ପରିବେଶ ସୁରକ୍ଷା ନେଇ ପ୍ରକାଶ ପାଇଛି ତତ୍ପରତା : କଟକ ଷଷ୍ଠ ବାଟାଲିୟନରେ ବ୍ୟାପକ ବୃକ୍ଷରୋପଣ
ପରିବେଶ ସୁରକ୍ଷା ନେଇ ପ୍ରକାଶ ପାଇଛି ତତ୍ପରତା କଟକ ଷଷ୍ଠ ବାଟାଲିୟନରେ ବ୍ୟାପକ ବୃକ୍ଷରୋପଣ #କଟକ(ଏନ୍.ଏମ୍.): ସମ୍ପ୍ରତି ବିଶ୍ୱ ଯେଉଁଭଳି ଭାବେ ପ୍ରଗତି ପଛରେ ଅନୁଧାବନ ହେଉଛି ପ୍ରକୃତି ପ୍ରତି ସେତିକି ଅବହେଳା କରୁଛି । ଫଳରେ ବିଶ୍ୱ ତାପାୟନର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଯୁଆଡେ ଦେଖିବ ଅସୁମାରୀ କଳକାରଖାନା ମୁଣ୍ଡ ଟେକୁଥିବାବେଳେ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି । ତେଣୁ ଆଉ ସବୁଜିମା ଜଙ୍ଗଲ ଦିନକୁ ଦିନ ନିଶ୍ଚିହ୍ନ ହେବାରେ ଲାଗିଛି ।…
