ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଓଡ଼ିଶା କୃଷକ ସଭାର ଦାବି
ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଓଡ଼ିଶା କୃଷକ ସଭାର ଦାବି #କଟକ(ଏନ୍.ଏମ୍.): ଚାଷୀଙ୍କ ଠାରୁ ଧାନ କିଣିବା କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ଏକ ପ୍ରହସନରେ ପରିଣତ କରିଛନ୍ତି ବୋଲି ଏ.ଆଇ.କେ.ଏସ୍. ସହ-ବନ୍ଧିତ ଓଡ଼ିଶା କୃଷକ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଗୋଟିଏ ପଟେ ସରକାର ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ସେମାନଙ୍କୁ ପରୋକ୍ଷରେ ଅଭାବୀ ବିକ୍ରୀର ଶିକାର ହେବାକୁ ବାଧ୍ୟ କରାଉଛନ୍ତି ବୋଲି କୃଷକ ସଭା…
