ଆଇପିଏଲ୍‌: ଡୁପ୍ଲେସି ଓ ସିରାଜ ଆରସିବିକୁ ଜିତାଇଲେ

ଆଇପିଏଲ୍‌: ଡୁପ୍ଲେସି ଓ ସିରାଜ ଆରସିବିକୁ ଜିତାଇଲେ #ହାଇଦ୍ରାବାଦ(ଏନ୍‌.ଏମ୍‌.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ଗୁରୁବାର ଅନୁଷ୍ଠିତ ପ୍ରଥମ ତଥା ଟୁର୍ଣ୍ଣାମେଣ୍ଟର ୨୭ତମ ମ୍ୟାଚ୍ରେ ଆରସିବି ବିଜୟୀ ହୋଇଛି । ବ୍ୟାଟିଂରେ ଇମ୍ପାକ୍ଟ ପ୍ଲେୟାର ଫାପ ଡୁପ୍ଲେସିଙ୍କ ଧୂଆଁଧାର ଅର୍ଦ୍ଧଶତକ(୮୪) ଓ ବୋଲିଂରେ ମହମ୍ମଦ ସିରାଜଙ୍କ ୪ ୱିକେଟ୍ (୪-୦-୨୧-୪) ବଳରେ ଚଳିତ ଆଇପିଏଲରେ ଆରସିବି ତୃତୀୟ ଜିତ୍ ହାସଲ କରିଛି । ଏହି ମ୍ୟାଚରେ ଆରସିବି ପକ୍ଷରୁ ଧାର୍ଯ୍ୟ ୧୭୫ରନର ବିଜୟ ଲକ୍ଷ୍ୟକୁ ପିଚ୍ଛା କରି…

Read More

ଜାମଦାରେ ନିଆରା ଚଇତି ପର୍ବ

ଜାମଦାରେ ନିଆରା ଚଇତି ପର୍ବ #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲା ଜାମଦା ଅଞ୍ଚଳରେ ଚଇତି ପର୍ବ ଅନୁଷ୍ଠିତ ହୋଇଯାଇଛି । ଜାମଦା, ତାଳଗାଁ, ପାସନା, ବେଲପୋଷି ଶୈବ ପୀଠରେ ବାବା ଭୋଳାନାଥଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ପାଟଭକ୍ତା ଜାମଦା ବସଷ୍ଟାଣ୍ଡରୁ ବାହାରି ରାମେଶ୍ୱର ବାବା ଜାମଦା ପର୍ଯ୍ୟନ୍ତ ଯାଇଥିଲେ । ପୂଜକ ଧ୍ରୁବ ଚରଣ ଶତପଥୀ, ଅଜୟ ପ୍ରଧାନ, ମନୋଜ ଦାସ, ବାବୁଲୁ ବେହେରା, ଶିବ ବେହେରା, ସରୋଜ ଦାସ, ବାବାଜୀ ପରାମାଣିକ, ସୁମନ୍ତ ଦାସ, ଦୀପକ ଦାସ,…

Read More

ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ

ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଥାନା ପରିସରରେ ଏକ ଜଳ ଛତ୍ର କେନ୍ଦ୍ର ଅନୁଷ୍ଟିତ ହୋଇଯାଇଛି । ସିଏମସି ପକ୍ଷରୁ କୌଣସି ସ୍ଥାନରେ ପାନୀୟ ଜଳ ବିତରଣ କରାଯାଉନଥିବା ବେଳେ କମିଶନରେଟ ପୁଲିସ ପକ୍ଷରୁ ସବୁ ଥାନା ପରିସରରେ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି । ସମ୍ପ୍ରତି ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ପଥଚାରୀମାନେ ଶୋଷରେ ଆଉଟୁ ପାଉଟୁ ହୋଇ ପଡ଼ୁଥିବାବେଳେ ଜଗତପୁର ଥାନା ପୁଲିସ ପଥଚାରୀ ଓ ସାଧାରଣ ଲୋକମାନଙ୍କୁ…

Read More

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ଜଗତପୁର ବିଦ୍ୟୁତ ଉପଭୋକ୍ତା ସଂଘ #ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବାବେଳେ ଜଗତପୁର ଅଞ୍ଚଳରେ ଉଭୟ ରାତ୍ରୀ ଓ ଦିନ ସମୟରେ ବାରମ୍ବାର ମରାମତି ଆଳରେ ବିଦ୍ୟୁତ କାଟ ଲୋକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଦେଉଛି । ଏହି ପରିପ୍ରେକ୍ଷୀରେ “ଜଗତପୁର ବିଦ୍ୟୁତ ଉପଭୋକ୍ତା ସଙ୍ଘ’ ପକ୍ଷରୁ ସଭାପତି ତୀର୍ଥାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଜଗତପୁର ଗୋଲେଇ ଛକ ସ୍ଥିତ ଟିପିସିଓଡିଏଲ କାର୍ଯ୍ୟାଳୟ ଘେରାଉ କରାଯାଇଛି ।…

Read More