ଜଗତପୁରରେ ସିଏମସି ଉଚ୍ଛେଦର ଦ୍ୱିତୀୟ ଦିନ: ପ୍ରଶାସନିକ ପକ୍ଷପାତିତା ନେଇ କୁହୁଳୁଛି ଅସନ୍ତୋଷ !

ଜଗତପୁରରେ ସିଏମସି ଉଚ୍ଛେଦର ଦ୍ୱିତୀୟ ଦିନ: ପ୍ରଶାସନିକ ପକ୍ଷପାତିତା ନେଇ କୁହୁଳୁଛି ଅସନ୍ତୋଷ ! #ଜଗତପୁର(ଏନ୍‌.ଏମ୍‌.): ସିଏମସି ୪୮ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ ଆଜି ୨ୟ ଦିନରେ ଉଚ୍ଛେଦ ପ୍ରକିୟା ଚାଲିଛି । ମାତ୍ର ଏହି ଉଚ୍ଛେଦ କାର୍ଯ୍ୟ ପରିଚାଳନା କରୁଥିବା ପ୍ରଶାସନିକ ଅଧିକାରୀ ଏଥିରେ ପକ୍ଷପାତିତା ପ୍ରଦର୍ଶନ କରୁଥିବା ଅଭିଯୋଗ କରି ଅଞ୍ଚଳବାସୀ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଚ୍ଛେଦ ସମୟରେ ସମାନ ସୀମାରେ ଥିବା ବହୁ ଗରିବ ଲୋକଙ୍କ ଘର ଉଚ୍ଛେଦ କରାଯାଇ…

Read More

‘ଆମ ସଂସ୍କୃତି ଆମ ଖେଳଣା’ କର୍ମଶାଳା

‘ଆମ ସଂସ୍କୃତି ଆମ ଖେଳଣା’ କର୍ମଶାଳା #କୋଣାର୍କ(ଏନ୍‌.ଏମ୍‌.): ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ପକ୍ଷରୁ ‘ଆମ ସଂସ୍କୃତି ଆମ ଖେଳଣା’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ନିକଟ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ ପରିସରରେ ସିଆରସିସି ରବୀନ୍ଦ୍ରନାଥ ବାହିନୀପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଦୁଇ ଦିନିଆଁ କର୍ମଶାଳାରେ କ୍ଲଷ୍ଟରର ୧୩ଟି ବିଦ୍ୟାଳୟରୁ ୩୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ପରମ୍ପରା ଓ ସଂସ୍କୃତି ଆଧାରିତ ତଥା ମୌଳିକ ସାକ୍ଷରତା ଓ ସଂଖ୍ୟା…

Read More

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଇସିଆଇଙ୍କ ଘୋଷଣା; ମେ’ ୧୦ରେ ମତଦାନ, ୧୩ରେ ଭୋଟ ଗଣତି

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଇସିଆଇଙ୍କ ଘୋଷଣା; ମେ’ ୧୦ରେ ମତଦାନ, ୧୩ରେ ଭୋଟ ଗଣତି #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ଝାରସୁଗୁଡ଼ାରେ ଉପନିର୍ବାଚନ ହେବା ନେଇ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) । ଆସନ୍ତା ମେ’ ମାସ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ । ଏନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ, ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ହେବା…

Read More

ଗୌତମ ଆଦାନୀଙ୍କ ଜାଲ୍ କାରବାରର ତଦନ୍ତ ପାଇଁ ଜେପିସି ଗଠନ କରିବାକୁ ସି.ପି.ଆଇ.(ଏମ୍‍)ର ଦାବି

ଗୌତମ ଆଦାନୀଙ୍କ ଜାଲ୍ କାରବାରର ତଦନ୍ତ ପାଇଁ ଜେପିସି ଗଠନ କରିବାକୁ ସି.ପି.ଆଇ.(ଏମ୍‍)ର ଦାବି #କଟକ(ଏନ୍‌.ଏମ୍‌.): ପୁଞ୍ଜି ସମ୍ରାଟ ଗୌତମ ଆଦାନୀଙ୍କ ଅଚଳାଚଳ ସଂପଦ କି ଉପାୟରେ ବଢିଲା? ଓ ହିଣ୍ଡନବର୍ଗ ରିସର୍ଚ୍ଚ ରିପୋର୍ଟରେ ଏହାର ଟିକିନିଖି ବିବରଣୀ ପ୍ରକାଶ ପାଇବା ପରେ ପାର୍ଲାମେଣ୍ଟରେ ସମସ୍ତ ବିରୋଧୀ ଦଳ ଏହାର ତଦନ୍ତ ପାଇଁ ଜେପିସି (ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି) ଗଠନ କରିବାକୁ ଦାବି କରି ଆସୁଛନ୍ତି । ୨୦୧୪ରେ ଗୌତମ ଆଦାନୀଙ୍କ ସଂପଦ ୭.୧ ବିଲିୟନ ଡଲାର…

Read More

ସର୍ବନିମ୍ନ ପେନସନ ବୃଦ୍ଧି ଦାବିରେ ଇପିଏଫ୍ ପେନସନ ସଂଘର ଆନ୍ଦୋଳନ ଡାକରା

ସର୍ବନିମ୍ନ ପେନସନ ବୃଦ୍ଧି ଦାବିରେ ଇପିଏଫ୍ ପେନସନ ସଂଘର ଆନ୍ଦୋଳନ ଡାକରା #କଟକ(ଏନ୍‌.ଏମ୍‌.): ଓଡ଼ିଶା ସମେତ ସାରା ଦେଶରେ ଥିବା ୭୫ ଲକ୍ଷ ଇପିଏଫ୍ ପେନସନଭୋଗୀ ବରିଷ୍ଠ ନାଗରିକମାନଙ୍କୁ ପେନସନ ବୃଦ୍ଧି ବାବଦରେ କେନ୍ଦ୍ର ସରକାର ପ୍ରତାରିତ କରିଥିବାରୁ ଆଗାମୀ ଦିନରେ ଏହା ବିରୁଦ୍ଧରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବା ଲାଗି ନିଷ୍ପତ୍ତି ହୋଇଛି । ଅଲ୍ ଓଡ଼ିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍‌ର ରାଜ୍ୟ କମିଟି ବୈଠକରେ ଏ ବାବଦରେ ବିସ୍ତୃତ ଆଲୋଚନା ହୋଇ ସର୍ବ ସମ୍ମତ ପ୍ରସ୍ତାବ…

Read More