ଝିମିଟି ଖେଳରୁ ମହାଭାରତ: କ୍ରିକେଟ ଟୁନାମେଣ୍ଟ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା
ଝିମିଟି ଖେଳରୁ ମହାଭାରତ: କ୍ରିକେଟ ଟୁନାମେଣ୍ଟ ଚାଲିଥିବା ବେଳେ ଅମ୍ପାୟାରଙ୍କୁ ହତ୍ୟା #ଚୌଦ୍ୱାର(ଏନ୍.ଏମ୍.): ଝିମିଟି ଖେଳରୁ ମହାଭାରତ । ଏକଥା ବିଭିନ୍ନ ରୁଢ଼ିରେ ପ୍ରୟୋଗ ହେଉଥିବାବେଳେ ବାସ୍ତବକ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ମନୋରଞ୍ଜନ ନିମନ୍ତେ ଆବାଳବୃଦ୍ଧବନିତା ଏବେ କ୍ରିକେଟ ଉପରେ ନିର୍ଭର କରୁଛନ୍ତି । କିଏ କ୍ରିଟେକ ଦେଖି ମନଖୁସି କରୁଛି ତ ଆଉ କିଏ କ୍ରିକେଟ ଖେଳି । ସେହିଭଳି କିଛି କ୍ରୀଡ଼ା ଅନୁଷ୍ଠାନ କ୍ରିକେଟ ଖେଳ ଆୟୋଜନ କରି ଏହାକୁ ଅଧିକ ଲୋକପ୍ରିୟତା…
