ରାଇରଙ୍ଗପୁରରେ ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ବିଶ୍ୱକଲ୍ୟାଣ ମହାଯଜ୍ଞ
ରାଇରଙ୍ଗପୁରରେ ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ବିଶ୍ୱକଲ୍ୟାଣ ମହାଯଜ୍ଞ #ରାଇରଙ୍ଗପୁର(ଏନ୍.ଏମ୍.): ଯଜ୍ଞ ଅନୁଷ୍ଠାନ ଦ୍ୱାରା ଇନ୍ଦ୍ର ଦେବତା ପ୍ରସନ୍ନ ହୋଇ ବୃଷ୍ଟି କରନ୍ତି ଯାହା ଫଳରେ ବିଶ୍ୱ ଶସ୍ୟସାମଳା ହୋଇଥାଏ । ଯଜ୍ଞ ଦ୍ୱାରା ମନ୍ତ୍ର ଶକ୍ତି, ଆତ୍ମିକ ଶକ୍ତି ଜାଗ୍ରତ, ଆଧ୍ୟାତ୍ମିକ, ଆଧବୈଦିକ, ଅଧିଭୌତିକ ବିପତ୍ତିରୁ ମୁକ୍ତି ମିଳେ, ପିତୃଲୋକ ମାନେ ସନ୍ତୁଷ୍ଟ ହୁଅନ୍ତି । ଧର୍ମର ଜୟ ହେବା ସହ ଅଧର୍ମର ବିଲୟ ହୁଏ । ମନୁଷ୍ୟର ଅନ୍ତଃକରଣ ପବିତ୍ର ହେବା ସହ କୁସଂସ୍କାର ଦୂରିଭୂତ…
