ଏଏସ୍ଓ ମେଧା ତାଲିକା ବିରୋଧରେ ମାମଲା: ହାଇକୋର୍ଟଙ୍କ ଶୁଣାଣି ଶେଷ, ରାୟ ସଂରକ୍ଷିତ
ଏଏସ୍ଓ ମେଧା ତାଲିକା ବିରୋଧରେ ମାମଲା: ହାଇକୋର୍ଟଙ୍କ ଶୁଣାଣି ଶେଷ, ରାୟ ସଂରକ୍ଷିତ #କଟକ(ଏନ୍.ଏମ୍.): ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ସମ୍ପର୍କରେ ପ୍ରକାଶିତ ମେଧା ତାଲିକା ବିରୋଧରେ ଆଗତ ଆବେଦନର ଶୁଣାଣି ଶେଷ କରି ହାଇକୋର୍ଟ ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି । ମେଧା ତାଲିକାରେ ପ୍ରକାଶ ପାଇଥିବା ଆବେଦନକାରୀମାନଙ୍କ ପକ୍ଷରୁ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ କରାଯାଇଥିଲା । ଏହି ପ୍ରସଙ୍ଗରେ ହାଇକୋର୍ଟରେ ଏକ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିବାବେଳେ ଅନ୍ୟଟି ଏକ ରିଟ୍…
