ଆଇପିଏଲ୍‌: ବାଙ୍ଗାଲୋର ୭ରନରେ ବିଜୟୀ

ଆଇପିଏଲ୍‌: ବାଙ୍ଗାଲୋର ୭ରନରେ ବିଜୟୀ #ବାଙ୍ଗାଲୋର(ଏନ୍‌.ଏମ୍‌.): ଧ୍ରୁବ ଜୁରେଲଙ୍କ ୧୬ବଲରୁ ୩୪ରନ ସନ ରାଜସ୍ଥାନ ରୟାଲ୍ସର ବିଜୟ ପାଇଁ ଯଥେଷ୍ଟ ହୋଇ ପାରି ନଥିଲା । ରବିବାର ଅନୁଷ୍ଠିତ ଆଇପିଏଲର ପ୍ରଥମ ତଥା ଟୁର୍ଣ୍ଣାମେଣ୍ଟର ୩୨ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ୭ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏଥିସହିତ ବାଙ୍ଗାଲୋର ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ ଖେଳି ୪ଟି ବିଜୟ ସହ ପଏଣ୍ଟ ଟେବଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି । ଗ୍ଲେନ୍ ମ୍ୟାକ୍ସୱେଲ୍ ଓ…

Read More

ହରିପୁର ରୋଡ଼ରେ ଖୋଲିଲା ବୈଦୁତିକ ସାଇକେଲ ଓ ଟ୍ରାଇ ସାଇକେଲର ଆଉଟଲେଟ

ହରିପୁର ରୋଡ଼ରେ ଖୋଲିଲା ବୈଦୁତିକ ସାଇକେଲ ଓ ଟ୍ରାଇ ସାଇକେଲର ଆଉଟଲେଟ #କଟକ(ଏନ୍‌.ଏମ୍‌.): କଟକ ସହର ହରିପୁର ରୋଡରେ ପ୍ରଥମ କରି ଖୋଲିଲା ବୈଦୁତିକ ସାଇକେଲ ଓ ଟ୍ରାଇସାଇକେଲର ଆଉଟଲେଟ । ଏଠାରେ ବିଭିନ୍ନ ପ୍ରକାର ହେଲମେଟ ଠାରୁ ଆରମ୍ଭ କରି ବିଦ୍ୟୁତ ଚାଲିତ ସାଇକେଲ ଯୁବପୀଢ଼ିଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ଏଥି ସହିତ ଛୋଟ ପିଲାଙ୍କ ପାଇଁ ସୁନ୍ଦର ସୁନ୍ଦର ଡିଜାଇନର ଟୟ ସାଇକେଲ ମଧ୍ୟ ଉପଲବ୍ଧ ରହିଛି । ଏଥି ସହିତ…

Read More

ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଅକ୍ଷିମୁଠି ଅନୁକୂଳ

ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଅକ୍ଷିମୁଠି ଅନୁକୂଳ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ୍‌ର ବିଭିନ୍ନ ସ୍ଥାନରେ କୃଷକମାନେ ଅକ୍ଷିମୁଠି ପକାଇଛନ୍ତି । ବିଶେଷ କରି ସ୍ଥାନୀୟ ଲୋକପ୍ରତିନିଧିମାନେ ଏହି ସବୁ ଅଞ୍ଚଳରେ ସମର୍ଥକଙ୍କ ଗହଣରେ ଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ କ୍ଷେତରେ ବିହନ ଅନୁକୂଳ କରିଥିଲେ । ସ୍ଥାନୀୟ ନଖରା ପଞ୍ଚାୟତ ଓ ଶଙ୍କରପୁର ପଞ୍ଚାୟତରେ ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ଅକ୍ଷିମୁଠି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳୁ ସକାଳୁ ଚୌଦ୍ୱାର ସ୍ଥିତ…

Read More

ଅକ୍ଷୟ ତୃତୀୟାରେ ମୁଠି ଅନୁକୂଳ ଓ ଉତ୍କଳୀୟ କୃଷକ ସମାରୋହ ଦିବସ

ଅକ୍ଷୟ ତୃତୀୟାରେ ମୁଠି ଅନୁକୂଳ ଓ ଉତ୍କଳୀୟ କୃଷକ ସମାରୋହ ଦିବସ #କୋଣାର୍କ (ଏନ୍‌.ଏମ୍‌.): ବୈଶାଖ ଶୁକ୍ଳ ତୃତୀୟ ତିଥି ପବିତ୍ର ଅକ୍ଷୟ ତୃତୀୟରେ କୃଷକମାନେ ପାରମ୍ପରିକ ରୀତିନୀତିରେ ମୁଠି ଅନୁକୂଳ କରିଛନ୍ତି । ଏହି ପରମ୍ପରାକୁ ଜନମାନସରେ ଉଦ୍‌ଜୀବିତ କରି ରଖିବା ପାଇଁ ବନାଖଣ୍ଡି ସେବା ସମବାୟ ସମିତି ଓ ନିଖିଳ ଉତ୍କଳ ନୀଳାଚଳ କୃଷକ ସଂଘ ପକ୍ଷରୁ ପୂର୍ବାହ୍ନ ୯ଟାରେ କୋଣାର୍କ ନିକଟସ୍ଥ ବନାଖଣ୍ଡି ଛକ ସ୍ଥିତ ବିହନ ଘରୁ ବିହନ ଅନୁକୂଳ, ମୁଠି…

Read More

କୃଷି ଦିବସ ଅବସରରେ କୃଷିମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷି ମୁଠି ଅନୁକୂଳ

କୃଷି ଦିବସ ଅବସରରେ କୃଷିମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷି ମୁଠି ଅନୁକୂଳ #ଭୁବନେଶ୍ୱର (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅକ୍ଷୟ ତୃତୀୟା ବା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଯାଇ ସେଠାରେ ଅକ୍ଷୀ ମୁଠି ଅନୁକୂଳ କରି ରାଜ୍ୟର କୃଷକ ଭାଇ ଭଉଣୀମାନଙ୍କୁ ଶୁଭେଛା ଜଣାଇ ଥିଲେ । ଏହାପରେ ସେ ଲୋକ ସେବା ଭବନ ଆସି ସେଠାରେ…

Read More