କଟକ ରୋଡର ୩୧ ନମ୍ବର ୱାର୍ଡ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳନ
କଟକ ରୋଡର ୩୧ ନମ୍ବର ୱାର୍ଡ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳନ #ଭୁବନେଶ୍ୱର(ଏନ୍.ଏମ୍.): ଆଜି ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତିରେ ସାମାଜିକ ଅନୁଷ୍ଠାନ କଟକ ରୋଡ ସ୍ଥିତ ୩୧ ନମ୍ବର ୱାର୍ଡ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳନ କରାଯାଇଛି । ରାଜଧାନୀର କଟକ ରୋଡ ସ୍ଥିତ ଝାଡ଼ପଡା ବ୍ରିଜ ପାଖରେ ଥିବା ଗାଙ୍ଗୁରାମ ସମ୍ମୁଖୀନରେ ଏନେଇ ପଣା ବଣ୍ଟନ ଆୟୋଜିତ ହୋଇଛି ।ପଣା ଉତ୍ସବରେ ବ୍ୟବହାର ହୋଇଥିବା…
