କଟକ ଜିଲ୍ଲା କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ: କେନ୍ଦ୍ର ସରାକାରଙ୍କ ବିରୋଧରେ ଗର୍ଜିଲେ ବିଜୟ ପଟ୍ଟନାୟକ
କଟକ ଜିଲ୍ଲା କଂଗ୍ରେସ କମିଟିର ସାମ୍ବାଦିକ ସମ୍ମିଳନୀ: କେନ୍ଦ୍ର ସରାକାରଙ୍କ ବିରୋଧରେ ଗର୍ଜିଲେ ବିଜୟ ପଟ୍ଟନାୟକ #କଟକ(ଏନ୍.ଏମ୍.): କେନ୍ଦ୍ର ବିଜେପି ଶାସିତ ମୋଦୀ ସରକାରଙ୍କ ଷଡ଼ଯନ୍ତ୍ର ତଥା ଅଗଣତାନ୍ତ୍ରିକ ଭାବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତରବରିଆ ଭାବେ ଲୋକସଭାର ସଭ୍ୟପଦ ରଦ୍ଦ ଓ ସରକାରୀ କ୍ୱାର୍ଟର୍ ତୁରନ୍ତ ଖାଲି କରିବା ନିର୍ଦ୍ଦେଶ ବିରୋଧରେ ଆଜି ବର୍ଷିଛନ୍ତି କଟକ ଜିଲ୍ଲା କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ତଥା ଓଡିଶାର ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ । ସେ…
