ଆଇପିଏଲ୍: ଲକ୍ଷ୍ନୌକୁ ହରାଇଲା ଗୁଜୁରାଟ
ଆଇପିଏଲ୍: ଲକ୍ଷ୍ନୌକୁ ହରାଇଲା ଗୁଜୁରାଟ #ଲକ୍ଷ୍ନୌ(ଏନ୍.ଏମ୍.): ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚ ବେଶ ଚିତାକର୍ଷକ ହୋଇଛି । ଏହି ଲୋ ସ୍କୋରିଂ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସ ୭ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ବିଜୟ ହାସଲ କରିଛି । ଲକ୍ଷ୍ନୌର ଦୁଇ ଓପନର ପ୍ରଥମ ୱିକେଟ ପାଇଁ ୬.୩ ଓଭରରୁ ୫୫ରନ ସଂଗ୍ରହ କରିବାରୁ ଗୁଜୁରାଟ ପକ୍ଷରୁ ଧାର୍ଯ୍ୟ ୧୩୬ରନର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ସହଜରେ…
