ବ୍ରହ୍ମପୁର ବୁଢ଼ିଠାକୁରାଣୀ ମନ୍ଦିର ବୁଲିଲେ ୫-ଟି ସଚିବ

ବ୍ରହ୍ମପୁର ବୁଢ଼ିଠାକୁରାଣୀ ମନ୍ଦିର ବୁଲିଲେ ୫-ଟି ସଚିବ – ପୂଜାର୍ଚ୍ଚନା ଓ ବିକାଶ ସମ୍ପର୍କରେ ଆଲୋଚନା -୧୫ ଦିନରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଆଜି ଅପରାହ୍ନରେ ବ୍ରହ୍ମପୁର ସହର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ଆଜି ଥିଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରାର ଶେଷ ଦିନ । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ମନ୍ଦିରରେ ମାଆଙ୍କ…

Read More

କୋଣାର୍କରେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା

କୋଣାର୍କରେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା #କୋଣାର୍କ (ଏନ୍‌.ଏମ୍‌.): ଦିବା ୧ଘଟିକା ସମୟରେ କୋଣାର୍କ ଏନଏସି ଅନ୍ତର୍ଗତ ୧ନମ୍ବର ୱାର୍ଡର ବେଠିଆଗଦା ଠାରେ ସୂର୍ଯ୍ୟ ନିର୍ମାଣ ଓ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ନିମନ୍ତେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟି ପକ୍ଷରୁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଖବରରୁ ପ୍ରକାଶ ଯେ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ନିଜ ମା’ଙ୍କ ସୂର୍ଯ୍ୟ ପୂଜା ନିମନ୍ତେ ରାଜା ଲାଙ୍ଗୁଳା…

Read More

ଆଇପିଏଲ: ପଞ୍ଜାବର ରୋମାଞ୍ଚକର ବିଜୟ

ଆଇପିଏଲ: ପଞ୍ଜାବର ରୋମାଞ୍ଚକର ବିଜୟ ଚେନ୍ନାଇ(ଏନ୍‌.ଏମ୍‌.): ଅନ୍ତିମ ଓଭରର ଅନ୍ତିମ ବଲରେ ସିକନ୍ଦର ରାଜା ୩ରନ ସଂଗ୍ରହ କରି ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପଞ୍ଜାବ କିଙ୍ଗ୍ସ ଏକାଦଶକୁ ରୋମାଞ୍ଚକର ବିଜୟ ଭେଟି ଦେଇଛନ୍ତି । ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ବିପକ୍ଷରେ ୨୦୧ରନର ଟାର୍ଗେଟ ରଖିଥିଲା । ଏହାର ଜବାବରେ ପଞ୍ଜାବ ୬ ୱିକେଟ ହରାଇ ଏହି ଟାର୍ଗେଟକୁ ହାସଲ କରି ନେଇଥିଲା । ଅନ୍ତିମ ୨ ଓଭରରେ ପଞ୍ଜାବର ବିଜୟ…

Read More

ନିମପୁର ୧୯୮୪ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ରଛାତୀଙ୍କ ପକ୍ଷରୁ ପଥଚାରୀଙ୍କୁ ପାନୀୟ ଜଳ ଯୋଗାଣ

ନିମପୁର ୧୯୮୪ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ରଛାତୀଙ୍କ ପକ୍ଷରୁ ପଥଚାରୀଙ୍କୁ ପାନୀୟ ଜଳ ଯୋଗାଣ #ଜଗତପୁର(ଏନ୍‌.ଏମ୍‌.): ନିମପୁର ୧୯୮୪ ମସିହା ମ୍ୟାଟ୍ରିକ ବ୍ୟାଚ ପକ୍ଷରୁ ଜଗତପୁର ଗୟାନା ଛକଠାରେ ଏକ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲାଯାଇଛି । ସିଏମସି ପକ୍ଷରୁ କୌଣସି ସ୍ଥାନରେ ପାନୀୟ ଜଳ ବିତରଣ କରାଯାଉନଥିବାବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାଧାରଣ ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି । ତେବେ ଏଭଳି ଅବସ୍ଥାକୁ ହୃଦବୋଧ କରି ନିମପୁର ଉଚ୍ଚ ବିଦ୍ୟାଳୟର…

Read More

କଟକ ଜିଆରପି ଏସ୍‌ପିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କଟକ ଜିଆରପି ଏସ୍‌ପିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା #କଟକ(ଏନ୍‌.ଏମ୍‌.): କଟକ ରେଳବାଇ ପୁଲିସ କନେଷ୍ଟବଳ, ହାବିଲଦାର ସଂଘ ପକ୍ଷରୁ ଏସ୍‌ଆରସି ସୁନିଲ ଆଚାର୍ଯ୍ୟଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସମସ୍ତ ଅଧସ୍ତନକର୍ମଚାରୀମାନେ ଭାବ ବିହ୍ୱଳ ହୋଇ ପଡ଼ିବା ସହ ସମ୍ବର୍ଦ୍ଧନା ବେଳେ କାନ୍ଦି ପକାଇଥିଲେ । ଶ୍ରୀ ଆଚାର୍ଯ୍ୟ କନେଷ୍ଟବଳ ଓ ହାବିଲଦାରମାନଙ୍କୁ ନିଜ ଭାଇ ଭଳି ସ୍ନେହ କରୁଥିଲେ ବୋଲି ସଭାରେ କର୍ମଚାରୀମାନେ ମତବ୍ୟକ୍ତ କରିଥିଲେ । କଟକ…

Read More

ରାଜଭବନରେ ‘ମନ୍ କି ବାତ୍‌’ର ୧୦୦ତମ ଅଧ୍ୟାୟର ସ୍ୱତନ୍ତ୍ର ପ୍ରସାରଣ

ରାଜଭବନରେ ‘ମନ୍ କି ବାତ୍‌’ର ୧୦୦ତମ ଅଧ୍ୟାୟର ସ୍ୱତନ୍ତ୍ର ପ୍ରସାରଣ ‘ମନ୍ କି ବାତ୍‌’ ଦେଶ ଓ ଦେଶବାସୀଙ୍କ ପ୍ରତି ସମର୍ପିତ ଏକ ଅନନ୍ୟ କାର୍ଯ୍ୟକ୍ରମ: ରାଜ୍ୟପାଳ #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ ଏକ ଅନନ୍ୟ କାର୍ଯ୍ୟକ୍ରମ । ଏହା ଦେଶ ଓ ଦେଶବାସୀଙ୍କ ପ୍ରତି ସଂପୂର୍ଣ୍ଣ ସମର୍ପିତ । ଶହେ ତମ ଅଧ୍ୟାୟରେ ପହଞ୍ଚିଥିବା ‘ମନ୍ କି ବାତ୍‌’ ଜରିଆରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରର ପ୍ରଧାନ ସେବକ ଭାବେ…

Read More

ପୁଅ ସୁଝିଦେଲା ପିତୃଋଣ ! ପଠାଇଲା ଜମପୁର : ନିଶା ପାଇଁ ବୁଢ଼ା ବାପକୁ ଲୁହା ରଡରେ ପିଟି ମାରି ଦେଲା

ପୁଅ ସୁଝିଦେଲା ପିତୃଋଣ ! ପଠାଇଲା ଜମପୁର ନିଶା ପାଇଁ ବୁଢ଼ା ବାପକୁ ଲୁହା ରଡରେ ପିଟି ମାରି ଦେଲା #ଆଠଗଡ଼(ଏନ୍‌.ଏମ୍‌.): ପୁଅଟିଏ ହେବ, ପାଠ ପଢ଼ିବ ଭଲ ମଣିଷ ହେବ । ଆଉ ବୁଢ଼ାକାଳେ ଆଶା ବାଡ଼ି ଭଳି ସାହାରା ହେବ । ମଲାବେଳେ କାନ୍ଧରେ ନେବ ଆଉ ପିଣ୍ଡପାଣି ଦେବ । ଏହି ଆଶା ନେଇ ବାପମା’ କେତେ ଦିଅଁ ଦେବତା ପୂଜା କରନ୍ତି । ଆଉ ପୁଅଟିଏ ଜନ୍ମ ହେବା ପରେ କେତେ…

Read More