ଲମ୍ବୁଛି ଠକ ତାନ୍ତ୍ରିକର ଲୁଟର ତାଲିକା: କୈଫ ଖାଁ ନାମରେ ଆଜି ପୁଣି ୨ଟି ମାମଲା
ଲମ୍ବୁଛି ଠକ ତାନ୍ତ୍ରିକର ଲୁଟର ତାଲିକା: କୈଫ ଖାଁ ନାମରେ ଆଜି ପୁଣି ୨ଟି ମାମଲା #କଟକ(ଏନ୍.ଏମ୍.): ତାନ୍ତ୍ରିକ ମୌଲାନା କୈଫ ଖାଁ ଗତକାଲି ଠକେଇ ଅଭିଯୋଗରେ ଗିରଫ ହୋଇଥିବା ବେଳେ ତା ବିରୋଧରେ ଆଜି ପୁଣି ଆଉ ଅଭିଯୋଗ ଥାନାରେ ରୁଜୁ ହୋଇଛି । ସେ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଛି । ଏନେଇ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ…
