ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ୧୦୯୭୭୧ ମାମଲାର ଫଇସଲା

ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ୧୦୯୭୭୧ ମାମଲାର ଫଇସଲା #କଟକ(ଏନ୍‌.ଏମ୍‌.): ଜାତୀୟ ଆଇନସେବା ପ୍ରାଧିକରଣ କର୍ତୃପକ୍ଷଙ୍କ ନିର୍ଦ୍ଦେଶାନୁଯାୟୀ ଆଜି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲା କୋର୍ଟରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ଅଦାଲତରେ ସମୁଦାୟ ୧୦୯୭୭୧ ମାମଲାର ଫଇସଲା କରାଯାଇଛି । ଉପରୋକ୍ତ ମାମଲାକୁ ୨୧, ୮୧, ୮୫, ୨୦୮ ଟଙ୍କାରେ ଫଇସଲା କରାଯାଇଛି । ଏଥିମଧ୍ୟରୁ ୨୨୯ଟି ମୋଟର ଦୁର୍ଘଟଣା ଜନିତ…

Read More

ବ୍ରାହ୍ମଣ ଗାଁ ମେଳଣରେ କୃଷ୍ଣବେଣୀ ପୁସ୍ତକ ଉନ୍ମୋଚନ

ବ୍ରାହ୍ମଣ ଗାଁ ମେଳଣରେ କୃଷ୍ଣବେଣୀ ପୁସ୍ତକ ଉନ୍ମୋଚନ #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବ୍ରାହ୍ମଣଗାଁ ମେଳଣର ୫୨୩ ବର୍ଷର ପୂର୍ତ୍ତି ମହୋତ୍ସବ ବହୁ ଧୁମଧାମରେ ପାଳନ ହୋଇଯାଇଛି । ଦୋଳଉତ୍ସବରେ ଆୟୋଜିତ ସାଧାରଣ ସଭାରେ ପୁସ୍ତୁକ କୃଷ୍ଣବେଣୀକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଅନୁଷ୍ଠାନ ବ୍ରାହ୍ମଣଗାଁର ଦେବେନ୍ଦ୍ର କୁମାର ଶତପଥୀଙ୍କ ସଭାପତିତ୍ୱରେ ଅଧିକାରୀ ନୀରଞ୍ଜନ ଦାଶ,ଏବଂ ମୁଖ୍ୟଅତିଥି ପବିତ୍ର ମୋହନ ପାଣିଗ୍ରାହୀଙ୍କ କରକମଳରେ ଏହି ପୁସ୍ତକ ଲୋକାର୍ପଣ କରାଯାଇଥିଲା । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ…

Read More

ଓଡ଼ିଶା ଚିତ୍ରକଳା ଏକାଡେମୀ ପକ୍ଷରୁ ଏକ ଦିବସୀୟ ଶିଳ୍ପୀ ଶିବିର

ଓଡ଼ିଶା ଚିତ୍ରକଳା ଏକାଡେମୀ ପକ୍ଷରୁ ଏକ ଦିବସୀୟ ଶିଳ୍ପୀ ଶିବିର #କଟକ(ଏନ୍‌.ଏମ୍‌.): ଓଡ଼ିଶା ଚିତ୍ରକଳା ଏକାଡେମୀ ପକ୍ଷରୁ ସ୍ଥାନୀୟ ତତ୍ତ୍ୱବଟ ଠାରେ ଏକ ଦିବସୀୟ ଶିଳ୍ପୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଫଗୁଣର ରଙ୍ଗ ଶିର୍ଷକ ଚିତ୍ରପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଯୋଗୁଁ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଫଗୁଣର ରଙ୍ଗ ତଥା ହୋଲିର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ ।…

Read More

ଗୋଟିଏ ବେଦୀରେ ଦୁଇଜଣଙ୍କୁ ବାହା ହେଲେ ରସିକିଆ ସ୍ୱାମୀ

ଗୋଟିଏ ବେଦୀରେ ଦୁଇଜଣଙ୍କୁ ବାହା ହେଲେ ରସିକିଆ ସ୍ୱାମୀ #ହାଇଦ୍ରାବାଦ(ଏଜେନ୍ସି): ଗୋଟିଏ ବେଦୀରେ ଦୁଇ ଜଣଙ୍କୁ ବାହା ହେଲେ ଜଣେ ବ୍ୟକ୍ତି । ଏଭଳି ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ । ତେବେ ଉଭୟଙ୍କ ସହ ଉକ୍ତ ଯୁବକ ଜଣକ ଲିଭ ଇନରେ ରହୁଥିଲେ । ବେଦୀରେ ବର ଜଣଙ୍କ ବସିଥିବା ବେଳେ ଦୁଇ ଜଣ କନିଆ ତାଙ୍କ ଦୁଇ ପାର୍ଶ୍ୱରେ ବସି ଏକା ସାଙ୍ଗରେ ତାଙ୍କୁ ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି…

Read More