ଆଖିଧରା ରୋଗ ଓ ଚିକିତ୍ସା ନେଇ ସଚେତନତା ଶିବିର
ଆଖିଧରା ରୋଗ ଓ ଚିକିତ୍ସା ନେଇ ସଚେତନତା ଶିବିର #କଟକ(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ ଆଖିଧରା ରୋଗ ବୃଦ୍ଧି ପାଇବାରେ ଲାଗିଛି । ଆବାଳ ବୃଦ୍ଧ ବନିତା ଏବେ ଆଖିଧରା ରୋଗରେ ଆକ୍ରାନ୍ତ ହେଉଥିବାବେଳେ ଏଥିରୁ କିଭଳି ସୁରକ୍ଷା ମିଳିବ ସେ ନେଇ ବସୁଧୈବ କୁଟୁମ୍ବକମ ମିଶନ ଏବଂ ଦି ଲିଙ୍କ ଆଇ ହସ୍ପିଟାଲ ଚକ୍ଷୁ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଲିଙ୍କରୋଡସ୍ଥିତ ଏହି ଚକ୍ଷୁଚିକିତ୍ସା ଶିବିରରେ ଅଭିଜ୍ଞ…
