ଡ୍ରାଇଭର ମହାସଂଘର ଆନ୍ଦୋଳନ ଦ୍ୱିତୀୟ ଦିନରେ: ହୁ ହୁ ହୋଇ ବଢ଼ିଲା ବଜାର ଦର
ଡ୍ରାଇଭର ମହାସଂଘର ଆନ୍ଦୋଳନ ଦ୍ୱିତୀୟ ଦିନରେ: ହୁ ହୁ ହୋଇ ବଢ଼ିଲା ବଜାର ଦର #କଟକ (ଏନ୍.ଏମ୍.): ୧୦ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜରାସ୍ତାକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘର ପ୍ରଭାବ ଗୋଟିଏ ଦିନପରେ ଏବେ ବଜାର ଦର ଉପରେ ପଡ଼ିଛି । ବିଶେଷ କରି ଡ୍ରାଇଭରମାନଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ସିଧାସଳଖ ପ୍ରଭାବ ପରିବା ମାର୍କେଟ ଉପରେ ପଡ଼ିିଛି । ଧୀରେ ଧୀରେ ବଜାରରୁ ପନିପରିବା ଖାଲି ହେବାକୁ ଲାଗିଥିବାବେଳେ ଦର ହୁ ହୁ…
