ଆଇପିଏଲ୍‌: ଚେନ୍ନାଇର ଚତୁର୍ଥ ବିଜୟ

ଆଇପିଏଲ୍‌: ଚେନ୍ନାଇର ଚତୁର୍ଥ ବିଜୟ #ଚେନ୍ନାଇ(ଏନ୍‌.ଏମ୍‌.): ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚତୁର୍ଥ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଚେନ୍ନାଇ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି । ଧୋନି ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତେବେ ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ୱିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୩୪ରନ କରିବାକୁ ସମର୍ଥ ହୋଇଥିଲା ।…

Read More

ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ: ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ: ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ବଲାଙ୍ଗୀର(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ ଫଳରେ ପୀଡ଼ିତାଙ୍କ ପରିବାରକୁ ସହାୟତା ରାଶି ଦିଆଯିବା ନିଶ୍ଚିତ ହୋଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବାବେଳେ ମମିତାଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ମିଳିବ ବୋଲି ଜଣାପଡ଼ିଛି…

Read More

ଆଦର୍ଶ ଶିଶୁ ଜ୍ଞାନମନ୍ଦିରର ବାର୍ଷିକ ଉତ୍ସବ

ଆଦର୍ଶ ଶିଶୁ ଜ୍ଞାନମନ୍ଦିରର ବାର୍ଷିକ ଉତ୍ସବ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଚାଉଳିଆଗଞ୍ଜସ୍ଥିତ ଆଦର୍ଶ ଶିଶୁ ଜ୍ଞାନ ମନ୍ଦିରରେ ୨୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ଉଦ୍‌ଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଛାତ୍ରଛାତ୍ରୀ ପାଶ୍ଚାତ ସଭ୍ୟତା ପ୍ରତି ଆକୃଷ୍ଟ ହେବା ପରିବର୍ତ୍ତେ ନିଜର ପରମ୍ପରାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିବା ସହ ଛାତ୍ରଛାତ୍ରୀମାନେ ସମୟାନୁବର୍ତ୍ତିତା ହେବା ସହ ଶିକ୍ଷା ଉପରେ ଧ୍ୟାନଦେଲେ ସମାଜରେ ଜଣେ ପ୍ରତିଷ୍ଠିତ…

Read More

ଇଦ୍‌-ଉଲ୍ ଫିତର: ଚାନ୍ଦକମିଟିର ଘୋଷଣା ପରେ ସଜେଇ ହେଉଛି କଟକ, ମୁତୟନ ରହିବେ ୨୦ ପ୍ଲାଟୁନ ପୁଲିସ୍ ଫୋର୍ସ

ଇଦ୍‌-ଉଲ୍ ଫିତର: ଚାନ୍ଦକମିଟିର ଘୋଷଣା ପରେ ସଜେଇ ହେଉଛି କଟକ, ମୁତୟନ ରହିବେ ୨୦ ପ୍ଲାଟୁନ ପୁଲିସ୍ ଫୋର୍ସ #କଟକ(ଏନ୍‌.ଏମ୍‌.): ଆସନ୍ତା କାଲି ପାଳନ ହେବ ସଂଖ୍ୟାଲଘୁ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍‌-ଉଲ୍ ଫିତର । ଏ ନେଇ ଆଜି ସଂଧ୍ୟାରେ କଟକ ଚାନ୍ଦ କମିଟି ପକ୍ଷରୁ ଘୋଷଣା କରାଯାଇଛି । ତେବେ ଘୋଷଣା ପରେ ଏବେ କଟକ ସହରର ସବୁସ୍ଥାନରେ ପ୍ରସ୍ତୁତି ଜୋରଦାର ଚାଲିଛି । ସତେ ଯେମିତି ନବବଧୁ ବେଶରେ କଟକ ସଜେଇ ହେବା…

Read More

ଆରପାରିରେ ତ୍ରିଲୋଚନ: ସିଏମସି କାର୍ଯ୍ୟାଳୟରୁ ବାସଭବନକୁ ଗଲା ପାର୍ଥିବ ଶରୀର; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଆରପାରିରେ ତ୍ରିଲୋଚନ: ସିଏମସି କାର୍ଯ୍ୟାଳୟରୁ ବାସଭବନକୁ ଗଲା ପାର୍ଥିବ ଶରୀର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ #କଟକ(ଏନ୍‌.ଏମ୍‌.): ରାଜ୍ୟର ପ୍ରଖ୍ୟାତ ଜନନେତା ଜଗତସିଂହପୁରର ପୂର୍ବତନ ସାଂସଦ, ବିଧାୟକ ତଥା ପୂର୍ବତନ ସିଏମସି ନଗରପାଳ ତ୍ରିଲୋଚନ କାନୁନଗୋଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରୁ ପ୍ରଥମେ କଟକ ମହାନଗର ନିଗମ (ସିଏମସି) କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ମହଲରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସିଏମସି ପକ୍ଷରୁ ମେୟର ସୁବାଷ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ, କମିଶନର ନିଖିଲ…

Read More

‘ଓଡ଼ିଶା ସ୍କିଲ କନ୍‌କ୍ଲେଭ୍‌’ ଅବସରରେ ବର୍ଣ୍ଣାଢ଼୍ୟ ପଥପ୍ରାନ୍ତ ଉତ୍ସବ

‘ଓଡ଼ିଶା ସ୍କିଲ କନ୍‌କ୍ଲେଭ୍‌’ ଅବସରରେ ବର୍ଣ୍ଣାଢ଼୍ୟ ପଥପ୍ରାନ୍ତ ଉତ୍ସବ #ଭୁବନେଶ୍ୱର(ଏନ୍‌.ଏମ୍‌.): ତିନି ଦିନିଆ ‘ଓଡ଼ିଶା ସ୍କିଲ୍ କନ୍‌କ୍ଲେଭ୍‌’ ଅବସରରେ ‘ପଥପ୍ରାନ୍ତ ଉତ୍ସବ’ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସକାଳୁ ଉତ୍ସବ ନିମନ୍ତେ ପ୍ରଦର୍ଶନୀ ପଡ଼ିଆ ଉତ୍ସବମୁଖରିତ ହୋଇପଡ଼ିଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଓ ପଲିଟେକ୍‌ନିକ୍‌ଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ଉତ୍ସବରେ ଖୁବ୍ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ…

Read More

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ #କଟକ/ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ବିୟୋଗ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ତ୍ରିଲୋଚନ କାନୁନଗୋ ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସକାଳ…

Read More