ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ କବି ବିଷ୍ଣୁପଦ ସେଠୀଙ୍କ କବିତା ସଂକଳନର ସଂସ୍କୃତ ଅନୁବାଦ

ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ କବି ବିଷ୍ଣୁପଦ ସେଠୀଙ୍କ କବିତା ସଂକଳନର ସଂସ୍କୃତ ଅନୁବାଦ #ଭୁବନେଶ୍ୱର(ଏନ୍‌.ଏମ୍‌.): ଶବ୍ଦ ହେଉଛି ବ୍ରହ୍ମ । ଶବ୍ଦବ୍ରହ୍ମର ଉପାସନା ହେଉଛି ଶୀର୍ଷସ୍ତରୀୟ ସାଧନା । ଯେଉଁମାନେ ଏହି ସାଧନାରେ ସିଦ୍ଧହସ୍ତ ସେମାନେ ଯୋଗଜନ୍ମା ଓ ଆମ ସମସ୍ତଙ୍କର ନମସ୍ୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ବରିଷ୍ଠ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀଙ୍କ ଇଂରାଜୀ କବିତା ସଂକଳନ ‘ମାଉଁ ୱାଲର୍ଡ ଅଫ୍ ୱାର୍ଡସ୍‌’ର ସଂସ୍କୃତ…

Read More

ନାଳିଆ ନଦୀରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ

ନାଳିଆ ନଦୀରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ #ଭଦ୍ରକ(ଏନ୍‌.ଏମ୍‌.): ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ୩ଛାତ୍ରଙ୍କ ସଲିଳ ସମାଧି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା । ସ୍ଥାନୀୟ ଲାଙ୍ଗୁଡ଼ି ଅଞ୍ଚଳର ନାଳିଆ ନଦୀରେ ବୁଡ଼ି ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ତେବେ ମୃତକମାନଙ୍କ ମଧ୍ୟରେ ପ୍ରଣୟ କୁମାର ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ ଓ ରଜତ କୁମାର ଜେନା ରହିଥିବା ଜଣାପଡ଼ିଛି…

Read More

୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ

୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ଅପ୍ରେଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୧୯୪୮ ମସିହା…

Read More

ଅସରାଏ ବର୍ଷାରେ ମଧୁବନ କ୍ରୀଡାଙ୍ଗନ ପାଲଟୁଛି ଜଳାଶୟ

ଅସରାଏ ବର୍ଷାରେ ମଧୁବନ କ୍ରୀଡାଙ୍ଗନ ପାଲଟୁଛି ଜଳାଶୟ #ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ମଧୁବନ ମିନିଷ୍ଟାଡିୟମ ପରିସରରେ ବର୍ଷା ହେଲେ ପାଣି ଜମି ରହୁଛି । ଏପରିକି ଅଦିନିଆ ଲଗାଣ ବର୍ଷାର ପ୍ରଭାବରେ କ୍ରୀଡାଙ୍ଗନ ପରିସର ଜଳାର୍ଣ୍ଣବ ହୋଇ ଉଠୁଥିବାରୁ କ୍ରୀଡାବିତ୍ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ଷତମାମ ମଧୁବନ ମିନଷ୍ଟାଡିୟମ ପରିସରରେ କ୍ରୀଡା ପ୍ରତିଯୋଗୀତା ଠାରୁ ଆରମ୍ଭକରି ମେଳା, ମହୋତ୍ସବ, ସାଧାରଣତନ୍ତ୍ର ଓ ସ୍ୱାଧୀନତା ଦିବସ ପାଳନ କରାଯାଇଥାଏ । ରାଜରାଜୁଡା ଅମଳରୁ ପ୍ରତିଷ୍ଠିତ…

Read More

ମହିଷାଲଣ୍ଡା କ୍ରିକେଟ୍ ମ୍ୟାଚ୍ ହତ୍ୟା ଘଟଣା:୨୪ ଘଣ୍ଟାରେ ୪ ଅଭିଯୁକ୍ତ ଗିରଫ

ମହିଷାଲଣ୍ଡା କ୍ରିକେଟ୍ ମ୍ୟାଚ୍ ହତ୍ୟା ଘଟଣା:୨୪ ଘଣ୍ଟାରେ ୪ ଅଭିଯୁକ୍ତ ଗିରଫ #କଟକ(ଏନ୍‌.ଏମ୍‌.): ଝିମିଟି ଖେଳରୁ ମହାଭାରତ ଭଳି କ୍ରିକେଟ ମ୍ୟାଚରୁ ହଦ୍ୟାକାଣ୍ଡ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ହତ୍ୟାକାଣ୍ଡ ଘଟିବାର ୨୪ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ, ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷାଲଣ୍ଡା ଗ୍ରାମରେ ଗତକାଲି କ୍ରିକେଟ ମ୍ୟାଚ୍‌ବେଳେ ଏହି ହତ୍ୟା କାଣ୍ଡ ଘଟିଥିଲା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଚୌଦ୍ୱାର ଥାନା…

Read More

ଯୁବ ଆଇନଜୀବୀଙ୍କ ସମସ୍ୟା ନେଇ ରାଜ୍ୟପାଳକୁ ୫ଦଫା ସ୍ମାରକପତ୍ର ପ୍ରଦାନ: ଷ୍ଟାଇପେଣ୍ଡ ଦାବି

ଯୁବ ଆଇନଜୀବୀଙ୍କ ସମସ୍ୟା ନେଇ ରାଜ୍ୟପାଳକୁ ୫ଦଫା ସ୍ମାରକପତ୍ର ପ୍ରଦାନ: ଷ୍ଟାଇପେଣ୍ଡ ଦାବି #କଟକ(ଏନ.ଏମ.): ଯୁବ ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ନେଇ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ଏକ ୫ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାରେ ଯୁବ ଆଇନଜୀବୀ ନାନାଦି ସମସ୍ୟା ଭୋଗ କରୁଛନ୍ତି ହେଲେ ଏଥି ପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି, ଯାହାର ଆଶୁ ସମାଧାନ ପାଇଁ ରାଜ୍ୟପଳ ପ୍ରତିଶୃତି…

Read More

ବେଆଇନ ବାଲି ଚାଲଣ ବେଳେ ପ୍ରଶାସନର ଚଢ଼ାଉ: ୫ଟ୍ରାକ୍ଟର ଜବତ

ବେଆଇନ ବାଲି ଚାଲଣ ବେଳେ ପ୍ରଶାସନର ଚଢ଼ାଉ: ୫ଟ୍ରାକ୍ଟର ଜବତ #କଟକ ସଦର(ଏନ୍‌.ଏମ୍‌.): କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ମାଣପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ କଲରାବାଙ୍କ ଗ୍ରାମରେ ବେଆଇନ ବାଲି ଚାଲଣ ନେଇ ପ୍ରଶାସନ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ଦିନ ଦ୍ୱିପହରେ ମାଫିଆମାନେ ବେନିୟମ ଭାବେ ଚୋରାରେ ବାଲି ଉଠାଉଥିବା ଅଭିଯୋଗ ହୋଇଥିଲା । ତେବେ ଏ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଆଜି ଶ୍ରିଲୋ ଆରଆଇ(ରାଜସ୍ୱ ନିରୀକ୍ଷକ)…

Read More

ରାଜ୍ୟର ବିକାଶ ପାଇଁ ସାତ ଦିନିଆ ଜାପାନ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ବିକାଶ ପାଇଁ ସାତ ଦିନିଆ ଜାପାନ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟର ବିକାଶ ତଥା ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀ ଅବିରତ ଉଦ୍ୟମ ଜାରି ରଖିଛନ୍ତି । ତେବେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ସାତ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି । ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ କରିଛନ୍ତି । ଆସନ୍ତା ୯ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ଜାପାନରେ ରହିବେ । ଏହି ଗସ୍ତ…

Read More

ଝିମିଟି ଖେଳରୁ ମହାଭାରତ: କ୍ରିକେଟ ଟୁନାମେଣ୍ଟ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା

ଝିମିଟି ଖେଳରୁ ମହାଭାରତ: କ୍ରିକେଟ ଟୁନାମେଣ୍ଟ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା #ଚୌଦ୍ୱାର(ଏନ୍‌.ଏମ୍‌.): ଝିମିଟି ଖେଳରୁ ମହାଭାରତ । ଏକଥା ବିଭିନ୍ନ ରୁଢ଼ିରେ ପ୍ରୟୋଗ ହେଉଥିବାବେଳେ ବାସ୍ତବକ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ମନୋରଞ୍ଜନ ନିମନ୍ତେ ଆବାଳବୃଦ୍ଧବନିତା ଏବେ କ୍ରିକେଟ ଉପରେ ନିର୍ଭର କରୁଛନ୍ତି । କିଏ କ୍ରିଟେକ ଦେଖି ମନଖୁସି କରୁଛି ତ ଆଉ କିଏ କ୍ରିକେଟ ଖେଳି । ସେହିଭଳି କିଛି କ୍ରୀଡ଼ା ଅନୁଷ୍ଠାନ କ୍ରିକେଟ ଖେଳ ଆୟୋଜନ କରି ଏହାକୁ ଅଧିକ ଲୋକପ୍ରିୟତା…

Read More

କୋଇଲା ଉତ୍ପାଦନରେ ଏମ୍‌ସିଏଲ୍‌ର ସବର୍କାଳୀନ ରେକର୍ଡ

କୋଇଲା ଉତ୍ପାଦନରେ ଏମ୍‌ସିଏଲ୍‌ର ସବର୍କାଳୀନ ରେକର୍ଡ #ଭୁବେନଶ୍ୱର(ଏନ୍‌.ଏମ୍‌.): ୨୦୨୨-୨୩ ଆର୍ଥିକ ବଷରେ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମ୍‌ସିଏଲ୍‌) କୋଇଲା ଉତ୍ପାଦନେର ସବର୍କାଳୀନ ରେକର୍ଡ କରିଛି । ଚଳିତ ବର୍ଷ କମ୍ପାନୀ ୧୯୩.୩ ମିଲିଅନ ଟନ୍ ଉତ୍ପାଦନ କରିବା ସହିତ ୧୯୨.୭ ମିଲିଅନ ଟନ୍ କୋଇଲା ଯୋଗାଇବାରେ ନୂତନ ରେକର୍ଡ ସ୍ଥାପନ କରିଛି । ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିଦ୍ଦେର୍ଶକ ଓମ୍ ପ୍ରକାଶ ସିଂ ଭୁବେନଶ୍ୱରଠାରେ ଅୋୟାଜିତ ଏମ୍‌ସିଏଲ୍‌ର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଦେଶର…

Read More

୮୮ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ : ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ଡିଜିପିଙ୍କ ଆହ୍ୱାନ

୮୮ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ : ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ଡିଜିପିଙ୍କ ଆହ୍ୱାନ #କଟକ(ଏନ୍‌.ଏମ୍‌.): ରାଜ୍ୟସ୍ତରୀୟ ୮୮ ତମ ପୁଲିସ ପ୍ରତିଷ୍ଠା ଦିବସ ଆଜି ପୂର୍ବାହ୍ନରେ କଟକ ଷଷ୍ଠ ବାଟାଲିୟନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ପୁଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସଫଳ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆର୍ôଥକ…

Read More

୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନ: ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପେ୍ଲକ୍ସ’ ଭାବେ ବିକଶିତ କରାଯିବ

୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନ: ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପେ୍ଲକ୍ସ’ ଭାବେ ବିକଶିତ କରାଯିବ ହେବ ୧୫ ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି କେ ପଣ୍ଡିଆନ୍ ଆଜି ପ୍ରତ୍ୟୁଷରେ କଟକ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ପୀଠ ପରିଦର୍ଶନ କରି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏଥିସହିତ ଏହାର ବିକାଶ ସମ୍ପର୍କରେ…

Read More