‘ଆମ ପୋଖରୀ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

‘ଆମ ପୋଖରୀ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ପୋଖରୀ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସହରାଂଚଳରେ ଥିବା ସମସ୍ତ ଜଳାଶୟ ନବୀକରଣ କରାଯିବା ମୁଖ୍ୟ ଉଦ୍ଦେଶ୍ୟ ରହିଛି । ‘ଆମ ପୋଖରୀ ଯୋଜନା’ରେ ରାଜ୍ୟରେ ଥିବା ସମସ୍ତ ୧୧୫ଟି ପୌରାଞ୍ଚଳରେ ପ୍ରାୟ ୨ହଜାର ବୃହତ ଜଳାଶୟର ନବୀକରଣ…

Read More

ଆକାଶ ଛୁଆଁ ବଜାର ଦର ପ୍ରତିବାଦରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଆକାଶ ଛୁଆଁ ବଜାର ଦର ପ୍ରତିବାଦରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ #ଭୁବନେଶ୍ୱର (ଏନ୍‌.ଏମ୍‌.): ପ୍ରଦେଶ ଛାତ୍ର କଂଗ୍ରେସ ସଭାପତ ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଆକାଶ ଛୁଆଁ ବଜାରଦର ପ୍ରତିବାଦରେ ଖାଉଟିକଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚିଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଛାତ୍ର କଂଗ୍ରେସର ଉଦ୍ଦେଶ୍ୟ ଥିଲା ବଜାରଦର ଉପରେ ମନ୍ତ୍ରୀ ନୀରବ କାହିଁକି? ମୁଖ୍ୟମନ୍ତ୍ରୀ ନୀରବ…

Read More

‘ମହର୍ଷି’ ଚଳଚ୍ଚିତ୍ର ପାଇଁ ରାଜ୍ୟପାଳଙ୍କ ଆଶୀର୍ବାଦ ଲାଭ କଲେ ଅଭିନେତା ଚନ୍ଦନ

‘ମହର୍ଷି’ ଚଳଚ୍ଚିତ୍ର ପାଇଁ ରାଜ୍ୟପାଳଙ୍କ ଆଶୀର୍ବାଦ ଲାଭ କଲେ ଅଭିନେତା ଚନ୍ଦନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତବର୍ଷର ପ୍ରଥମ ସହିଦ୍ ଜୟୀ ରାଜଗୁରୁଙ୍କ ଜୀବନ ଉପରେ ଆଧାରିତ ଏସ୍‌.ଡି.ଡି. ଏଣ୍ଟରଟେନମେଣ୍ଟର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ମହର୍ଷି’ ଅଗଷ୍ଟ ୪ ତାରିଖରେ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଛି । ଉକ୍ତ ଚଳଚ୍ଚିତ୍ରର ଅଭିନେତା ଚନ୍ଦନ କର, ନିର୍ଦ୍ଦେଶକ ଓ ପ୍ରଯୋଜକ ପ୍ରଦୀପ କୁମାର ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ଭେଟି ଚଳଚ୍ଚିତ୍ର ସମ୍ବନ୍ଧରେ ଜଣାଇବା ସହ ଚଳଚ୍ଚିତ୍ରର ସଫଳ ପାଇଁ ଆଶୀର୍ବାଦ…

Read More

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ । ଦିନ ୧୧ଟା ୪୫ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇଛି । ପ୍ରଥମ ପର୍ଯ୍ୟାୟ କଟଅଫରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି…

Read More