ଟ୍ରକ ଦଲାଲ ଗିରଫ: ୨ଟି ଟ୍ରକ ଜବତ

ଟ୍ରକ ଦଲାଲ ଗିରଫ: ୨ଟି ଟ୍ରକ ଜବତ #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ପୁଲିସ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗରେ ଜଣେ ଟ୍ରକ ଦଲାଲକୁ ଗିରଫ କରିଛି । ଗିରଫ ଜଣକ ଜଗତପୁର ଥାନା ଅନ୍ତର୍ଗତ ବାହାଦୁଲପାଟଣାର ଅଜୟ ଦଲାଲ ବୋଲି ଜଣାପଡ଼ିଛି । ଗାଡି ସୋରୁମ ଗୁଡିକରେ ନିଲାମ ହେଉଥିବା ଟ୍ରକଗୁଡିକୁ କମ ମୂଲ୍ୟରେ କିଣି ଅଧିକ ଦରରେ ବିକ୍ରି କରୁଥିଲା ଅଜୟ । ତେବେ ସେ ଗୋଟିଏ ଗାଡି ଦେଖାଇ ଏକାଧିକ ଲୋକଙ୍କ ଠାରୁ ଅଗ୍ରୀମ…

Read More

ଘରୋଇ ଯାତ୍ରୀବାହୀ ବସ ଓଲଟି ୨୦ରୁ ଉର୍ଦ୍ଧ୍ୱ ଆହତ ୨ ଗୁରୁତର

ଘରୋଇ ଯାତ୍ରୀବାହୀ ବସ ଓଲଟି ୨୦ରୁ ଉର୍ଦ୍ଧ୍ୱ ଆହତ ୨ ଗୁରୁତର #ରାଇରଙ୍ଗପୁର(ଏନ୍‌.ଏମ୍‌.): ଯାତ୍ରୀବାହୀ ବସ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଇନ୍ଦ୍ରାଣୀ ନାମକ ଯାତ୍ରୀବାହୀ ବସଟି ବେତନଟୀ ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ପ୍ରାୟ ୫୦ଜଣ ଯାତ୍ରୀଙ୍କୁ ନେଇ ଇନ୍ଦ୍ରାଣୀ…

Read More

ହାତୀ ମୃତ୍ୟୁ ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହାତୀ ମୃତ୍ୟୁ ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ News by Padmalochan Mishra (Cuttack) #କଟକ (ଏନ୍‌.ଏମ୍‌.): ହାତୀ ମୃତ୍ୟୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରିବାକୁ କହିଛନ୍ତି । ମାମଲାର ଶୁଣାଣିବେଳେ ଏଯାବତ ୧୪ ହାତୀ ମରିଥିବା ଜଏଣ୍ଟ ଟାକ୍ସଫୋର୍ସ ପକ୍ଷରୁ କୁହାଯାଇଥିବାବେଳେ ୧୪ରୁ…

Read More

ନାବାଳିକା ବଳତ୍କାର ମାମଲା, ଆସାମୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ବଳତ୍କାର ମାମଲା ଆସାମୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ: ପୀଡିତାଙ୍କୁ ୬ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ ନିର୍ଦ୍ଦେଶ #କଟକ(ଏନ୍‌.ଏମ୍‌.): ମାହାଙ୍ଗା ନାବାଳିକା ବଳତ୍କାର ମାମଲାରେ କଟକର ପୋଷ୍କୋ କୋର୍ଟ ଆସାମୀ କୃଷ୍ଣଚନ୍ଦ୍ର ବିଶ୍ୱାଳକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରବା ସହ ତାକୁ ୨୦ ହଜାର ଟଙ୍କାର ଜରିମାନା ରାଶି ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । କୋର୍ଟ ଆଇପିସିର ୩୭୬(୨)(ଏନ୍‌) ଓ ୫୦୬ ଦଫାରେ ଉପରୋକ୍ତ ଦଣ୍ଡ ବିଧାନ କରବା ସହ…

Read More

ଆଠଗଡରେ ପ୍ରସିଦ୍ଧ ପଞ୍ଚୁ ଦୋଳ ଉତ୍ସବ: ଗୋପାଳଙ୍କ ଲଉଡ଼ି ଖେଳରେ ଝୁମିଲେ ଦର୍ଶକ

ଆଠଗଡରେ ପ୍ରସିଦ୍ଧ ପଞ୍ଚୁ ଦୋଳ ଉତ୍ସବ: ଗୋପାଳଙ୍କ ଲଉଡ଼ି ଖେଳରେ ଝୁମିଲେ ଦର୍ଶକ #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ପ୍ରସିଦ୍ଧ ପଞ୍ଚୁଦୋଳ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆଠଗଡରେ ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା ଠାରୁ ପଞ୍ଚମ ଦିବସରେ ପଞ୍ଚୁ ଦୋଳ ପାଳିତ ହୋଇଥାଏ । ପରଦିନ ଉତ୍ସବର ସମାପନ ସହ ରଙ୍ଗର ପର୍ବ ହୋଲି ଖେଳ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଆଠଗଡ ଦେବୋତ୍ତର ବିଭାଗ ପକ୍ଷରୁ ଗତକାଲି ଠାରୁ ଏହି…

Read More

ସରସ୍ୱତୀ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ତୃତୀୟ ହଂସ ଧ୍ୱନୀ କାର୍ଯ୍ୟକ୍ରମ

ସରସ୍ୱତୀ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ତୃତୀୟ ହଂସ ଧ୍ୱନୀ କାର୍ଯ୍ୟକ୍ରମ #ଭଦ୍ରକ(ଏନ୍‌.ଏମ୍‌.): ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ କମାର ଗାଁ ଠାରେ ସରସ୍ୱତୀ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ତୃତୀୟ ହଂସ ଧ୍ୱନୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଦୁଇ ଦିନ ବ୍ୟାପୀ ଆୟୋଜିତ ଏହି ଉତ୍ସବର ପ୍ରଥମ ଦିନରେ ଉଦ୍‌ଘାଟକ ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବରେଣ୍ୟ ଅତିଥି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ଓଡ଼ିଆ ସଙ୍ଗୀତ ନାଟକ ଏକାଡେମୀ…

Read More