ଅସହ୍ୟ ଗ୍ରୀଷ୍ମ ପ୍ରବାହ: କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି, ପାଣି ଟୋପେ ପାଇଁ ଡହଳ ବିକଳ ପଥଚାରୀ, ପାନୀୟ ଜଳ ବିତରଣ କେନ୍ଦ୍ର କେବେ ?

ଅସହ୍ୟ ଗ୍ରୀଷ୍ମ ପ୍ରବାହ: କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି, ପାଣି ଟୋପେ ପାଇଁ ଡହଳ ବିକଳ ପଥଚାରୀ, ପାନୀୟ ଜଳ ବିତରଣ କେନ୍ଦ୍ର କେବେ ? #କଟକ(ଏନ୍‌.ଏମ୍‌.): ସମ୍ପ୍ରତି କଟକ ଜିଲ୍ଲାରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକେ ଆଉଟ ପାଉଟ ହୋଇଗଲେଣି । ଜନସାଧାରଣଙ୍କ ପାଇଁ କଟକ ସହର ସତେ ଯେମିତି ତତଲା କଡେଇ ଭଳି ହୋଇଯାଇଛି । ବିଶେଷ କରି ବାଟୋଇମାନେ ଅସହ୍ୟ ଖରାରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି…

Read More

ବେଆଇନ ମଦ ପ୍ରସ୍ତୁତିବେଳେ ଅବକାରୀ ବିଭାଗର ଚଢ଼ାଉ: ୧୯ହଜାର ଲିଟର ପୋଚ ସହ ସାଢ଼େ ୩ହଜାର ଲିଟର ମଦ ଜବତ

ବେଆଇନ ମଦ ପ୍ରସ୍ତୁତିବେଳେ ଅବକାରୀ ବିଭାଗର ଚଢ଼ାଉ: ୧୯ହଜାର ଲିଟର ପୋଚ ସହ ସାଢ଼େ ୩ହଜାର ଲିଟର ମଦ ଜବତ #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ବେଆଇନ ମଦ ରନ୍ଧା ଚାଲିଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ବେଳେ୧୮ ହଜାର ୯୦୦ ଶହ ଲିଟର ଗୁଡ଼ପୋଚ ସହିତ ୩ ହଜାର ୫ ଶହ ୭୦ ଲିଟର ଦେଶୀ ରନ୍ଧା ମଦ ନଷ୍ଟ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଆଠଗଡ଼ର…

Read More

ବାସୁଦେବପୁର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ଅଧିବେଶନରେ ନିର୍ବାଚିତ ପ୍ରତିନିଧିଙ୍କ ଅସନ୍ତୋଷ

ବାସୁଦେବପୁର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ଅଧିବେଶନରେ ନିର୍ବାଚିତ ପ୍ରତିନିଧିଙ୍କ ଅସନ୍ତୋଷ #ଭଦ୍ରକ(ଏନ୍‌.ଏମ୍‌.): ସ୍ଥାନୀୟ ନୀଳମଣି ଟାଉନ ହଲ ପରିସରରେ ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତ ସମିତି ପକ୍ଷରୁ ଚତୁର୍ଥ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସକାଳ ୧୧ ରେ ଆରମ୍ଭ ହେବାକୁ ଥିବା ଅଧିବେଶନର କିଛି ସମୟ ବିଳମ୍ବ ହେବାରୁ ସ୍ଥାନୀୟ କିଛି ଜନ ପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପରେ ଅଧିବେଶନ ଆରମ୍ଭ ହୋଇଥିଲା । ସ୍ଥାନୀୟ ଭଦ୍ରକ ସାଂସଦ…

Read More

ଗ୍ରୀଷ୍ମ ପ୍ରବାହର ମୁକାବିଲା ଓ ସତର୍କତାମୂଳକ ପଦକ୍ଷେପ ଜନିତ ସମୀକ୍ଷା ବୈଠକ ; ଅଶୁଂଘାତ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ମିଳିବ ୫୦ହଜାର ଟଙ୍କା

ଗ୍ରୀଷ୍ମ ପ୍ରବାହର ମୁକାବିଲା ଓ ସତର୍କତାମୂଳକ ପଦକ୍ଷେପ ଜନିତ ସମୀକ୍ଷା ବୈଠକ ଅଶୁଂଘାତ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ମିଳିବ ୫୦ହଜାର ଟଙ୍କା #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବିଭିନ୍ନ ବିଭାଗମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ…

Read More