ସିଏମ୍ସି କାଉନସିଲରେ ବଜେଟ ଆଲୋଚନା: ୬୦୫ କୋଟି ଅନୁମୋଦନ
ସିଏମ୍ସି କାଉନସିଲରେ ବଜେଟ ଆଲୋଚନା: ୬୦୫ କୋଟି ଅନୁମୋଦନ #କଟକ (ଏନ୍.ଏମ୍.): ସିଏମସିର ୨୦୨୩-୨୪ ବର୍ଷ ପାଇଁ ବଜେଟ ଅନୁମୋଦନ ହୋଇଛି । ଚଳିତ ବର୍ଷ ପାଇଁ ମୋଟ ୬୦୫ କୋଟିର ବଜେଟ୍ ପାଇଁ ନିଷ୍ପତ୍ତି ହୋଇଛି । ଆଜି ଏ ନେଇ ଆୟୋଜିତ କାଉନସିଲ ବୈଠକରେ ଏହି ବଜେଟ୍କୁ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଯିବ । ସିଏମ୍ସିର ଚିଠା ବଜେଟ୍ ପ୍ରସ୍ତାବରେ ଯେଉଁ ଆୟ ବ୍ୟୟ…
