କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଓଡିଶା ମୁଖ୍ୟଙ୍କ ସହ ଆଲୋଚନା

କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଓଡିଶା ମୁଖ୍ୟଙ୍କ ସହ ଆଲୋଚନା #ଭୁବନେଶ୍ୱର /କଟକ(ଏନ୍‍.ଏମ୍‍.): ରାଜ୍ୟ କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଓଡ଼ିଶା ମୁଖ୍ୟଙ୍କ ସହ ସାକ୍ଷାତ କରାଯାଇ ଆଲୋଚନା କରାଯାଇଛି । ଓଡିଶାରେ ଥିବା ୨ ଲକ୍ଷ ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକମାନେ ସେମାନଙ୍କର ପେନସନ, ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ଅନ୍ୟାନ୍ୟ କାର୍ଯ୍ୟବାବଦରେ ଭବିଷ୍ୟନିଧି ସଂଗଠନର ଓଡିଶାରେ ଥିବା ଚାରିଗୋଟି ଆଞ୍ଚଳିକ କାର୍ଯ୍ୟାଳୟ ଯଥା ବ୍ରହ୍ମପୁର, କେନ୍ଦୁଝର, ରାଉରକେଲା ଓ ଭୁବନେଶ୍ୱର ଉପରେ ନିର୍ଭର କରିଥାନ୍ତି…

Read More

ଆଇପିଏଲ୍‌: ଆରସିବିକୁ ହରାଇଲା କେକେଆର

ଆଇପିଏଲ୍‌: ଆରସିବିକୁ ହରାଇଲା କେକେଆର #ବାଙ୍ଗାଲୋର(ଏନ୍‍.ଏମ୍‍.): ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ କ୍ରମାଗତ ଦ୍ୱିତୀୟ ଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ କେକେଆର ବିଜୟୀ ହୋଇଥିବାବେଳେ ଆଜି ଅନୁଷ୍ଠିତ ମ୍ୟାଚରେ ମଧ୍ୟ କେକେଆର ୨୧ରନରେ ଆରସିବିକୁ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କେକେଆର ଆରସିବି ସମ୍ମୁଖରେ ୨୦୧ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ତେବେ ଆରସିବି ନିର୍ଦ୍ଧାରିତ…

Read More

ରଡ ବୋଝେଇ ଟାଟାଏସିି ସହ ଯାତ୍ରୀବାହୀ ବସ ଧକ୍କା: ୬ ଗୁରୁତର

ରଡ ବୋଝେଇ ଟାଟାଏସିି ସହ ଯାତ୍ରୀବାହୀ ବସ ଧକ୍କା: ୬ ଗୁରୁତର #ଜଗତପୁର(ଏନ୍‌.ଏମ୍‌.): ଏକ ଯାତ୍ରୀବାହୀ ବସ ସହିତ ଟାଟାଏସିର ଧକ୍କା ହେବା ଫଳରେ ୬ଜଣ ଗୁରୁତର ହୋଇ କଟକ ବଡ଼ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ, ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ଅନ୍ତପୁର ଛକ ଠାରେ ଏକ ଓଡି୦୫ ଜେଡ ୧୨୯୫ ନମ୍ବର ବିଶିଷ୍ଟ ଯାତ୍ରୀ ବାହୀ ବସରଟି ଅନ୍ୟ ଏକ ଗାଡିକୁ ଓଭରଟେକ କରୁଥିବା ବେଳେ ସମ୍ମୁଖ ପଟରୁ ଆସୁଥିବା ଏକ…

Read More

ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ମୀନା

ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ମୀନା #କଟକ(ଏନ୍‌.ଏମ୍‌.): ଦାଦା ସାହେବ ଫିଲ୍ମ ଫେଷ୍ଟିଭାଲରେ ୧୩ତମ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ମୀନା’ ସ୍ଥାନ ପାଇଛି । ଉକ୍ତ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ନବକିଶୋର ଦାସ, ନିର୍ଦ୍ଦେଶନା ଦେଇଛନ୍ତି ବିଭୁତି ଭୂଷଣ ଭାରତ, ପ୍ରଚ୍ଛଦପଟ୍ଟ ସଂଗୀତ ଦେଇଛନ୍ତି ସତ୍ୟଜିତ ପାଣି । ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଭବାନୀ ପ୍ରସାଦ, ମିଟୁ ମିଥୁନ, ମାନ୍ୟତା…

Read More

ନ୍ୟୁଡ୍ କଲ୍ ମାଧ୍ୟମରେ ସାଇବର ଠକେଇ କରିବା ଅଭିଯୋଗରେ ରାଜସ୍ଥାନରୁ ୨ଗିରଫ

ନ୍ୟୁଡ୍ କଲ୍ ମାଧ୍ୟମରେ ସାଇବର ଠକେଇ କରିବା ଅଭିଯୋଗରେ ରାଜସ୍ଥାନରୁ ୨ଗିରଫ #କଟକ(ଏନ୍‌.ଏମ୍‌.): ନ୍ୟୁଡ କଲ କରି ଲୋକଙ୍କୁ ଠକୁଥିବା ଅଭିଯୋଗରେ ଆଜି କମିଶନରେଟ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ରାଜସ୍ଥାନ ଭରତପୁରରୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ନଗଦ ଲକ୍ଷେ ଟଙ୍କା ଓ ବହୁ ମୋବାଇଲ୍ ଜବତ ହୋଇଛି । ଏମାନେ ନ୍ୟୁଡ୍ କଲ୍ କରି ଜଣେ ବୟସ୍କ ଲୋକଙ୍କୁ ଠକିଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ନ୍ୟୁଡ୍…

Read More

କୋଣାର୍କ ଭଗବତୀ ମହାବିଦ୍ୟାଳୟ ଜମିକୁ ଗ୍ରାମ୍ୟ ନିର୍ମାଣ ବିଭାଗ ଜବର ଦଖଲ କରି ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ବିରୋଧ

କୋଣାର୍କ ଭଗବତୀ ମହାବିଦ୍ୟାଳୟ ଜମିକୁ ଗ୍ରାମ୍ୟ ନିର୍ମାଣ ବିଭାଗ ଜବର ଦଖଲ କରି ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ବିରୋଧ ପ୍ରତିଷ୍ଠାତା ସଦସ୍ୟ ଓ ପୁରାତନ ଛାତ୍ର ସଂଘ ପକ୍ଷରୁ ଘଟଣାକୁ ନିନ୍ଦା #କୋଣାର୍କ (ଏନ୍‌.ଏମ୍‌.): ଉଚ୍ଚ ଶିକ୍ଷାର ବିକାଶ ପାଇଁ ୧୯୭୮ ମସିହାରେ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ ଗଢିଉଠିଥିଲା କୋଣାର୍କ ଭଗବତୀ ମହାବିଦ୍ୟାଳୟ । ଇତି ମଧ୍ୟରେ ମହାବିଦ୍ୟାଳୟକୁ ୪୫ ବର୍ଷ ବିତିଗଲାଣି । ହେଲେ ସରକାରଙ୍କ ଉଦାସିନତା ପାଇଁ ଏହି ମହାବିଦ୍ୟାଳୟଟି ବହୁ ପଛରେ…

Read More

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ଛାତ୍ର ମାନଙ୍କ ସଫଳତା ଓଡିଶାର ସଫଳତା – ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ, ଅନୁଗୁଳର ୮୭ଟି, କେନ୍ଦୁଝରର ୫୭ଟି ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ତୃତୀୟ…

Read More

ଟାଟା ଏସିରୁ ଖସିଲା ପାଇପ, ଅଳ୍ପକେ ବର୍ତ୍ତିଗଲେ ଲୋକେ

ଟାଟା ଏସିରୁ ଖସିଲା ପାଇପ, ଅଳ୍ପକେ ବର୍ତ୍ତିଗଲେ ଲୋକେ #କଟକ(ଏନ୍‌.ଏମ୍‌.): ଗୋଟିଏ ଟାଟା ଏସିରେ କିଛି ପାଇପ ଲୋଡ଼ ହୋଇ ଆସୁଥିବାବେଳେ ହଠାତ ପାଇପଗୁଡ଼ିକ ଗାଡ଼ିରୁ ଖସି ପଡ଼ିବା ଯୋଗୁଁ ଆସନ୍ନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବାଇକ ଓ ଅଟୋ ଆରୋହୀ । ରାସ୍ତାଉପରେ ପାଇପଗୁଡ଼ିକୁ ବିଛୁଡ଼ି ପଡ଼ିଥିବାବେଳେ ସେହିବାଟ ଦେଇ ଯାଉଥିବା ଅଟୋ ଓ ବାଇକ ଆରୋହୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ମାତ୍ର ଦୀର୍ଘ ସମୟ ଧରି ଏହି ରାସ୍ତାରେ ଯାନବାହନ ଚଳାଚଳରେ ବ୍ୟାଘାତ…

Read More