ଓଡିଶା ଡ୍ରାଇଭର ମହାସଂଘ ଡାକରା: ଜଗତପୁର ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ
ଓଡିଶା ଡ୍ରାଇଭର ମହାସଂଘ ଡାକରା: ଜଗତପୁର ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ #କଟକ/ଜଗତପୁର(ଏନ୍.ଏମ୍.): ରାଜ୍ୟସରକାରଙ୍କ ନିକଟରେ ଡ୍ରାଇଭରମାନଙ୍କ ମୌଳିକ ଅଧିକାର ପ୍ରଦାନ କରିବା ଦାବିରେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ୩୦ଟି ଜିଲ୍ଲା ତଥା ୩୧୪ଟି ବ୍ଲକରେ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ସେହିଭଳି କଟକ ଜିଲ୍ଲାରେ ସହର ସମେତ ଜଗତପୁର, ଚୌଦ୍ୱାର, ଖୁଣ୍ଟୁଣୀ, ଆଠଗଡ଼ ଆଦି ଅଞ୍ଚଳରେ ଡ୍ରାଇଭରମାନେ ଆନ୍ଦୋଳନ…
