ଆଠଗଡ଼ରେ କଙ୍ଗାରୁ କୋର୍ଟ: ଗାଁରୁ ବାସନ୍ଦ, ନିଆଁ ପାଣି ଓ ରାସ୍ତା ମନା
ଆଠଗଡ଼ରେ କଙ୍ଗାରୁ କୋର୍ଟ: ଗାଁରୁ ବାସନ୍ଦ, ନିଆଁ ପାଣି ଓ ରାସ୍ତା ମନା #ଆଠଗଡ଼(ଏନ୍.ଏମ୍.): ସଭ୍ୟତା ଯେତିକି ଆଗକୁ ଆଗକୁ ବଢ଼ୁଛି ଜନସାଧାରଣଙ୍କ ଚିନ୍ତାଧାରା ସେତିକି ନିମ୍ନାଭିମୁଖୀ ହେଉଛି । ଅବଶ୍ୟ ଏକଥା କହିବା ବେଳକୁ ନିଜକୁ ମଧ୍ୟ ସଂକୋଚ ଲାଗୁଛି । ଆଜିର ସମାଜରେ ଜନସାଧାରଣଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ ହେବା ପାଇଁ ଯଥେଷ୍ଟ ସଚେତନତା କରାଯିବା ସହ ସମ୍ବିଧାନର ସୁରକ୍ଷା ପାଇଁ ପ୍ରଶାସନ ଠାରୁ ନ୍ୟାୟପାଳିକା ପର୍ଯ୍ୟନ୍ତ ଅଛନ୍ତି । ଯେଉଁଠି…
