ ଆନ୍ଦୋଳନ ସାମୟିକ ସ୍ଥଗିତ
ପ୍ରତିକୂଳ ପାଗ ପାଇଁ ପାଇକମାନଙ୍କର ଜନଗର୍ଜନ ଆନ୍ଦୋଳନ ସାମୟିକ ସ୍ଥଗିତ #ଖୋର୍ଦ୍ଧା (ଏନ୍.ଏମ୍.): ଆସନ୍ତା ୧୮ ତାରିଖରେ ବରୁଣେଇ ଠାରେ ହେବାକୁ ଥିବା ପାଇକ ଜନଗର୍ଜନ ଆନ୍ଦୋଳନ ପ୍ରତିକୂଳ ପାଗ ଯୋଗୁଁ ସାମୟିକ ଭାବେ ସୁଗିତ ରଖାଗଲା । ପ୍ରକାଶ ଥାଉକି, ଗତ ୧୩ ତାରିଖରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଖୋରଧାରେ ପାଇକ ସ୍ମାରକୀ ପ୍ରତିଷ୍ଠା, ଖୋରଧା ଗଡ଼ର ପୂନଃରୁଦ୍ଧାର, ପାଇକ ରେଜିମେଟ ଗଠନ ଓ ପାଇକ…
