କୂଳସରିଚୁଆଁ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

କୂଳସରିଚୁଆଁ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ #କଟକ ସଦର (ଏନ୍‌.ଏମ୍‌.): ସ୍ଥାନୀୟ ବୟାଳିଶ ମୌଜା କୂଳସରିଚୁଆଁ ଉଚ୍ଚ ବିଦ୍ୟାଳୟର ୧୯୯୫ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ପ୍ରଦୀପ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨୭ ବର୍ଷ ପରେ ୫୦ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ସ୍କୁଲ ଦିନର ଅନେକ ଅଭୁଲା ସ୍ମୃତିର ରୋମନ୍ଥନ କରିଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ଦୀର୍ଘ ବର୍ଷ ପରେ ସମସ୍ତେ ଗୋଟିଏ ଛାତ ତଳେ…

Read More

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ : ଏକତ୍ରିତ ହେବା ପାଇଁ ଆହ୍ୱାନ ରାଇରଙ୍ଗପୁର(ଏନ୍‌.ଏମ୍‌.): ବାରିପଦା ସ୍ଥିତ ଷ୍ଟାଡିୟମ କନଫେରେନ୍ସ ହଲ ଠାରେ ବାରିପଦା ଖଣ୍ଡାୟତ ପରିବାର ତରଫରୁ ତୃତୀୟ ଥର ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାରିପଦାର ସମସ୍ତ ଖଣ୍ଡାୟତ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗ ଦେଇ ଖଣ୍ଡାୟତ ମାନଙ୍କ ମୌଳିକ ସମସ୍ୟା ଗୁଡିକ ଉପରେ ଆଲୋକପାତ କରିଥିଲେ । ଆଜିର ଯୁଗରେ ସାଧାରଣତଃ ଖଣ୍ଡାୟତ ପରିବାର ଗୁଡିକ…

Read More

ରାଇରଙ୍ଗପୁରରେ ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ବିଶ୍ୱକଲ୍ୟାଣ ମହାଯଜ୍ଞ

ରାଇରଙ୍ଗପୁରରେ ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ବିଶ୍ୱକଲ୍ୟାଣ ମହାଯଜ୍ଞ #ରାଇରଙ୍ଗପୁର(ଏନ୍‌.ଏମ୍‌.): ଯଜ୍ଞ ଅନୁଷ୍ଠାନ ଦ୍ୱାରା ଇନ୍ଦ୍ର ଦେବତା ପ୍ରସନ୍ନ ହୋଇ ବୃଷ୍ଟି କରନ୍ତି ଯାହା ଫଳରେ ବିଶ୍ୱ ଶସ୍ୟସାମଳା ହୋଇଥାଏ । ଯଜ୍ଞ ଦ୍ୱାରା ମନ୍ତ୍ର ଶକ୍ତି, ଆତ୍ମିକ ଶକ୍ତି ଜାଗ୍ରତ, ଆଧ୍ୟାତ୍ମିକ, ଆଧବୈଦିକ, ଅଧିଭୌତିକ ବିପତ୍ତିରୁ ମୁକ୍ତି ମିଳେ, ପିତୃଲୋକ ମାନେ ସନ୍ତୁଷ୍ଟ ହୁଅନ୍ତି । ଧର୍ମର ଜୟ ହେବା ସହ ଅଧର୍ମର ବିଲୟ ହୁଏ । ମନୁଷ୍ୟର ଅନ୍ତଃକରଣ ପବିତ୍ର ହେବା ସହ କୁସଂସ୍କାର ଦୂରିଭୂତ…

Read More

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗରରେ ସାଧାରଣ ସଭା

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ: ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗରରେ ସାଧାରଣ ସଭା ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇସ୍କୁଲର ରୂପାନ୍ତର ହେବ: ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର/ବ୍ରହ୍ମପୁର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ଯ୍ୟ ନଗର ଆଦି ସ୍ଥାନରେ ୨ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଛତ୍ରପୁରରେ ୧ହଜାର କୋଟି, ହିଂଜିଲିରେ ୫୯୦ କୋଟି ଓ କବିସୂର୍ଯ୍ୟ ନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର…

Read More

ଫ୍ଲାଟ ଯୋଗାଇଦେବା କ୍ଷେତ୍ରରେ ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡ଼ର ମହାଠକେଇ ଅଭିଯୋଗ

ଫ୍ଲାଟ ଯୋଗାଇଦେବା କ୍ଷେତ୍ରରେ ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡ଼ର ମହାଠକେଇ ଅଭିଯୋଗ #କଟକ(ଏନ୍‌.ଏମ୍‌.): ଶ୍ରୀ ଭେଙ୍କେଟେଶ୍ୱର ଇଣ୍ଡଷ୍ଟ୍ରିଆଲ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡର ସିଲଭର ଲାଇନିଂ ଆପାର୍ଟମେଣ୍ଟ ପାଇଁ ଘର କିଣିଥିବା ଗ୍ରାହକମାନେ ସଂସ୍ଥା ଦ୍ୱାରା ଠକାମୀର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏପରିକି ଉକ୍ତ ସଂସ୍ଥା ବ୍ରୋଚର ମାଧ୍ୟମରେ ଗ୍ରାହକମାନଙ୍କ ନିମନ୍ତେ ଯେଉଁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଘୋଷଣା କରିଥିଲେ ସେତେକ ମଧ୍ୟ ଯୋଗାଇଦେଲେ ନାହିଁ । ଫଳରେ ସଂସ୍ଥା କର୍ତ୍ତୃପକ୍ଷ…

Read More

ଐକତାର ରଜତ ଜୟନ୍ତୀ ଉତ୍ସବ: ବିଶ୍ୱକୁ ବସୁଧୈବ କୁଟୁମ୍ବକମ୍‌ର ଶିକ୍ଷା ଦେଇଛି ଭାରତ- ରାଜ୍ୟପାଳ

ଐକତାର ରଜତ ଜୟନ୍ତୀ ଉତ୍ସବ: ବିଶ୍ୱକୁ ବସୁଧୈବ କୁଟୁମ୍ବକମ୍‌ର ଶିକ୍ଷା ଦେଇଛି ଭାରତ- ରାଜ୍ୟପାଳ #କଟକ(ଏନ୍‌.ଏମ୍‌.): କଟକର ସହିଦ୍ ଭବନରେ ତେଲୁଗୁ ସମ୍ପ୍ରଦାୟର ରଜତ ଜୟନ୍ତୀ ଏବଂ ଜାତୀୟ ତେଲୁଗୁ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେଲୁଗୁ ସମ୍ପ୍ରଦାୟର ଐକତା ସଂଗଠନ ପକ୍ଷରୁ ଅଧ୍ୟକ୍ଷ ଭି. ସୁଭାଷ ନାଇଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦ୍‌ଘାଟନ କରିଥିଲେ । ରାଜ୍ୟପାଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ…

Read More

ଶୈଳବାଳା ମହାବିଦ୍ୟାଳୟରେ ଭର୍ଚ୍ଚୁଆଲ ମାଧ୍ୟମରେ ୪ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଶୈଳବାଳା ମହାବିଦ୍ୟାଳୟରେ ଭର୍ଚ୍ଚୁଆଲ ମାଧ୍ୟମରେ ୪ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ #କଟକ(ଏନ୍‌.ଏମ୍‌.): କଟକର ଶୈଳବାଳା ମହିଳା (ସ୍ୱୟଂଶାସିତ) ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ନିମନ୍ତେ ୪ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସେହିପରି ମହାବିଦ୍ୟାଳୟ ପରିସରରେ ନ୍ୟୁ ଆକାଡେମିକ୍ ବ୍ଲକ୍‌ର ମଧ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ୍ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଉପରୋକ୍ତ ପ୍ରକଳ୍ପର…

Read More

ଗ୍ରାହକ ସେବାକେନ୍ଦ୍ରରେ ଠକେଇ ଅଭିଯୋଗ: ଗିରଫ ହେଲେ ପରିଚାଳକ

ଗ୍ରାହକ ସେବାକେନ୍ଦ୍ରରେ ଠକେଇ ଅଭିଯୋଗ: ଗିରଫ ହେଲେ ପରିଚାଳକ #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ଗ୍ରାମ ପଞ୍ଚାୟତରେ ଥିବା ମିନି ଷ୍ଟେଟ ବ୍ୟାଙ୍କର ପରିଚାଳକଙ୍କ ନାମରେ ସ୍ଥାନୀୟ ଜଣେ ଗ୍ରାହକ ଗତ ଫେବୃୟାରୀ ୧୬ତାରିଖରେ ଠକେଇ ଅଭିଯୋଗ କରିଥିଲେ । ତେବେ ଏ ନେଇ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରିବା ସହ ସମ୍ପୃକ୍ତ ବ୍ୟାଙ୍କ ପରିଚାଳକ ଏଥିରେ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ…

Read More

କଟକରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ୫-ଟି ସଚିବ

କଟକରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ୫-ଟି ସଚିବ #କଟକ(ଏନ୍‌.ଏମ୍‌.): କଟକ ସହରରେ ଏମସ୍ ପ୍ଲସ୍ ଭଳି ବିଶ୍ୱସ୍ତରୀୟ ପ୍ରକଳ୍ପ ସମେତ ବିଭିନ୍ନ ଉନ୍ନତି ମୂଳକ ନିର୍ମାଣ କାର୍ଯ୍ୟ ଅଞ୍ଚଳର ଶ୍ରୀ ବୃଦ୍ଧି କରିଥିବାବେଳେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସହରକୁ ଅଧିକ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟମୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ୫-ଟି ସଚିବ ଭି.କେ. ପାଣ୍ଡିୟାନ କଟକ ସହରରେ ପହଞ୍ଚି ଚାଲିଥିବା…

Read More

ମଦ ପାଇଁ ଛୁଆକୁ ବିକିଲା ବାପା

ମଦ ପାଇଁ ଛୁଆକୁ ବିକିଲା ବାପା #ଭଦ୍ରକ(ଏନ୍‌.ଏମ୍‌.): ମଦ ପାଇଁ ଛୁଆକୁ ବିକି ଦେଲା ବାପା । ସାମାନ୍ୟ ମଦ ନିଶା ପାଇଁ ଆଜି ସ୍ନେହ ମମତାକୁ ବଳି ପକାଇ ଦେଇଛି । ଜଣେ ବାପା ଆଜି ନିଜର ଅଢେଇ ବର୍ଷର ପୁଅକୁ ଅନ୍ୟକୁ ବିକ୍ରି କରି ଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବେତଡା ଅଞ୍ଚଳରେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବେତଡା ଚନ୍ଦନପୁର…

Read More

ଆଠଗଡ଼ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଆଠଗଡ଼ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଜେନାପଦା ଗୁଳିମାଡ଼ ହତ୍ୟା ଘଟଣାରେ ଆଠଗଡ଼ ପୋଲିସ୍ କୁ ବଡ ସଫଳତା । ଆଠଗଡ଼ ପୋଲିସ୍ ଏକ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ଅବସରପ୍ରାପ୍ତ ସୈନିକ ସଦାନନ୍ଦ ଦାସକୁ ଗିରଫ କରିଛି ଆଠଗଡ଼ ପୋଲିସ୍ । ଆଠଗଡ଼ ପୋଲିସ୍ ପକ୍ଷରୁ ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ସଦାନନ୍ଦ ଦାସ ଗିରଫ କରିଛି ପୋଲିସ୍ । ହତ୍ୟାରେ…

Read More

ଆଠଗଡ଼ ବିଜେଡିରେ ସାମିଲ ହେଲେ ଅଭୟ ବାରିକଙ୍କ ଶତାଧିକ ସମର୍ଥକ

ଆଠଗଡ଼ ବିଜେଡିରେ ସାମିଲ ହେଲେ ଅଭୟ ବାରିକଙ୍କ ଶତାଧିକ ସମର୍ଥକ #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ନିର୍ବାଚନ ମଣ୍ଡଳୀର ଅଭୟ ବାରିକଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ସମର୍ଥନ କରୁଥିବା ତିଗିରିଆ ବ୍ଲକର ଶତାଧିକ ଜନସାଧାରଣ ଏବେ ତାଙ୍କ ସଂଗଠନରୁ ଓହରି ଯାଇଛନ୍ତି । ଦୀର୍ଘ ଦିନ ଧରି ତାଙ୍କ ସହ କାମ କରିବା ପରେ ଶ୍ରୀ ବାରିକ ତାଙ୍କୁ ପ୍ରତାରିତ କରିଥିବାରୁ ସେମାନେ ବାଧ୍ୟ ହୋଇ ସ୍ଥାନୀୟ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟ କୃଷି…

Read More