କ୍ଷେତରେ କାମ କରୁଥିବାବେଳେ ବଜ୍ରପାତରେ କୃଷକଙ୍କ ମୃତ୍ୟୁ
କ୍ଷେତରେ କାମ କରୁଥିବାବେଳେ ବଜ୍ରପାତରେ କୃଷକଙ୍କ ମୃତ୍ୟୁ #ଆଠଗଡ଼(ଏନ୍.ଏମ୍.): କ୍ଷେତରେ କାମ କରୁଥିବାବେଳେ ବଜ୍ରପାତରେ ଜଣେ କୃଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ଥ ପଞ୍ଚାୟତର ପଦନପୁର ଗ୍ରାମରେ ବଜ୍ରପାତ ଯୋଗୁଁ ଏହି କୃଷକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ କୁଳମଣି ଦାସ (୪୪) ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଅପରାହ୍ନରେ କୁଳମଣି କ୍ଷେତରେ କାମ କରୁଥିବାବେଳେ ଘନଘନ ବିଜୁଳି ଘଡ଼ଘଡ଼ି ମାରିଥିଲା । ତେବେ…
