କୋଇଲା ଉତ୍ପାଦନରେ ଏମ୍ସିଏଲ୍ର ସବର୍କାଳୀନ ରେକର୍ଡ
କୋଇଲା ଉତ୍ପାଦନରେ ଏମ୍ସିଏଲ୍ର ସବର୍କାଳୀନ ରେକର୍ଡ #ଭୁବେନଶ୍ୱର(ଏନ୍.ଏମ୍.): ୨୦୨୨-୨୩ ଆର୍ଥିକ ବଷରେ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମ୍ସିଏଲ୍) କୋଇଲା ଉତ୍ପାଦନେର ସବର୍କାଳୀନ ରେକର୍ଡ କରିଛି । ଚଳିତ ବର୍ଷ କମ୍ପାନୀ ୧୯୩.୩ ମିଲିଅନ ଟନ୍ ଉତ୍ପାଦନ କରିବା ସହିତ ୧୯୨.୭ ମିଲିଅନ ଟନ୍ କୋଇଲା ଯୋଗାଇବାରେ ନୂତନ ରେକର୍ଡ ସ୍ଥାପନ କରିଛି । ଏମ୍ସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିଦ୍ଦେର୍ଶକ ଓମ୍ ପ୍ରକାଶ ସିଂ ଭୁବେନଶ୍ୱରଠାରେ ଅୋୟାଜିତ ଏମ୍ସିଏଲ୍ର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଦେଶର…
