ଆଇପିଏଲ୍‌: ମୁମ୍ବାଇ ବିପକ୍ଷରେ ଗୁଜୁରାଟର ବଡ଼ ବିଜୟ

ଆଇପିଏଲ୍‌: ମୁମ୍ବାଇ ବିପକ୍ଷରେ ଗୁଜୁରାଟର ବଡ଼ ବିଜୟ #ଅହମ୍ମଦାବାଦ(ଏନ୍‍.ଏମ୍‍.): ଆଇପିଏଲର ୩୫ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ, ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ୫୫ରନର ବଡ଼ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ୨୦୭ରନ କରିଥିବାବେଳେ ରୋହିତ ଶର୍ମାଙ୍କ ମୁମ୍ବାଇ ଟିମ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୫୨ରନ କରି ପରାଜିତ ହୋଇଥିଲା । ମୁମ୍ବାଇ ପକ୍ଷରୁ ନିମ୍ନ କ୍ରମ ବ୍ୟାଟ୍ସମ୍ୟାନ ନେହାଲ ୱାଧେରା ସର୍ବାଧିକ ୪୦ରନ କରିଥିବାବେଳେ କ୍ୟାମରନ ଗ୍ରୀନ…

Read More