ରାଜ୍ୟସ୍ତରୀୟ କେରଙ୍ଗ ଅହମଦୀୟା ଫୁଟବଲ ଟୁର୍ଣ୍ଣାମେଣ୍ଟ
ରାଜ୍ୟସ୍ତରୀୟ କେରଙ୍ଗ ଅହମଦୀୟା ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ସେମି ଫାଇନାଲରେ କଳିଙ୍ଗ ସ୍ପୋଟିଙ୍ଗ କ୍ଲବ ବିଜୟୀ #ଖୋର୍ଦ୍ଧା(ଏନ୍.ଏମ୍.): ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଅହମଦୀୟା ମୁସଲିମ ସ୍ପୋଟସ୍ ଆସୋସିଏସନ ଆନୁକୁଲ୍ୟରେ ଚାଲି ରହିଛି, ରାଜ୍ୟ ସ୍ତରୀୟ କେରଙ୍ଗ ଅହମଦୀୟା ଫୁଟବଲ ଟୁର୍ଣ୍ଣାମେଂଟର ପ୍ରଥମ ସେମି ଫାଇନାଲ କଳିଙ୍ଗ ସ୍ପୋଟିଙ୍ଗ କ୍ଲବ ଭୁବନେଶ୍ୱର ଏବଂ ଅରଗୁଳୁ ଗୋଲଡ଼େନ କ୍ଲବ ମଧ୍ୟରେ ଖେଳାଯାଇଛି । ଖେଳର ପ୍ରଥମାର୍ଦ୍ଧ ଏବଂ ଦ୍ୱିତୀୟାର୍ଦ୍ଧରେ ଖେଳ ସଂଘର୍ଷପୂର୍ଣ୍ଣ ଥିଲେ ମଧ୍ୟ ଶେଷ ସମୟ ପର୍ଯ୍ୟନ୍ତ କେହି…
