ଆଇପିଏଲ୍‌: ଶୀର୍ଷକୁ ଫେରିଲା ରାଜସ୍ଥାନ

ଆଇପିଏଲ୍‌: ଶୀର୍ଷକୁ ଫେରିଲା ରାଜସ୍ଥାନ #ଜୟପୁର(ଏନ୍‍.ଏମ୍‍.): ଆଇପିଏଲର ଏହି ସଂସ୍କରଣରେ କ୍ରମାଗତ ଦୁଇଟି ମ୍ୟାଚରେ ପରାସ୍ତ ହେବାପରେ ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୩୨ରନରେ ବିଜୟୀ ହୋଇ ପଏଣ୍ଟ ଟେବଲର ଶୀର୍ଷକୁ ଫେରିଛି । ଏହି ମ୍ୟାଚରେ ରାଜସ୍ଥାନ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି । ଆହୁରି ମଧ୍ୟ ଚଳିତ ଆଇପିଏଲ୍ରେ ରାଜସ୍ଥାନ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚେନ୍ନାଇକୁ ପରାସ୍ତ କରିବାରେ ସଫଳ ହୋଇଛି । ଏହି ମ୍ୟାଚରେ…

Read More

“ଗୋପବନ୍ଧୁ ସେବା ସଂଗଠନ’ ପକ୍ଷରୁ ତ୍ରିଲୋଚନ କାନୁନଗୋଙ୍କ ଶ୍ରଦ୍ଧାଞ୍ଜଳି ସଭା

“ଗୋପବନ୍ଧୁ ସେବା ସଂଗଠନ’ ପକ୍ଷରୁ ତ୍ରିଲୋଚନ କାନୁନଗୋଙ୍କ ଶ୍ରଦ୍ଧାଞ୍ଜଳି ସଭା #ଜଗତପୁର(ଏନ୍‌.ଏମ୍‌.): କଟକ ପୌରପାଳିକାର ପୂର୍ବତନ ଚେୟାରମ୍ୟାନ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଓଡିଶା ଅର୍ଥ କମିଶନର ପ୍ରାକ୍ତନ ଅଧ୍ୟକ୍ଷ ତ୍ରିଲୋଚନ କାନୁନଗୋଙ୍କ ପରଲୋକରେ “ଗୋପବନ୍ଧୁ ସେବା ସଂଗଠନ’ ପକ୍ଷରୁ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଜଗତପୁର ୪୯ନମ୍ବର ୱାର୍ଡ ସ୍ଥିତ ଉତ୍କଳମଣି ଶିଶୁ ଉଦ୍ୟାନ ପ୍ରାଙ୍ଗଣରେ ଡ. ଯୁଧିଷ୍ଠିର ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ନିରବ…

Read More

ରେଲୱେ ଏସପିଙ୍କୁ ବଦନାମ ଚକ୍ରାନ୍ତକୁ ଓଡ଼ିଶା ପୁଲିସ ହାବିଲଦାର ଓ କନଷ୍ଟେବଳ ଜିଆରପି ବ୍ରାଞ୍ଚ ସଂଘର ନିନ୍ଦା

ରେଲୱେ ଏସପିଙ୍କୁ ବଦନାମ ଚକ୍ରାନ୍ତକୁ ଓଡ଼ିଶା ପୁଲିସ ହାବିଲଦାର ଓ କନଷ୍ଟେବଳ ଜିଆରପି ବ୍ରାଞ୍ଚ ସଂଘର ନିନ୍ଦା #କଟକ(ଏନ୍‌.ଏମ୍‌.): କଟକ ରେଳବାଇ ଏସପି (ଏସଆରପି) ସୁନିଲ କୁମାର ଆଚାର୍ଯ୍ୟଙ୍କ ବିରୋଧରେ କିଛି ଖଳ ପ୍ରକୃତର କର୍ମଚାରୀ ତାଙ୍କୁ ବଦନାମ କରିବାକୁ ଚକ୍ରାନ୍ତ କରିବା ଭଳି ଓଡ଼ିଶା ପୁଲିସ ହାବିଲଦାର ଓ କନଷ୍ଟେବଳ ଜିଆରପି ବ୍ରାଞ୍ଚ ଆସୋସିଏସନ ସଂଗୀନ ଅଭିଯୋଗ ଆଣିଛି । ସଂଘର ସଭାପତି ମାନସ କୁମାର ବାରିକ, ସମ୍ପାଦକ ରଜନୀକାନ୍ତ ବିଶ୍ୱାଳ ଆଜି ଏକ ସାମ୍ବାଦିକ…

Read More

ରାଜ୍ୟ ସରକାର ବିଳମ୍ବ ନକରି ରତ୍ନଭଣ୍ଡାର ଖୋଲନ୍ତୁ : ପିତାମ୍ବର ଆଚାର୍ଯ୍ୟ

ରାଜ୍ୟ ସରକାର ବିଳମ୍ବ ନକରି ରତ୍ନଭଣ୍ଡାର ଖୋଲନ୍ତୁ : ପିତାମ୍ବର ଆଚାର୍ଯ୍ୟ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ଜାତିର ଆରାଧ୍ୟ ଦେବତା ଓ ସମଗ୍ର ବିଶ୍ୱ ଯେଉଁ ପ୍ରଭୁଙ୍କୁ ପୂଜା କରୁଛି ତାଙ୍କର ଅମୂଲ୍ୟ ସମ୍ପତି ସୁରକ୍ଷିତ ନେଇ ୧୯୫୫ରେ ଆଇନ ପ୍ରଣୟନ କରାଯାଇଥିଲା । ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଏପ୍ରେଲ ୩ ତାରିଖ, ୨୦୧୮ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ବଡ ଅନୁଧ୍ୟାନକାରୀ ଦଳ ଧଳା ଲୁଗା ପିନ୍ଧି ଅରୁଆ ଖାଇ କୂଅରେ ଗାଧୋଇ ମନ୍ଦିର ଭିତରକୁ ପ୍ରବେଶ କଲେ ରତ୍ନଭଣ୍ଡାର…

Read More

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ କନିଷ୍ଠ ଯନ୍ତ୍ରୀ #ବଡ଼ମ୍ବା(ଏନ୍‌.ଏମ୍‌.): ରାଜ୍ୟସରକାର ୫ଟି ମାଧ୍ୟମରେ ଜନହିତକର କାର୍ଯ୍ୟ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଥିବାବେଳେ କିଛି ଅସାଧୁ ଅଧିକାରୀଙ୍କ ଯୋଗୁଁ ସରକାରୀ ଯୋଜନା ଦିଗହରା ହେଉଛି । ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ପାଉଥିଲେ ମଧ୍ୟ ଲାଞ୍ଚ ଭଳି ବେଆଇନ ରୋଜଗାର ପଛରେ ପଡ଼ିଛନ୍ତି ବହୁ ଅଧିକାରୀ । ରାତାରାତି କୋଟିପତି ପାଲଟିଯିବା ନିଶାରେ ବହୁ ଅନିୟମିତତା କରିବାକୁ ପଛାଉ ନାହାନ୍ତି ଏହି ଅସାଧୁ ଅଧିକାରୀ…

Read More

କୋଣାର୍କ ମନ୍ଦିରରେ ୨୭୧ଜଣ ଫଟୋଗ୍ରାଫରଙ୍କ ଜୀବନ ଜୀବିକା ମାମଲା; କେନ୍ଦ୍ର ସରକାର, ଏଏସଆଇ, ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କୋଣାର୍କ ମନ୍ଦିରରେ ୨୭୧ଜଣ ଫଟୋଗ୍ରାଫରଙ୍କ ଜୀବନ ଜୀବିକା ମାମଲା କେନ୍ଦ୍ର ସରକାର, ଏଏସଆଇ, ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ #କୋଣାର୍କ (ଏନ୍‌.ଏମ୍‌.): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟରେ ଫଟୋ ଉଠାଇ ପେଟ ପୋଷୁଥିବା ପ୍ରାୟ ୨୫୦ ଫଟୋଗ୍ରାଫର ଙ୍କୁ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ନୂଆ ଗାଇଡଲାଇନ୍ ଅନୁଯାୟୀ ମନ୍ଦିର ପରିସର ମଧ୍ୟକୁ ବାରଣ କରିବାକୁ ନେଇ ଏକ ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି କେନ୍ଦ୍ର ସରକାର,ଏଏସଆଇ ଡିଜି,ଏଏସଆଇ ପୁରୀ ସର୍କଲର ଅଧିକ୍ଷକ,…

Read More

ସକେଳଶ୍ୱର ମହାଦେବ ଓ ହନୁମାନ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ

ସକେଳଶ୍ୱର ମହାଦେବ ଓ ହନୁମାନ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ #ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ଥାନୀୟ କଟକରୋଡ ବମିଖାଲ ସକେଳଶ୍ୱର ମହାଦେବ ଓ ହନୁମାନ ମନ୍ଦିର ପ୍ରଙ୍ଗଣରେ ୧୮ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୨୩ତାରିଖ ସକାଳୁ ଅଙ୍କୁରାରୋପଣ ହୋଇଥିବାବେଳେ ୨୪ ତାରିଖରେ ଜଳଯାତ୍ରା, ସୂର୍ଯ୍ୟପୂଜା ଓ ଅଗ୍ନିକୁଣ୍ଡ ସଂସ୍କାର ହୋଇଥିଲା । ୨୫ ତାରିଖରେ ଚଣ୍ଡୀପାଠ, ରୁଦ୍ରାଭିଷେକ ହନୁମାନ ଷୋଡଷ ଉପଚାରପୂଜା ଓ ସହସ୍ରନାମ ସହ ପୂର୍ଣ୍ଣାହୂତୀ ହୋଇଥିଲା । ସଂନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ…

Read More