ଜବର ଦଖଲ ଉଚ୍ଛେଦକୁ ନେଇ ଆତଙ୍କିତ ଅବସ୍ଥାରେ ଜଗତପୁର ଅଞ୍ଚଳର ଦୋକାନୀ
ଜବର ଦଖଲ ଉଚ୍ଛେଦକୁ ନେଇ ଆତଙ୍କିତ ଅବସ୍ଥାରେ ଜଗତପୁର ଅଞ୍ଚଳର ଦୋକାନୀ #କଟକ(ଏନ୍.ଏମ୍.): ଜଗତପୁର ୪୮ନମ୍ବର ୱାର୍ଡର ମହାନଦୀ ବ୍ୟାରେଜ ଛକ ଠାରୁ ବିରୂପା ବ୍ୟାରେଜ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଦୋକାନ ଗୁଡିକୁ ପ୍ରଶାସନ ପକ୍ଷରୁ ଆସନ୍ତା ୧୮ତାରିଖ ଦିନ ଉଚ୍ଛେଦ କରାଯିବ ବୋଲି ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ବାହାରିବା ପରେ ଏବେ ଦୋକାନୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଏହି ଅଞ୍ଚଳର ଦୋକାନୀମାନଙ୍କର ଏକ ଜରୁରୀ ବୈଠକ ଯୁବ…
