ମଣିପୁରରେ ଶାନ୍ତି ସଦଭାବନା ନିମନ୍ତେ ସତ୍ୟାଗ୍ରହ: ଗାନ୍ଧୀବାଦୀଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ମଣିପୁରରେ ଶାନ୍ତି ସଦଭାବନା ନିମନ୍ତେ ସତ୍ୟାଗ୍ରହ: ଗାନ୍ଧୀବାଦୀଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର #କଟକ(ଏନ୍‌.ଏମ୍‌.): ଉତ୍ତର ପୂର୍ବ ଭାରତରେ ସୀମାନ୍ତ ରାଜ୍ୟ ମଣିପୁର ଜଳୁଛି । ମୈତେୟୀ ଓ କୁକି ଜନଜାତିଙ୍କ ମଧ୍ୟରେ ଅଶାନ୍ତି ଯୋଗୁଁ ଶତାଧିକ ଲୋକେ ମୃତ୍ୟୁବରଣ କଲେଣି । ହଜାର ହଜାର ଲୋକ ଘରଦ୍ୱାର ହରାଇ ଦୁଇମାସ ହେଲା ରିଲିଫ କ୍ୟାମ୍ପରେ ରହୁଛନ୍ତି । ଉଭୟ ମଣିପୁର ଓ କେନ୍ଦ୍ର ସରକାର ମୁକ ଦର୍ଶକ ସାଜି ଜାତିଗତ ହିଂସାକୁ ଉସକାଇବା ଦିଗରେ…

Read More

ମହାବୀରଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମହାବୀରଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ #ଫୁଲନଖରା (ଏନ୍‌.ଏମ୍‌.): କଟକ ଜିଲ୍ଲାର ବାରଙ୍ଗ ବ୍ଲକ କୁରାଙ୍ଗ ପ୍ରଧାନ ପଞ୍ଚାୟତ ଅନ୍ତର୍ଗତ ଗୁଆଳି ଗ୍ରାମରେ ଶ୍ରୀ ଶ୍ରୀ ମହାବୀରଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ସହିତ ମହାବୀରଙ୍କ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପାଞ୍ଚଦିନ ବ୍ୟାପି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚବଟି ପୁଷ୍କରିଣୀରୁ କଳସ ଯାତ୍ରା, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ବିଗ୍ରହଙ୍କ ନଗର ପରିକ୍ରମା ଆଦି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା…

Read More